Browsing Tag

deogaon news

କଟା ହେଲା ଏନ୍‌ଏଚ୍‌ କଡର ଶତାଧିକ ବର୍ଷ ପୁରୁଣା ୨ଟି ତାଳଗଛ : ଦୀର୍ଘ ଦିନ ପରେ ପୂରଣ ହେଲା ପଥିକ ଓ ଅଞ୍ଚଳବାସୀଙ୍କ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ସମ୍ମୁଖ ଓ ଜାତୀୟ ରାଜପଥ କଡ଼ରେ ଥିବା ଶତାଧିକ ବର୍ଷର ପୁରୁଣା ୨ଟି ତାଳଗଛକୁ ଶନିବାର ଦିନ ୧୦ଟା ସମୟରେ ଏନ୍‌ଏଚ୍‌ ଏସ୍‌ଡିଓ କୈଳାଶ ଚନ୍ଦ୍ର ଦାଶ, ଓଡ଼ିଶା ଫରେଷ୍ଟ ଡିଭିଜନ କରପୋରେସନ ଶ୍ରୀଯୁକ୍ତ ମିଶ୍ର, ସଇଁତଲା ରେଞ୍ଜ କନ୍ଧକେଳଗାଁ
Read More...

ଖବର କାଗଜ ବିତରକଙ୍କ ପିତୃ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଖବର କାଗଜ ବିତରକ ଆକାଶ ଶିକାଙ୍କ ପିତା କାର୍ତ୍ତିକ ଶିକା(୫୫)ଙ୍କ ଗତ ଶୁକ୍ରାବାର ରାତି ୧୨ଟା ସମୟରେ କୁତୁର୍ଲା ପଞ୍ଚାୟତ ସାରସବାହାଲ ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । କିଛି ଦିନ ହେଲା ଶ୍ରୀ ଶିକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ମାହାର ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ମାହାର ସମାଜ ପରିଚାଳନା କମିଟି ଓ ବଡ଼ବନ୍ଧ ମାହାର ସମାଜର ମିଳିତ ଆନୁକୂଲ୍ୟରେ ଗତକାଲି ନୂଆଁଖାଇ ଭେଟ୍‌ଘାଟ୍‌ ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତର ଖୋଦ ବଡ଼ବନ୍ଧ ଗାଁର ମହାରପଡ଼ାରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

କନ୍ଧପାଲିରେ ସୀତାଚୋରୀ ନାଟକ ପରିବେଷଣ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ରାତିରେ ଦେଓଗାଁ କଛାରପାଲି ଅନ୍ତର୍ଗତ କନ୍ଧପାଲିରେ ନାଗବାଚା ଅବସରରେ ସାହୁପଡ଼ାର ରାମଲୀଳା କମିଟି ପକ୍ଷରୁ ସୀତାଚୋରି ନାଟକ ପରବେଷଣ ହୋଇଯାଇଛି ।
Read More...

ସିକୁଆଁ ୟୁପି ସ୍କୁଲ ବାଲା ସ୍କୁଲ ଭାବେ ଉଦ୍‌ଘାଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ବାଲା ସ୍କୁଲ ଭାବେ ଉଦ୍‌ଘାଟନ କରାଯାଇଛି । ଏହି ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ପିରାମଲ୍ ଫାଉଣ୍ଡେସନ୍‌ର ସଂଯୋଜିକା, ସିକୁଆଁ
Read More...

ଦେଓଗାଁରେ ଗଜଲକ୍ଷ୍ମୀ ପୂଜା ପାଇଁ ପସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ସ୍ଥିତ ସାହୁପଡ଼ାରେ ଥିବା ପ୍ରଗତି ଯୁବକ ସଂଘ କାର୍ଯ୍ୟାଳୟରେ ୯ମ ବର୍ଷର ଗଜଲକ୍ଷ୍ମୀ ପୂଜା ପାଇଁ ଏକ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ସତ୍ୟବାହାନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପୂଜା
Read More...

ଦେଓଗାଁ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁରେ ସୋମବାର ଦିନ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁଦାମ ଚରଣ ଭୋଇ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ
Read More...

କୁଡ଼ାସିଂହା କଲେଜରେ ଗୁରୁଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ନରେଶ ଚନ୍ଦ୍ର ମିଶ୍ର, ରେବତ ଜାଲ, ବଳଭଦ୍ର ବଣ୍ଡା, ଗଙ୍ଗାଧର ସାହୁ, ବିଜୟ ମିଶ୍ର ଓ ଚିନ୍ମୟୀରାଣୀ ମିଶ୍ର ଯୋଗ ଦେଇଥିଲେ
Read More...

ଗୁରୁ ଦିବସ ଅବସରରେ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୁରୁ ପୂଜନୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ଗୁରୁଦିବସ ଉପଲକ୍ଷେ ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗୁରୁ ପୂଜନୋତ୍ସବ ପାଳିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅଧ୍ୟକ୍ଷ ବସନ୍ତ ମନହିରା ନିଜ
Read More...

ଗୌଡ଼ଗୋଠରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପୁରୁଣା ହାଟପଦାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ଅଶୋକ ରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗୌଡଗୋଠ ପଞ୍ଚାୟତ ଅର୍ନ୍ତଗତ ରତାଖଣ୍ଡି ଗାଁର ବିକାଶ ସାହୁ, ସମ୍ମାନୀତ ଅତିଥି
Read More...