Browsing Tag

cuttack news

ବୟାଳିଶମୌଜାରେ ମନୁଷ୍ୟ ଗୌରବ ଦିବସ ପାଳିତ

କଟକ : କଟକ ସଦର ବୟାଳିଶମୌଜାରେ ସମାଜ ସଂସ୍କାରକ ପାଣ୍ଡୁରଙ୍ଗ ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ଦିବସ ଉପଲକ୍ଷେ ଅକ୍ଟୋବର ୧୯କୁ ମନୁଷ୍ୟ ଗୌରବ ଦିବସ ଭାବେ ପାଳନ କରାଯାଇଛି । ସ୍ୱାଧ୍ୟାୟ ପରିବାର ପକ୍ଷରୁ ବୟାଳିଶମୌଜାର ବିଭିନ୍ନ ଗ୍ରାମ, ଶ୍ରୀରାମ ସିଦ୍ଧେଶ୍ୱର ପୀଠ ଓ ଦଧିବାମନପୁର ମା'ଭୁଆସୁଣୀ
Read More...

ଚିଫ୍‌ ରିପୋଟର ଅରିନ୍ଦମ ଦାସଙ୍କର ଆତ୍ମାର ସଦଗତି କାମନା କରି ଶାନ୍ତି ପ୍ରାର୍ଥନା

କଟକ : ଚିଫ୍‌ ରିପୋଟର ଅରିନ୍ଦମ ଦାସଙ୍କର ଆତ୍ମାର ସଦଗତି କାମନା କରି ରୁମାନ ଟେକ୍ନୋଲୋଜି ପ୍ରା.ଲି . ସି.ଡି.ଏ, କଟକ, ଡିଡିୟୁ-ଜିକେୱାଇର ଛାତ୍ର-ଛାତ୍ରୀ ଓ କର୍ମକର୍ତ୍ତା ବୃନ୍ଦଙ୍କ ଦ୍ୱାରା ମହମବତୀ ଅର୍ପଣ ସହିତ ଶାନ୍ତି ପ୍ରାର୍ଥନା କରାଯାଇଛି ।
Read More...

ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କଟକ : ମୁଣ୍ଡଳୀ ଠାରେ ଗତକାଲି ଦନ୍ତା ହାତୀ ଉଦ୍ଧାରରେ ନିୟୋଜିତ ହୋଇଥିବା ବୋଟ ଓଲଟିପଡିବାରୁ ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତକ ଓଡ୍ରାଫ କର୍ମଚାରୀ ହେଲେ ସୀତାରାମ ମୁର୍ମୁ । ଏନେଇ ଏସ୍‌ଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Read More...

ଅରିଲୋରେ କରୋନା ଟୀକାଦାନ କାର୍ଯ୍ୟକ୍ରମ ବନ୍ଦ ହୀନ ଚକ୍ରାନ୍ତ ନେଇ ସାଧାରଣରେ ଅସନ୍ତୋଷ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର କିଶନନଗର ଥାନା ଅରିଲୋ ପଞ୍ଚାୟତର ଅରିଲୋ ସ୍କୁଲରେ ସ୍ଥାନୀୟ ଦିବ୍ୟାଙ୍ଗ, ବୃଦ୍ଧ ତଥା ମହିଳା ଓ ଜନସାଧାରଣଙ୍କୁ ସୁବିଧାରେ ଭାକ୍ସିନ୍ ଦେବାପାଇଁ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ କାର୍ଯ୍ୟକର୍ତା ମାନେ ସିଡିଏମୋ,
Read More...

ଯଶୋବନ୍ତଙ୍କ ପ୍ରୟାସରେ ଥଇଥାନ ହେଲେ ଅନାଥ ପୂଜାରାଣୀ

କଟକ : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗ୍ରାମର ସ୍ୱର୍ଗତ ଗୋଲକ ପ୍ରତିହାରିଙ୍କ ସ୍ତ୍ରୀ ଶାନ୍ତିଲତା ପ୍ରତିହାରିଙ୍କ ଅକାଳରେ ପରଲୋକ ଘଟିବା ପରେ ତାଙ୍କର ଦୁଇ କଅଁଳ ଛୁଆ ୧୦ବର୍ଷର ଝିଅ ପୂଜାରାଣୀ ଓ ୨୨ ବର୍ଷର ପୁଅ ଭାଗିରଥି ଅନାଥ ହୋଇଗଲେ । ସୂଚନାରୁ ପ୍ରକାଶ ଯେ, ବାଲିଝରି
Read More...

