Browsing Tag

dhenkanal news

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାକୁ ନେଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାକୁ ନେଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଶେଷ ହୋଇଯାଇଛି । ଆସନ୍ତା ୨୫ ରୁ ଆରମ୍ଭ ହେବ ପ୍ରସିଦ୍ଧ ଯୋରନ୍ଦା ମେଳା । ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ଜୋରନ୍ଦାସ୍ଥିତ ମହିମା ଗଦିରେ
Read More...

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ତିନି ବଖରା ଘର

ଢ଼େଙ୍କାନାଳ : ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ତିନି ବଖରା ଘର । ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଞ୍ଚଟି ଗୋରୁ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି
Read More...

ପେନସିଲ୍‌ରେ ଆଙ୍କି ପକାଉଛନ୍ତି ଅବିକଳ ଚିତ୍ର

ଢେଙ୍କାନାଳ : ହାତରେ ତାଙ୍କର ଯାଦୁ ଭରିରହିଛି । ଏଭଳି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ବାରିହାପୁର ଗାଁର ମାନସ ରଞ୍ଜନ ସାହୁ ଓରଫ ମୁନା ଭାଇ । ଛୋଟ ବେଳୁ ପାଠପଢା ସହ ମାଟି କାଦୁଅରେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରୁଥିଲେ । ଆଉ କାଗଜ ପେନସିଲରେ ସାଙ୍ଗସାଥିଙ୍କୁ
Read More...

କପିଳାସରେ ପହଞ୍ଚିଥିଲା ଏହି ମା’ ଛେଉଣ୍ଡ ହାତୀଛୁଆ ‘ପଦ୍ମା’

ଢେଙ୍କାନାଳ : ଗତକାଲି ରାତିରେ କପିଳାସରେ ପହଞ୍ଚିଥିଲା ଏହି ମା' ଛେଉଣ୍ଡ ହାତୀଛୁଆ। ବ୍ରହ୍ମପୁରରୁ ଉଦ୍ଧାର ହୋଇ କପିଳାସ ଚିଡ଼ିଆଖାନାକୁ ଆସିଥିବା ହାତୀଛୁଆର ନାଁ 'ପଦ୍ମା' ରଖାଯାଇଥିବା ଜଣାପଡ଼ିଛି । କପିଳାସ ଚିଡ଼ିଆଖାନାରେ ରହିବ ଏବେ 'ପଦ୍ମା' । ସେଠାରେ ସେ ପହଞ୍ଚିବା ପରେ ରାତି ସାରା ସେ
Read More...

ହାତୀ ଆକ୍ରମଣ : ବୃଦ୍ଧଙ୍କ ପ୍ରାଣହାନୀ

ଢେଙ୍କାନାଳ : ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି । ଢେଙ୍କାନାଳ ଜିଲା ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ବିଟ୍‌ ଖଟୁଆ ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ବୃଦ୍ଧ ଜଣକ ସକାଳେ ବିଲକୁ ଯାଉଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ତାଙ୍କୁ
Read More...

କପିଳାସ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ୩ ଗିରଫ

ଢେଙ୍କାନାଳ : କପିଳାସ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲେ ସୁଦ୍‌ଦ୍ଧା ବନବିଭାଗର ଅଜଣାତରେ ଅନେକ ସମୟରେ ଜଙ୍ଗଲରୁ ପଶୁମାନଙ୍କୁ ଶିକାର କରାଯାଉଥିବା
Read More...

କୂଅରୁ ମିଳିଲା ନିଖୋଜ ଶିଶୁର ମୃତଦେହ

ଢେଙ୍କାନାଳ : କୂଅରୁ ମିଳିଛି ନିଖୋଜ ଶିଶୁର ମୃତଦେହ । ଗାଁର ଏକ କୂଅରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନାରେ କୁହାଯାଇଛି । ଗତ କାଲିଠାରୁ ନିଖୋଜ ଥିଲା ଏହି ତିନି ବର୍ଷର ଶିଶୁ । ମୃତକ ଶିଶୁ ହେଲା ନିହଲପ୍ରସାଦ ଥାନା ଖଙ୍କିରା ଗ୍ରାମର ଚନ୍ଦନ ସାହୁଙ୍କ ତିନି ବର୍ଷର ପୁଅ କାଳିଆ ।
Read More...

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

ଢୋଙ୍କାନାଳ : ହାତୀ ଅକ୍ରମଣରେ ଗରୁତର ଅବସ୍ଥାରେ ବୃଦ୍ଧା ଡାକ୍ତର ଖାନାରେ ଭର୍ତ୍ତି । ପରଜଙ୍ଗ ଥାନା ଗେଙ୍ଗୁଟିଆ ଗାଁର କନକ ବେହେରା ଆଜି ସକାଳୁ ନିଜ ଘର ଆଗରେ ବସିଥବା ବେଳେ ହାତୀପଲ ଆସି ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ତାଙ୍କୁ ଗୁରୁତର
Read More...

ଅଭାବନୀୟ ଘଟଣା : ବାପପୁଅଙ୍କୁ ମାଡ଼ ମାରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ : କୂଅ ପାଣି ବ୍ୟବହାରକୁ ନେଇ ଘଟିଛି ଘଟଣା । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଞ୍ଜେଇଡିହ ଗାଁର ଶ୍ୟାମ ସୁନ୍ଦର ଧଳ ଓ ତାଙ୍କ ପୁଅ ସନ୍ତୋଷ ଧଳଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ପୋଖରୀରେ ଫିଙ୍ଗି ଦେଇଥିବା ଖବର ମିଳିଛି
Read More...

ଲଜ୍ଜ୍ୟା : ଅସୁରଙ୍କ ପଂଝାରେ କୁନିଝିଅ : କଙ୍କଡ଼ାହାଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୫ ଅଟକ

ଢେଙ୍କାନାଳ : ପୁଣି ଏକ ଲଜ୍ଜ୍ୟାକର ଘଟଣାରେ ଅସୁରଙ୍କ ପଂଝାରେ ଜଣେ କୁନିଝିଅ ପ୍ରତି ପାଶବିକ ଅତ୍ୟାଚାରର ଶିକାର ହେବା ସହ ପ୍ରାଣ ହରାଇଛି । ଏହି ଘଟଣା ଢେଙ୍କାନାଳ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ୧୨ ତାରିଖ ସନ୍ଧ୍ୟାରେ କଙ୍କଡାହାଡ ଥାନା ଖରଖରି ଗାଁର ଜଣେ ୫ ବର୍ଷ
Read More...