ଚଳିତ ସପ୍ତାହର ଶେଷ ସୁଦ୍ଧା ପ୍ରକାଶ ପାଇବ ଓସିଏସ୍ ପରୀକ୍ଷା ଫଳ
କଟକ : ଚଳିତ ସପ୍ତାହର ଶେଷ ସୁଦ୍ଧା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ସମ୍ପର୍କରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଟ୍ୱିଟର୍ରେ ସୂଚନା ଦେଇଛନ୍ତି । ଓଡ଼ିଶା ସିଭିଲ୍ ସର୍ଭିସେସ୍ ୨୦୨୦ ନିମନ୍ତେ ସାକ୍ଷାତକାର ପରୀକ୍ଷା!-->…
Read More...
Read More...