Browsing Tag

deogoan news

ଗାଁ ବିକାଶରେ ମଦ କୁଚିଆ ଭରସା : ସ୍ୱୀକୃତି ପ୍ରାପ୍ତ ମଦ ଭାଟିକୁ ନାଁ, କୁଚିଆ ମଦକୁ ହଁ

ଦେଓଗାଁ, (ମନୀଷ କୁମାର ସାହୁ) : ଗାଁ ପାଣ୍ଠିକୁ ମୋଟା ଚାନ୍ଦା ଦିଅ ନଚେତ ଗାଁ ଭିତରେ ଥିବା କୁଚିଆ ମଦ ଦୋକାନ ବନ୍ଦ କର । ଯଦି ନ କରିବ ମହିଳା ସ୍ୱୟଂ ସହାୟକ ଦଳ ଥାନା ଘେରାଉ କରିବେ । ଏପରି ପରଂପରା ଦେଓଗାଁ ବ୍ଲକର କିଛି ଗାଁରେ ଚାଳିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଧାୟକ ଓ ସାଂସଦ
Read More...

ଦେଓଗାଁ ବ୍ଳକର ବିଭିନ୍ନ ଅଞ୍ଚଳକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ପରିଦର୍ଶନ : ସାରସମାଳର ଏସଏଚଜିଙ୍କ କାମ ସହ ସିଲେଟକାନିରେ…

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୯ଟା ସମୟରେ ବଲାଙ୍ଗିର ଜିଳ୍ଲାପାଳ ଚଞ୍ଚଳ ରଣା ସାରସମାଲ ପଞ୍ଚାୟତର ଚୋରମରା ଓ କନକପୁର, ବଡ଼ବନ୍ଧ ପଞ୍ଚାୟତର ବଡ଼ବନ୍ଧ ଓ ସିଲେଟକାନୀ, ମୁକନ୍ଦପୁର ପଞ୍ଚାୟତର ଥାଲବନ୍ଧ ଓ ଭୀମଡୁଙ୍ଗରୀ ଏବଂ ବନ୍ଧପାଲି ଗାଁକୁ ଯାଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ
Read More...

ଜରାସିଂହା କଲ୍ୟାଣ ମଣ୍ଡପର ଶିଳାନ୍ୟାସ : ୫୦ ଲକ୍ଷ ଟଙ୍କା ବ୍ୟୟ ଆକଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୧୧ଟା ସମୟରେ ଦେଓଗାଁ ବ୍ଳକ ଜରାସିଂହାରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ପାଇଁ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଛନ୍ତି । ଅଧ୍ୟକ୍ଷାଙ୍କ କହିବା ଅନୁସାରେ ଏହି ମଣ୍ଡପ
Read More...

ଏନଏଚ ତଳକୁ ଖସିଲା ପିକଅପ : ଚାଳକ ଫେରାର

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ରାତିରେ ଏକ ମହିନ୍ଦ୍ରା ପିକଅପ୍ (ଡବ୍ଲୁବି ୩୧ ଏ ୩୭୫୦)ଗାଡ଼ି ଦେଓଗାଁ ପଟରୁ ବଲାଙ୍ଗୀର ଆଡ଼କୁ ଯାଉଥିବା ବେଳେ ସିନଖମନ ନିକଟରେ ଦୁର୍ଘଟଣା ଘଟିଛି । ଗାଡି ଚାଲକ ଜଣକ ଫେରାର ମାରିଥିବା ବେଳେ ଗାଡ଼ିଟି ବାଲେଶ୍ଵର ଯାଉଥିବା ସୂଚନା ମିଳିଛି ।
Read More...

ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ସମାପନ : ମନ୍ଦିର ପ୍ରତିଷ୍ଠା ୧୯ରେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁରେ ନିର୍ମାଣ ହୋଇଥିବା ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ ମଙ୍ଗଳବାର ଦିନ ଗାଁର ଉପରପଡ଼ାର ଭଙ୍ଗାମୁଡ଼ା ଠାରୁ କଳସ ଶୋଭାଯାତ୍ରାରେ ନେଇ ସ୍ଥାପନ କରି ସମାପନ ହୋଇଯାଇଛି । ବୁଧବାର ଦିନ କର୍ମାରମ୍ଭ,
Read More...

