Browsing Tag

deogoan news

ଦେଓଗାଁ କଛାରପାଲିରେ ଗଜଲକ୍ଷ୍ମୀ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ କଛାରପାଲି ସାହୁପଡାର ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା ଅଷ୍ଟମ ବର୍ଷରେ ପଦାର୍ପଣ କରିଛି । ମଙ୍ଗଳବାର ସନ୍ଧ୍ୟାରେ ସୋନଗଡ଼ ନଦୀରୁ ଜଳ ପୂର୍ଣ୍ଣ
Read More...

ବଡବନ୍ଧରେ ମେଟାକାନୀ ଯାତ୍ରା ଉଦଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଗାଁରେ ମେଟାକାନୀ ଯାତ୍ରା ଉଦଘାଟନ ହୋଇଯାଇଛି । ଦୀର୍ଘ ୧୬ବର୍ଷ ଧରି ଚାଲିଥିବା ଏହି ମେଟାକାନୀ ଯାତ୍ରା ମୁଖ୍ୟ ପୂଜକ ସଙ୍କୀର୍ତ୍ତନ୍ୟ ଭୋଇ ଗାଁର ସମସ୍ତ ଦେବଦେବୀଙ୍କୁ ପୂଜା କରିବା ପରେ ଆରମ୍ଭ ହୋଇଥିଲା । ଯାତ୍ରାରେ ବିରାଟ ନାଏକ,
Read More...

କରୁଆଁଝର ଗଜଲକ୍ଷ୍ମୀ ପୂଜା କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କରୁଆଁଝରର ନବଜୀବନ ପାଠାଗାରର ଆନୁକୁଲ୍ୟରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ ସୋମବାର ଅପରାହ୍ନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ କରୁଆଁଝର ଗାଁର ଶତାଧିକ ମହିଲା ଓ ପୁରୁଷ ଅଂଶ ଗ୍ରହଣ କରି ଜଳ ପୂର୍ଣ୍ଣ କଳସ
Read More...

ଶିକ୍ଷକ ରାସବିହାରୀ ପଣ୍ଡାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲାର ବିଶିଷ୍ଟ ଶିକ୍ଷକ ରାସବିହାରୀ ପଣ୍ଡା(୯୫)ଙ୍କ ଗତ ରବିବାର ଦିନ ପରଲୋକ ହୋଇଯାଇଛି । ତାଙ୍କର ଶେଷ ସମୟରେ ପାଖରେ ତାଙ୍କ ସ୍ତ୍ରୀ, ପାଞ୍ଚ ପୁଅ ଓ ପାଞ୍ଚ ବୋହୁ, ଝିଅ ଓ ଜ୍ୱାଇଁ, ପୁତୁରା, ଝିଆରୀ, ନାତି, ନାତୁଣୀ, ଅଣ ନାତି, ଅଣ
Read More...

କୋଭିଡ଼ କଟକଣା ମଧ୍ୟରେ ଜରାସିଂହା ପାଟଖଣ୍ଡା ଯାତ୍ରା : ଆଜି ନିଶିଗୁଡ଼ି ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତିବର୍ଷ ପାଟଖଣ୍ଡା ଯାତ୍ରାକୁ କେବଳ ବଲାଙ୍ଗିର ଜିଲ୍ଲାର ନୁହେଁ ଏହା ସହ କଲାହାଣ୍ଡି ବୌଦ୍ଧ, ସୋନପୁର ଓ ବରଗଡ଼ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମାଁକୁ ହାରି ଗୁହାରି ଜଣାଇବା ପାଇଁ ଆସିଥାନ୍ତି ଶ୍ରଦ୍ଧାଳୁମାନେ । ପାଟଖଣ୍ଡା ଯାତ୍ରାକଳାକୁ ଯାଇଥିବା
Read More...

ବଟମିତ୍ର ସମ୍ମାନ ସମାରୋହ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡା ଗ୍ରାମରେ ଗ୍ରୀନ ଇଗଲ ଆର୍ମି ଅନୁଷ୍ଠାନ ତରଫରୁ ବଟମିତ୍ର ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗ୍ରୀନ ଇଗଲ ଆର୍ମି ଦୀର୍ଘ ଦଶ ବର୍ଷ ହେଲା ବଲାଙ୍ଗିର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଛକରେ ବଟ ବୃକ୍ଷ ରୋପଣ
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ମଶଲିଆ ଘରକୁ ପହଁଚିଲା ପାଟ ଓ ସିନ୍ଦୁର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ମଶଲିଆ ଘରକୁ ଆସି ପହଞ୍ଚିଛି ପାଟ ଓ ସିନ୍ଦୁର । ପଟଣାଗଡ଼ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିରରୁ ପାଟ ଓ ସିନ୍ଦୂର ଆଣି ପାଟଣା ମହାରାଜା ଦେବା ପରେ ଜରାସିଂହାର ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗୁରୁବାର ସନ୍ଧ୍ୟାରେ ଜରାସିଂହାରେ ପାଟ
Read More...

କର୍ମଚାରୀଙ୍କ ଭୁଲ୍‌ ଯୋଗୁଁ ମରାମତିର ଦିନକ ପରେ ପୁଣି ଖରାପ ହେଲା ଜାତୀୟ ରାଜପଥ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ-ବଙ୍ଗଳା ମଧ୍ୟରେ ଥିବା ସୋନଗଡ ନଦୀର ବ୍ରିଜ ଉପର ରାସ୍ତାରେ ବହୁ ଗର୍ତ୍ତମାନ ଥିବାରୁ ସେଠାରେ ମରାମତି କାମ ଦୀର୍ଘ ଦିନ ହେଲାଣି ଆରମ୍ଭ ହୋଇଛି । ରାସ୍ତା ଉପରେ ଥିବା ସମସ୍ତ ଗର୍ତ୍ତକୁ ପ୍ରେସର୍ ମେସିନ ଦ୍ୱାରା
Read More...

୧୩ତମ ସୁଜିତ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ କ୍ୱାଟର ଫାଇନାଲରେ ରତାଖଣ୍ଡିକୁ ୫ ରନ୍‌ରେ ହରାଇଲା…

 ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଗୁଡ଼ଭେଳା ବ୍ଲକ ବଡଙ୍ଗୋମୁଣ୍ଡା ପଞ୍ଚାୟତ ସରଗଡାରେ ୧୩ତମ ସୁଜିତ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ସାଗରପାଲିକୁ ବଡଙ୍ଗୋମୁଣ୍ଡା ଦଳ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦାବକାନିକୁ ରତାଖଣ୍ଡି ହରାଇଥିଲା
Read More...

ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ୪୧ଦିନରେ : ସମଗ୍ର ଓଡ଼ିଶା କୃଷି ଭିତ୍ତିକ ଶିଳ୍ପ କାର୍ଯ୍ୟକ୍ଷମ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସରୁ ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳରେ ହେଉଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଭିଆଇପି ତରଫରୁ ଅନିଶ୍ଚିତ କାଳୀନ ଧାରଣା ଆଜି ୪୧ଦିନରେ ପହଞ୍ଚିଛି । ମଙ୍ଗଳବାର ଦିନ ଏହି ଧାରଣା ସ୍ଥାନ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀରେ
Read More...