ଭାରସାମ୍ୟ ହରାଇ ଗଛରେ ପିଟି ହେଲା କମ୍ପାନୀ ବସ୍ : ୬ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳ ମହିଷାପାଟ ମାଣିଆବନ୍ଧ ଆଶ୍ରମ ସ୍କୁଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହେଲା କମ୍ପାନୀ ବସ୍ । ଏଥିରେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କଟକ ଜିଲ୍ଲା ଆଠଗଡ଼ରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟର ବସ୍ ଢେଙ୍କାନାଳରୁ କିଛି!-->…
Read More...
Read More...