ଉପରଝର ଗାଁ ମୁହଁରେ ଗଦା ଗଦା ଅଳିଆ ଆବର୍ଜନା : ସଫେଇ କରିବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁ ମୁହଁରେ ରହିଛି ଗଦା ଗଦା ଅଳିଆ ଆବର୍ଜନା । ଆବର୍ଜନା କୁଣ୍ଡ ନଥିବାରୁ ଲୋକେ ବାଧ୍ୟ ହୋଇ ରାସ୍ତା କଡ଼ରେ ଆବର୍ଜନା ପକାଉଥିବା ଦେଖିବାକୁ ମିଳୁଛି । ଖୋଦ୍ ପଞ୍ଚାୟତ ନିକଟରେ ମଧ୍ୟ ଅଳିଆ ଆବର୍ଜ୍ଜନା ପରିପୂର୍ଣ୍ଣ ହୋଇ ପଡ଼ିରହିଛି
Read More...

ଅନଶନ ପରେ ଏଫଡିଆର କାମ ଆରମ୍ଭ : ଦିନକ ପରେ କାମ ପୁଣି ଠପ

.ସରକାରୀ ସହାୟତାକୁ ନେଇ ଚାଲିଛି ନାଟକବାଜୀ.ବ୍ଲକର ଉନ୍ନୟନ କାମରେ ବାଧା ଦେଉଛି କିଏ ?.କାମ ବନ୍ଦର କାରଣ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଦାବୀଦେଓଗାଁ, (ମନୀଷ କୁମାର ସାହୁ) : ବନ୍ୟା ଯୋଗୁଁ କ୍ଷତି ହୋଇଥିବା ରାସ୍ତା, ଅଙ୍ଗନୱାଡୀ କୋଠା ଓ କିଛି ସ୍କୁଲ କୋଠାକୁ ମରାମତି କରିବା ପାଇଁ
Read More...

ଦେଓଗାଁ ବ୍ଳକ ୪ଟି ପଞ୍ଚାୟତ ଆନୁକୂଲ୍ୟରେ ପୁଷ୍‌ ‌ପୁନି ଭେଟଘାଟ ଉତ୍ସବ ଉଦଯାପିତ : ଦୁଲଦୁଲି, କରମା, କରମସାନୀ ସହ ବହୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ସିଂହାମୁଣ୍ଡା, ରାମଚନ୍ଦ୍ରପୁର, ଦେଷଣ୍ଢ ଓ ଡୁମ୍ବେରପିଟା ୪ଟି ପଞ୍ଚାୟତର କଳାକାରମାନଙ୍କ ଉଦ୍ୟମରେ ଗୁରୁବାର ସକାଳ ପ୍ରାୟ ୧୦ଟାରୁ ଅପରାହ୍ନ ପର୍ୟ୍ୟନ୍ତ ପୁଷ୍‌ ପୁନି ଭେଟଘାଟ ସିଂହାମୁଣ୍ଡା ପଞ୍ଚାୟତର ଖଲିଆପାଲି ଗାଁରେ ଅନୁ‌ଷ୍ଠିତ
Read More...

ଉପରଝର ୫ମ ମହା ଶିବରାତ୍ରି ଓ ୧୬ ପ୍ରହରୀ ଜାଗରଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଇଁ ବୁଧବାର ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରି ଜାଗର ଯାତ୍ରାର ସଭାପତି ଅନନ୍ତ ବିଶ୍ଵାଳଙ୍କ ସଭାପତିତ୍ବ ଓ ସମ୍ପାଦକ ବିରଞ୍ଚି ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ମାଁ ପାଟଖଣ୍ଡା
Read More...

ତେଲନଦୀ ଖଣ୍ଡିରେ ବିଜେଡିର କର୍ମୀ ସମାବେଶ : ବ୍ଲକର ବିକାଶ କାମରେ ବାଧା ହେଉଥିବାରୁ ଆଗାମୀ ଦିନରେ ହେବ ବ୍ଲକ ଘେରାଉ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅର୍ଜୁନପୁର ବ୍ରାମଣିପଳା ସ୍ଥିତ ତେଲନଦୀ ଖଣ୍ଡିରେ ବୁଧବାର ଦିନ ୧୧ଟା ସମୟରେ ଏକ ବିଜେଡ଼ି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମାବେଶକୁ ଦେଓଗାଁ ବ୍ଳକ ବିଜେଡି ଯୁବ ସଭାପତି ଶୈଳେନ୍ଦ୍ର ସାହୁ ପରିଚାଳନା କରି ସଭାପତିତ୍ୱ
Read More...