Browsing Tag

deogoan news

ସାଲେପାଲି ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର : ଦଳର ୫୦ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ୍ ସାଲେପାଲି ଓ ବଲାଙ୍ଗୀରର ବଜରଙ୍ଗ ଦଳର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଦଳର ସଭ୍ୟମାନଙ୍କ ନିକଟରୁ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୁଆଁପାଲିକୁ ହରାଇ ଥାଳବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଉଡ଼ାରରେ ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉତ୍ସବକୁ ଶିକ୍ଷକ ବିରେନ୍ଦ୍ର ସୁନା ସଂଯୋଜନା କରିଥିଲେ । ଏହି ପ୍ରତିଯୋଗିତାର ଫାଇନାଲ ଖେଳରେ ଥାଳବନ୍ଧ ଓ ନୁଆଁପାଲି ଦଳ ଖେଳିଥିଲେ । ଏହି
Read More...

କରୁଆଁଝର ଅଞ୍ଚଳରେ ବୁଲା କୁକୁର କାମୁଡ଼ାରେ ୮ଜଣ ଆହତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତ କରୁଆଁଝର ଗାଁରେ ଶନିବାର ଦିନ ବୁଲା କୁକୁର ଆତଙ୍କ ଖେଲାଇ ଦେଇଛି । ଗାଁର ୬ଜଣଙ୍କୁ ଯଥା ସୁମିତ ଭୋଇ, ପ୍ରେସିୟସ ସୁନା, ସନ୍ଧ୍ୟା ଭୋଇ, ମାଳତୀ ମଲ୍ଲିକ, ସୁରୁବୁଡ଼ୁ ବିଶି, ଅଧିର ବେହେରା, ବାଞ୍ଜିବାହାଲି ଗାଁର ହଂସା ସୁନା
Read More...

ଛେଳି ଚରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : କଥା କଟାକଟି ପରେ ଘରକୁ ଆସି କୋଦାଳରେ ଛେଚି ଜଣକୁ ହତ୍ୟା : ଅନ୍ୟ ଜଣେ…

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ଥାନା ଜରାସିଂହାରେ ଶନିବାର ୫ଟା ସମୟରେ ଛେଳି ଚରାଇବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାରୁ ପରେ ଏହା ଗୋଷ୍ଠି ସଂଘର୍ଷର ରୁପ ନେଇଥିବା ଜଣାପଡ଼ିଛି। ଜଣକୁ ଖୋଦାଳରେ ହାଣି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ହସ୍ପିଟାଲରେ ମୃତ୍ୟୁବରଣ
Read More...

କୁଡ଼ାସିଂହା ମାହେଶ୍ଵରୀ ସଂଗଠନ ମହିଳା ଶାଖାର ପ୍ରୟାସ ଯୋଗୁଁ ପ୍ରଥମ କରି ଭତ୍ତା ପାଇଲେ ନାରାୟଣପୁରର ଉକିଆ ପୁଟା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗୀର ସଦର ବ୍ଳକ ଭୂତିଆରବାହାଲ ପଞ୍ଚାୟତ ନାରାୟଣପୁର ଗାଁର ୬୫ବର୍ଷ ବୟସ୍କା ଉକିଆ ପୁଟା ଦିର୍ଘ ୧୫ବର୍ଷରୁ ଅଧିକ ହେଲା ଚାଲିବା ପାଇଁ ଅକ୍ଷମ ହେବା ସହ ଶ୍ରବଣ ତଥା ବାକ୍‌ଶକ୍ତି ହରାଇ ଶଯ୍ୟାଶାଇ ହୋଇପଡ଼ିଥିଲେ । ତାଙ୍କ ସ୍ଵାମୀ ମୂରଲୀ ପୁଟା ସ୍ତ୍ରୀର
Read More...

ଦେଓଗାଁ ବ୍ଲକ ବାରିକ ସମାଜର ବାର୍ଷିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ୧୦ଟା ସମୟରେ ଦେଓଗାଁ ବ୍ଲକ ବାରିକ ସମାଜର ବାର୍ଷିକ ବୈଠକ ଜରାସିଂହା ସ୍ଥିତ ଲକ୍ଷ୍ମଣ କୁଣ୍ଡରେ ହୋଇଯାଇଛି । ଏହି ବୈଠକରେ ସମାଜର ସଭାପତି ରାଜକୁମାର ବାରିକ ସଭାପତିତ୍ବ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଦଶରଥ ପସାୟତ ମୁଖ୍ୟ ବକ୍ତାଭାବେ
Read More...

ଦେଓଗାଁ ସିଏଚ୍‌ସିରେ ଟୀକାକରଣ : ‌ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଯାବତ୍ ୨୦୫ଜଣ କରୋନା ଯୋଦ୍ଧା ନେଲେଣି କରୋନା ଟୀକା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବସ୍ଥ୍ୟ କେନ୍ଦ୍ରରେ ଗତ ସୋମବାର ଦିନ ଓ ଗୁରୁବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଛି । ପ୍ରଥମ ଦିନରେ ୮୮ଜଣ ଓ ଗୁରୁବାର ଦିନ ୧୧୭ଜଣ ସ୍ବାସ୍ଥ୍ୟ କର୍ମୀ କରୋନା ଟିକା ନେଇଥିବା ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
Read More...

ନମ୍ବର ବିହିନ ଟ୍ରାକ୍ଟରରେ ହେଉଛି ବାଳି ଚୋରା ଚାଲାଣ : ଗାଡ଼ି ଅଟକ କରିବା ପରେ ୨୦ ହଜାର ଟଙ୍କା ଜରିମାନା ଆଦାୟ କଲେ…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସନ୍ଧ୍ୟାରେ ଦେଓଗାଁ ସୋନଗଡ଼ ନଦୀରୁ ବାଳି ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଳଦାର ନାରାୟଣ ସାହୁ ଓ ଜରାସିଂହା ଆରଆଇ ଅଧିର ନାଏକ ହାତୀସରା ପଞ୍ଚାୟତ ଅନ୍ତର୍ଗତ ନାଇକେନଶିରା ନିକଟରେ ଉକ୍ତ ଗାଡ଼ିକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲେ ।
Read More...