Browsing Tag

dhenkanal news

ବିଶ୍ୱ ମାନବ ଅଧିକାର ଦିବସରେ ମହିଳା ପ୍ରତି ହିଂସା ବିରୁଦ୍ଧରେ ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ, (ତାପସ ଦାସ) : ମହିଳା ଓ ବାଳିକା ଗ୍ରାମ ପଞ୍ଚାୟତ ପ୍ରକଳ୍ପ (ୟୁଏନ୍‌ଏଫପିଏ, ଶୋଭା, ପ୍ରେମ) ଆନୁକୂଲ୍ୟରେ ମହିଳା ପ୍ରତି ହିଂସା ବିରୋଧ କରି ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମର ଆଜି ଅପରାହ୍ନରେ ଗନ୍ଦିଆ ବ୍ଲକ ସଭାଗୃହରେ ସମାପିତ ହୋଇଯାଇଛି । ସୂଚନା ଥାଉକି ଗତ ୨୫ ନଭେମ୍ବରରୁ
Read More...

କରୋନାର ତୃତୀୟ ଲହର ପାଇଁ ଢେଙ୍କାନାଳ ପୋଲିସ ଦ୍ୱାରା କଡ଼ାକଡ଼ି ଚେକିଂ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳର ମହାବୀର ବଜାରଠାରେ ପୋଲିସ ପ୍ରଶାସନ ଦ୍ୱାରା କରୋନା ଜନିତ କଡ଼ାକଡ଼ି ଚେକିଂ କରାଯାଇଥିଲା । ଲୋକମାନଙ୍କର ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଆଜି ଢେଙ୍କାନାଳ ସହରର ଟ୍ରାଫିକ ଦାୟିତ୍ୱରେ ଥିବା
Read More...

ଡ୍ରାଇଭର ମହାସଂଘ ଶାଖା ପକ୍ଷରୁ ଧନ୍ୟବାଦ ସଭା ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ଓଡିଶା ସରକାରଙ୍କ ନିଷ୍ପତ୍ତିରେ ଖୁସି ମନାଇ ଡ୍ରାଇଭର ମହାସଂଘର ଦାବୀ ପୂରଣ ହୋଇଥିବାରୁ ଆନନ୍ଦ ଅନୁଭବ କରିଛନ୍ତି ଡ୍ରାଇଭର ମହାସଂଘ ସଦସ୍ୟ ବୃନ୍ଦ । ଏହି ଅବସରରେ ଗଂଦିଆ ବ୍ଲକ ଯୋରନ୍ଦା ଗ୍ରାମ ପଞ୍ଚାୟତରେ ଡ୍ରାଇଭରମାନଙ୍କ ଏକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଛି ।
Read More...

କୁନୁରଠାରେ ସହିଦ ହୋଇଥିବା ସିଡିଏସ୍‌ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନମାନଙ୍କୁ ସଚେତନ ନାଗରିକ ଫୋରମ ପକ୍ଷରୁ…

ଢେଙ୍କାନାଳ, (ତାପଦ ଦାସ) : ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଗତକାଲି ସନ୍ଧ୍ୟାରେ କୁନୁରଠାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନମାନଙ୍କ ସମ୍ମାନାର୍ଥେ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଭାବପୂର୍ଣ୍ଣ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉକ୍ତ
Read More...

ନବନିର୍ମାଣ କୃଷକ ସଙ୍ଗଠନର ଧାନ, କ୍ଷୀର ଏବଂ ଭତ୍ତା ବୃଦ୍ଧି ପାଇଁ ସମାବେଶ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସାଇଁବିରି ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନର ଚାଷୀ ସମାବେଶ ହୋଇଯାଇଛି । ଜିଲ୍ଲା ସଂଯୋଜକ ପ୍ରହଲ୍ଲାଦ ସାହୁ ଏହାର ନେତୃତ୍ୱ ନେଇଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଯୋଜକ ଶେଷଦେବ
Read More...

ଏନସି ଟ୍ୟାଗ୍ ହଟାଇବା ଦାବୀରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଶିକ୍ଷକମାନେ ହେଲେ ଗଣ ଗିରଫଦାରୀ

ଢେଙ୍କାନାଳ, (ତାପସ ଦାଶ) : ସାରା ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏନସି ଟ୍ୟାଗ୍ ହଟାଇବା ଦାବୀରେ ଏନଆଇଓଏସ ଡିଇଏଲଇଡି ଶିକ୍ଷକ ସଂଘର ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଶିକ୍ଷକମାନେ ଆଜି ଢେଙ୍କାନାଳରେ ଗଣ ଗିରଫଦାରୀ ଦେଇଛନ୍ତି । ତୁରନ୍ତ ଏନସି
Read More...

ବାଣ ଭିଡ଼ିବା ବେଳେ ଅଘଟଣ : ଯୁବକ ଗୁରୁତର ଆହତ

ଢ଼େଙ୍କାନାଳ : ଦୀପାବଳି ଦିନ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ବାଣ ଭିଡ଼ା ସମୟରେ ହାତରେ ଫୁଟି ଯାଇଥିଲା ବାଣ । ଢ଼େଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ ଏହିଭଳି ଘଟଣା ଘଟିଛି । ଆହତ ଯୁବକ ଜଣକ ଯୋରନ୍ଦା ଅଞ୍ଚଳର ଦିଗନ୍ତ ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଆଜି ସକାଳେ ଦିଗନ୍ତ
Read More...

କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ

ଢେଙ୍କାନାଳ : ଆଜି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ତାଙ୍କୁ ଢେଙ୍କାନାଳ ସ୍ଥିତ ଯାଉଁଳି ପୋଖରୀ ମଠ ଠାରେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସସ୍ମିତା ସାମଲ ଏବଂ ଜିଲ୍ଲାର ଅନ୍ୟାନ୍ୟ
Read More...

ଭିଜିଲାନ୍ସ ଜାଲରେ ପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସାହୁ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସାହୁ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବଭାଗ ପକ୍ଷରୁ ଚଢ଼ାଉ
Read More...

ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଢ଼େଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ, ଡିଜେଲର ଦାମ୍ ବୃଦ୍ଧି ବିରୋଧରେ ପେଟ୍ରୋଲ ପମ୍ପ ସମ୍ମୁଖରେ ୪ଘଣ୍ଟିଆବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ଦୁର୍ବିସହ ହୋଇପଡିଥିବା ବେଳେ, ଅନ୍ୟ ପଟେ କରୋନା କାଳରେ
Read More...