ଆତିଣ୍ଡା ଗ୍ରାମରେ ଜୟ ମହାବୀର ମନ୍ଦିର ସ୍ଥାପିତ
ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକର ଯୋରନ୍ଦା ଗ୍ରାମ ପଞ୍ଚାୟତରେ ୧୫ ବର୍ଷ ପରେ ପୁଣି ଆଉ ଏକ ମନ୍ଦିର ଜୟ ମହାବୀର ମନ୍ଦିର ଉଦ୍ଘାଟିତ ହୋଇଯାଇଛି । ପୂଜକ ଛାୟାକାନ୍ତ ଦେହୁରୀ ମନ୍ଦିରର ସମସ୍ତ ଦାୟିତ୍ୱ ତୁଳାଉଥିବା ଜଣାପଡିଛି ।
Read More...
Read More...