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଚତୁର୍ଦ୍ଦଶ ସଂଖ୍ୟା ଲୋକାର୍ପିତ

କଟକ, (ଚକ୍ରବର୍ତ୍ତୀ ଓତା) : କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା "ଶ୍ୟାମଳ ସୁବର୍ଣ୍ଣ"ର ଚତୁର୍ଦ୍ଦଶ ସଂଖ୍ୟା ଅନଲାଇନରେ ଇ-ମ୍ୟାଗାଜିନ ଭାବେ ପ୍ରକାଶିତ ହୋଇ ସାରା ଓଡ଼ିଶାରେ ଖୁବ୍‌ ପାଠକୀୟ ସ୍ୱୀକୃତି ଲାଭ କରିଛି । ୨୦୧୮ ମସିହାରୁ ପ୍ରକାଶିତ ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ
Read More...

ସମାଜସେବୀଙ୍କ ଉଦ୍ୟମ କ୍ରମେ କରୋନାରେ ମୃତ ବ୍ୟକ୍ତିଙ୍କ ଅସହାୟ ପରିବାରକୁ ମିଳିଲା ସହାୟତା

କଟକ : କଟକ ରାଜେନ୍ଦ୍ର ନଗର ବାସିନ୍ଦା ଅଶୋକ ମିଶ୍ର ଗତବର୍ଷ ଅକ୍ଟୋବର ମାସ ୧୪ ତାରିଖ ଦିନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଅଶୋକ ଥିଲେ ଏହି ପରିବାର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତି । ଅଶୋକଙ୍କ ପରିବାର କହିଲେ ବାପା, ମା', ସ୍ତ୍ରୀ ଓ ୨ଝିଅ ରୀତିକା ଓ ଅଦିତି ସବୁଠାରୁ ଦୁଃଖର
Read More...

ସାରସ୍ୱତ ସାଧକ ପ୍ରେମାନନ୍ଦ ବେହେରାଙ୍କ ବିୟୋଗରେ ଶୋକ

କଟକ : କଟକ ସଦର ବୟାଳିଶମୌଜା ବରାଳ ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ମଂଚ କଳାକାର ପ୍ରେମାନନ୍ଦ ବେହେରା(୬୨)ଙ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାସଭବନରେ ପରଲୋକ ଘଟିଛି । ଦକ୍ଷ ସଂଗଠକ, ସୁଲେଖକ ସ୍ୱର୍ଗତ ବେହେରାଙ୍କ ବିୟୋଗରେ ବିଭିନ୍ନ ସଂଗଠନ ବରାଳ ମା'ନାରାୟଣୀ କାଳୀପୂଜା
Read More...

ସମାଜସେବୀଙ୍କ ଟ୍ୱିଟ ପରେ ପ୍ରହଲ୍ଲାଦଙ୍କ ପାଖକୁ ପହଁଚିଲେ ମେଡିକାଲ ଟିମ

କଟକ : ମାହାଙ୍ଗା ବ୍ଲକ ଉମର ପଞ୍ଚାୟତ ଉମର ଗାଁର ବେହେରାସାହିର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଝିଅ ନ ପଚାରିବାରୁ ଗାଁ ନିକଟର ବାଲିଆଚକା ବଜାରରେ ଥିବା ଏକ ଚାଲ ଛପର ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ । ଗାଁ ଲୋକେ ଯେତେବେଳେ ଯାହା ଦେଉଥିଲେ ତାହାକୁ ଖାଉଥିଲେ ନଚେତ ଉପାସରେ ରହୁଥିଲେ । ତେବେ
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ଓଭରବ୍ରିଜ ନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଚିଠି

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ରେଳବାଇ ଫାଟକ ପରିବର୍ତ୍ତେ ଓଭରବ୍ରିଜ ଯାହାକି କଟକ ନୂଆଗାଁ ଜାତୀୟ ରାଜପଥ ସଂଖ୍ୟା ୫୫ ନିର୍ମାଣ କାର୍ଯ୍ୟ ବହୁତ ଦିନ ହେବ ହୋଇନପାରି ପଡି ରହିଛି ଦୈନନ୍ଦିନ ମାଲବାହୀ ଓ ଯାତ୍ରୀବାହୀ ରେଳ ପାରାଦ୍ୱୀପ ଠାରୁ କଟକ ଅଭିମୁଖେ
Read More...