Browsing Tag

deogoan news

ୟଙ୍ଗ ଷ୍ଟାର କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବାହାଲରେ ସୋମବାର ଦିନ ୟଙ୍ଗ ଷ୍ଟାର କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ ଗୁଡ଼ଖାପଲା ଓ କେନ୍ଦୁଘାଟ ମଧ୍ୟରେ ହୋଇଥବା ବେଳେ ଦ୍ବିତୀୟ ମ୍ୟାଚ ଅର୍ଜୁନପୁର ଓ ପାଣ୍ଢେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର
Read More...

ଦେଓଗାଁ, ଜରାସିଂହା, ସାଲେପାଲି ଓ ବଗଡା ହାଇସ୍କୁଲକୁ ପୌଷ୍ୟଭାବେ ଗ୍ରହଣ କରିବାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଦେଓଗାଁ ବ୍ଲକର ୪ଟି ସ୍କୁଲ ଯଥା ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ, ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ଜରାସିଂହା, ଗୋପବନ୍ଧୁ ହାଇସ୍କୁଲ ସାଲେପାଲି ଓ ବଗଡ଼ା ସ୍ଥିତ ଇନ୍ଦିରା ଗାନ୍ଧୀ ହାଇସ୍କୁଲକୁ ପୌଷ୍ୟ ସ୍କୁଲ
Read More...

ଦେଓଗାଁ ବ୍ଲକର ୨୬ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ୧୮୨୯ ପରୀକ୍ଷା ଦର୍ପଣ ପ୍ରଦାନ କରାଗଲା : ଶହେ ଦିନର ପାଠ ସହ ପରୀକ୍ଷା…

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ୨୦୨୦/୨୧ ଶିକ୍ଷା ବର୍ଷରେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ସ୍କୁଲରେ ଶିକ୍ଷା ଦାନ କରିନାହାନ୍ତି । ଯଦିଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ ଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା ଗ୍ରାମାଞ୍ଚଳରେ ତାହା ସମ୍ପୂର୍ଣ୍ଣ ବିଫଳ
Read More...

ଶଙ୍କର ଧରୁଆଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହଲ ପଞ୍ଚାୟତ ଘୁଚିପାଲି ଗାଁର ଶଙ୍କର ଧରୁଆଙ୍କ ପରଲୋକ ରବିବାର ମଧ୍ୟାହ୍ନରେ ହୋଇଯାଇଛି । ସେ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ପରିଚିତ ଥିଲେ । ଶନିବାର ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ
Read More...

ସୋନଗଡ ନଦୀ ଭିତରୁ ଯୁବକର ଶବ ଉଦ୍ଧାର : ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ, ଅପମୃତ୍ୟୁ ମାମଲା ରୁଜୁ କଲା ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଦେଓଗାଁ ପଞ୍ଚାୟତ କଛାରପାଲି ଗାଁର ମଦନପାଲି ନିକଟସ୍ଥ ସୋନଗଡ଼ ନଦୀ ଭିତରୁ ରବିବାର ଦିନ ଜଣେ ଯୁବକର ମୃତ ଦେହକୁ ଦେଓଗାଁ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଦେଓଗାଁ ଗ୍ରାଜୁଏଟପଡ଼ାର ବୋଲି ଜଣାପଡିଛି । ସେ ମାନସିକ ରୋଗାକ୍ରାନ୍ତ ଯୋଗୁଁ
Read More...

ରାଜପଥ ଦୁର୍ଘଟଣାରେ ଅଗ୍ନିଶମ ବିଭାଗର କାର୍ୟ୍ୟକାରିତାକୁ ନେଇ ଅଞ୍ଚଳରେ ଉଚ୍ଚ ପ୍ରଶଂସା : ଆମ୍ବୁଲାନ୍ସ, ହାଇଡ୍ରୋଲିକ…

ଦେଓଗାଁ, (ମନୀଷ କୁମାର ସାହୁ): ଜାତୀୟ ରାଜପଥ କଡ଼ରେ ଥିବା ଦେଓଗାଁ ଅଗ୍ନିଶମ ବିଭାଗର କାର୍ୟ୍ୟକାରିତା ନେଇ ଅଞ୍ଚଳରେ ଆଲୋଚନା ହେଉଛି । ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ବଲାଙ୍ଗୀର ରାସ୍ତାର ସିନଖମନ ପର୍ୟ୍ୟନ୍ତ ଓ ଦେଓଗାଁ ସଇଁନ୍ତଲା ରାସ୍ତାର କନ୍ଧକେଳଗାଁ ମଧ୍ୟରେ ହେଉଥିବା
Read More...

ଦେଓଗାଁ ବ୍ଳକରେ ଯୋଗଦେଲେ ୨ ଜଣ ଏବିଇଓ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଶିକ୍ଷା ବିଭାଗ କାର୍ୟ୍ୟାଳୟରେ ଗୁରୁବାର ଦିନ ସୋନପୁର ଜିଳ୍ଲା ତରଭା ବ୍ଳକ କୁମ୍ଭାରମୁଣ୍ଡା ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିତ ମିଶ୍ର ଓ ଆଗଲପୁର ବ୍ଳକରୁ ଅଜିତ ସାହୁ ଦେଓଗାଁ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଯୋଗଦେଇଥିବା ଜଣାପଡ଼ିଛି
Read More...

ମହଲାଇରେ ଏଟିଏମ କାଉଣ୍ଟର ପ୍ରତିଷ୍ଠା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ପୂର୍ବାଞ୍ଚଳରେ ଥିବା ମହଲାଇ ଓ ଆଖପାଖ ଗାଁର ଲୋକମାନେ ଏଟିଏମ କାଉଣ୍ଟର ନ ଥିବାରୁ ବହୁ ହଇରାଣ ହରତ ହେଉଥିବା ଦେଖାଯାଇଛି । ଯଦିଓ ମହଲାଇ ବଲାଙ୍ଗିର ତୁଷୁରା ଓ ଦେଓଗାଁ ଭାୟା ଆଟଗାଁରେ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରୁଥିବାରୁ ଏହାର
Read More...

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଅନ୍ତର୍ଗତ ଉପରଝର ଗ୍ରାମ ପଞ୍ଚାୟତର ଫଟାମୁଣ୍ଡା ଗାଁର ଜୟ ଜଗନ୍ନାଥ ଫୁଟବଲ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ପାଞ୍ଚ ଦିନ ଧରି ଚାଲିଥିବା ବାରତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ଦିନ ଥିଲା । ଫାଇନାଲ୍ ମ୍ୟାଚ୍ ମାଙ୍କଡଚୁଆଁ VS
Read More...

କାମ ଦେଲାନି ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ତାଗିଦ୍ : ବୈଠକ ପରେ ଭୁଲି ଯାଉଛନ୍ତି ଅଧିକାରୀ

ଦେଓଗାଁ ସଦର ପଞ୍ଚାୟତକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ପାଇଁ ଆଉ କେତେ ଦିନ?ଦେଓଗାଁ, (ମନୀଷ କୁମାର ସାହୁ): ପଞ୍ଚାୟତ ସମିତି ବୈଠକରେ ବିଧାୟକ ଉପସ୍ଥିତି ଦେଓଗାଁ ବ୍ଲକ୍‌ବାସୀଙ୍କ ପାଇଁ ଶୁଭଙ୍କର । ଯେତେବେଳେ ସମିତି ବୈଠକରେ ବିଧାୟକ ଯୋଗଦେବା ନିଶ୍ଚିତ ହୋଇଥାଏ ସେତେବେଳଠାରୁ ବ୍ଲକ ଅଧିକାରୀ
Read More...