Browsing Tag

gaisilet news

ନୂଆଁଖାଇ ନିମନ୍ତେ ରାଜ୍ୟସ୍ତରୀୟ ଦୁଇଦିନିଆ ଛୁଟି ଘୋଷଣା ପାଇଁ ଦାବୀପତ୍ର

ଗାଇସିଲେଟ, (ଦିଲ୍ଲିପ ସରାପ) : କୋଶଲ ଯୁବଶକ୍ତି ଗାଇସିଲାଟ ତରଫରୁ ପଶ୍ଚିମ ଓଡିଶାର ପ୍ରଖ୍ୟାତ ଗଣପର୍ବ ନୂଆଁଖାଇ ନିମନ୍ତେ ରାଜ୍ୟସ୍ତରୀୟ ଦୁଇଦିନିଆ ଛୁଟି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଇସିଲାଟ ବ୍ଲକ ଅଫିସରେ ହେଉଥିବା
Read More...

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ଗାଇସିଲାଟ, (ଦିଲ୍ଲିପ ସରାପ) : ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ପତଞ୍ଜଳି ଜିଲ୍ଲା ପ୍ରଭାରୀ ନବୀନ କୁମାର ତ୍ରିପାଠୀ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଶକୁନ୍ତଳା ତ୍ରିପାଠୀ
Read More...

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଗାଇସିଲେଟ, (ଦିଲ୍ଲିପ ସରାପ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲେଟଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗାଇସିଲେଟ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଝରଣା‌ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତ ମାତାଙ୍କ ଚରଣରେ ୭୫ଦୀପ ପ୍ରଜ୍ବଳନ
Read More...

ଡାଙ୍ଗବାହାଲରେ ‌୯୦ତମ ଝୁଲଣ ଯାତ୍ରା ଉଦ୍‌ଯାପିତ

ଗାଇସିଲେଟ, (ପୁସ୍ତମ ଯୁଆଡି) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗାଁରେ ୯୦ତମ ଝୁଲଣ ଯାତ୍ରା ତା:୧୦.୮.୨୦୨୨ରୁ ୧୨.୮.୨୦୨୨ ତିନିଦିନ ଧରି ମହାସମାରୋହରେ ପ୍ରଭୁ ରଧାକୃଷ୍ଣଙ୍କ ରଥଯାତ୍ରା ପାଳିତ ହୋଇଯାଇଛି । ଏହି ଯାତ୍ରାରେ ପ୍ରତାପ କୁମାର ସାହୁ ଓ ରିତା ସାହୁ ପୂଜା
Read More...

ରକ୍ଷା ବନ୍ଧନକୁ ନିଆରା ଢଙ୍ଗରେ ପାଳନ କଲା ଗାଇସିଲେଟ କୋଶଲ ଯୁବଶକ୍ତି

ଗାଇସିଲେଟ, (ଦିଲ୍ଲିପ କୁମାର ସରାପ) : ରକ୍ଷା ବନ୍ଧନକୁ ନିଆରା ଢଙ୍ଗରେ ପାଳନ କଲା ଗାଇସିଲେଟ କୋଶଲ ଯୁବଶକ୍ତି । ପରିବାର ଠାରୁ ଦୂରରେ ରହୁଥିବା ତଥା ଅନାଥ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ତଥା ସେମାନଙ୍କର ମଧ୍ୟ ପରିବାର ଥିବା ଭଳି ଅନୁଭବ କରାଇବାର
Read More...

ରାଇସଲପଦର ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଳାସିନୀ ସାହୁ

ଗାଇସିଲାଟ, (ପୁସ୍ତମ ଯୁଆଡି) : ଗାଇସିଲାଟ ବ୍ଲକ ରାଇସଲପଦର ପଂଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ସରପଞ୍ଚ କରମ୍ ସିଂ ସାହୁଙ୍କ ଧର୍ମପତ୍ନୀ ବିଳାସିନୀ ସାହୁ । ଏହି ଅବସରରେ ଇ.ଓ, ଜି.ଆର୍‌. ଏସ୍‌(ଯୋଗାଣ ଅଧିକାରୀ) ପଂଚାୟତର ସମସ୍ତ ଗ୍ରାମର ନବନିର୍ବାଚିତ
Read More...

ପ୍ରଖ୍ୟାତ ସାହିତ୍ୟିକ, ଭାଷାବିତ୍‌ ଅମୃତଲାଲ ସାହୁଙ୍କ ଜନ୍ମ ଦିବସ ପାଳିତ

ଗାଇସିଲାଟ, (ପୁସ୍ତମ ଯୁଆଡି) : ପ୍ରଖ୍ୟାତ ସାହିତ୍ୟିକ, ଶିକ୍ଷାବିତ ତଥା ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଅନୁବାଦକ ନାଟ୍ୟକାର, ସମ୍ପାଦକ, ସଂଗଠକ ଅମୃତଲାଲ ସାହୁଙ୍କ ଜନ୍ମ ଦିବସ କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ତରଫରୁ ଫେସ୍‌ବୁକ୍‌
Read More...

ଭୁତିବାହାଲ ଗ୍ରାମର ନୂତନ ୱାର୍ଡ଼ ମେମ୍ବର ହେଲେ ଦିବ୍ୟକିଶୋର ସାହୁ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଗାଇସିଲାଟ ବ୍ଲକ, ରାଇସଲପଦର ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର-୪ ଭୁତିବାହାଲ ଗ୍ରାମର ନୂତନ ୱାର୍ଡ ମେମ୍ବର ହେଲେ ଦିବ୍ୟକିଶୋର ସାହୁ । ସେ ତାଙ୍କର ନିକଟତମ ପ୍ରାର୍ଥୀ ହରି ସାହୁଙ୍କଠାରୁ ୩୧ ଗୋଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଭୁତିବାହାଲ ୱାର୍ଡ
Read More...

ଭୁତିଆରବାହାଲ ହରିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗାଇସିଲାଟ, (ପୁସ୍ତମ ଯୁଆଡି) : ଭୁତିଆରବାହାଲ ହରିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମକୁ ମାନି ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତରେ ଏହା ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଚେୟାରମ୍ୟାନ ନମୋଗୁରୁ ସାହୁ ପତାକା
Read More...

ସାନ ସାହାଜବାହାଲକୁ ହରାଇ ମନୁପାଲି ଚମ୍ପିୟାନ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଭେଟେରାନ୍ କ୍ରିକେଟ ଆସୋସିଏନ, ଭୁତିବାହାଲ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ଚାଲିଥିବା ମା' ଆଗଲପୁରିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍-୨୦୨୧ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ରାଇସଲପଦର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କରଂସିଂ ସାହୁ, ସରପଞ୍ଚ
Read More...