Browsing Tag

dhenkanal news

ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡରେ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ବମ୍ପା ଗ୍ରାମର ଶରତ ପଲେଇ ଆଜି ଭୋର ସମୟରେ ସ୍କୁଲ ପଛପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଶରତ ଗାଁ ସ୍କୁଲ ପାଖକୁ ପଶିଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ
Read More...

ବିଧବା ମହିଳାଙ୍କୁ ସରକାରୀ ଆବାସ ଯୋଗାଇବାକୁ ଦାବୀ

ଢେଙ୍କାନାଳ : ବିଧବା ମହିଳାଙ୍କୁ ଆବାସ ଯୋଗାଇବାକୁ ଦାବୀ । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଖଲିବୋରେଇ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ରହୁଥିବା ଜଣେ ଗରିବ ବିଧବା ମହିଳା ଭଙ୍ଗା ଦଦରା ଘରେ ଜୀବନ ଯାପନ କରୁଥିବା ବେଳେ ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ହୋଇଛି । ସରକାରଙ୍କ ତରଫରୁ
Read More...

ସଡକ ଦୁର୍ଘଟଣା, ଜଳିଗଲା ବାଇକ୍‌, ୨ ମୃତ, ୩ ଗୁରୁତର

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଗଁନ୍ଦିଆ ଥାନା ଅନ୍ତର୍ଗତ କପିଳାଶ ଟାଙ୍ଗି ରାସ୍ତାର ଶୋରିଶିଆ ପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି କାର ଧକ୍କାରେ ଏକ ବାଇକ ଜଳିଯାଇଥିବା ଜଣାପଡିଛି । ଆଉ ଏହି ଦୁର୍ଘଟଣାରେ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ
Read More...

ଘରେ ପଶି ଲୁଟ୍‌ ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମର ଘରେ ପଶି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମର ଜଣକ ଘରେ ୩ ଦୁର୍ବୃତ୍ତ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କ ଗୋଡ ହାତ ବାନ୍ଧି ଲକ୍ଷାଧିକ
Read More...

ଋଣ ଭାର ସହି ନପାରି ଦମ୍ପତିଙ୍କ ଆତ୍ମହତ୍ୟା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମରେ ଋଣ ଭାର ସହି ନପାରି ଦମ୍ପତି ଆତ୍ମହତ୍ୟା କରିଥିବା ଖବର ମିଳିଛି । ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କ ମୃତଦେହ ଉଦ୍ଧାର କଲା ସଦର ଥାନା ପୋଲିସ । ମୃତକ ଦମ୍ପତି ହେଲେ କାଙ୍କଡ଼ପାଳ ଗ୍ରାମର ବିଶିକେଶନ ସାହୁ ଓ
Read More...

ଓଲଟିଲା ଯାତ୍ରୀବାହୀ ଅଟୋ : ଜଣେ ମୃତ, ୪ ଆହତ

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳର ପ୍ରସିଦ୍ଧ କପିଳାସ ପୀଠକୁ ଦର୍ଶନ କରିବାକୁ ଯାଉଥିବା ବେଳେ ରାସ୍ତାର ୧୧ ନମ୍ବର ବାଙ୍କରେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ
Read More...

କାଶୀପୁର ଠାରେ ଅବକାରୀ ବିଭାଗର ଚଢ଼ାଉ : ୮୦୦ ଲିଟଲ ଦେଶୀ ମଦ ଜବତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ଅବକାରୀ ବିଭାଗ ଦ୍ୱାରା ତଳ କାଶୀପୁର ଏବଂ ଦୌଡେଶ୍ୱର ବାଲିଘାଟ ନିକଟରେ ଆଜି ଅଚାନକ ଅବକାରୀ ବିଭାଗ ଚଢ଼ାଉ କରି ୮୦୦ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୮୦୦ ଲିଟର ମହୁଲ ପୋଚ ଏବଂ ବିପୁଳ ପରିମାଣର ଦେଶୀ ମଦ
Read More...

ବୟସ୍କ ଲୋକମାନଙ୍କ ସାହାରା ସାଜିଛନ୍ତି ମହିମା ଅଲେଖ ସେବା ସଂଗଠନ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକର ବୟସ୍କ ଲୋକମାନଙ୍କ ସାହାରା ସାଜିଛନ୍ତି ମହିମା ଅଲେଖ ସେବା ସଂଗଠନ । ଏହି ସଂଗଠନର ସଦସ୍ୟ ମାନେ ଗ୍ରାମର ବୟସ୍କ ଲୋକମାନଙ୍କୁ ନେଇ ଶ୍ରୀରାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଖି ପରୀକ୍ଷା କରିଛନ୍ତି । ଯେଉଁମାନଙ୍କର ଆଖିରେ ମୋତିଆ
Read More...

ଭାପୁର ମେଡିକାଲରେ ପାନୀୟ ଜଳ ସମସ୍ୟା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାପୁର ସରକାରୀ ଚିକିତ୍ସାକେନ୍ଦ୍ରରେ ଜଳ ସମସ୍ୟା ଦେଖାଦେଇଛି । ଦୀର୍ଘ ଦିନ ହେବ ପାନୀୟ ଜଳ ସଙ୍କଟ ପାଇଁ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଏବଂ ରୋଗୀଙ୍କ ପରିଜନ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ
Read More...

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ, (ତାପଦ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ କରମୂଳ ପଞ୍ଚାୟତର ଆମ୍ବପଡା ଗ୍ରାମରେ ହାତୀ ଆକ୍ରମଣରେ ଜଣକ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଜଣକ ବାବୁ ମଳିକଙ୍କ ପୁଅ ରାଜେନ୍ଦ୍ର ମଳିକ ବୋଲି ଜଣାପଡିଛି । ବନ ବିଭାଗ ଦ୍ୱାରା ତଦାରଖ ଚାଲିଥିବା ସୂଚନା ମିଳିଛି ।
Read More...