Browsing Tag

cuttack news

ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟରେ ପୂର୍ବତନ ବିଚାରପତି ତଥା ଉତ୍ତରାଖଣ୍ଡ ହାଇକୋର୍ଟର ବର୍ତ୍ତମାନର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଶୁକ୍ରବାର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
Read More...

ଚକ୍‌ଖଡ଼ିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୂର୍ଯ୍ୟ

କଟକ : ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ତେଣୁ ଏହି ଦିନକୁ ବ୍ଲାକ୍‌ ଡେ' ଭାବେ ପାଳନ କରାଯାଉଛି । ସେଥିରେ ଯେଉଁ ଭାରତୀୟ ଯବାନ ସହିଦ ହୋଇଥିଲେ ସେହି ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୫୫ ନଂ. ୱାର୍ଡ ବିଦ୍ୟାଧରପୁର ଅନ୍ତର୍ଗତ ଗୌତମନଗରର ସୂର୍ଯ୍ୟ ନାରାୟଣ
Read More...

ରେଡିଓ ଶ୍ରୋତା ସମ୍ମିଳନୀ

କଟକ : ଆକାଣବାଣୀ ଶ୍ରୋତା ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ରେଡିଓ ଶ୍ରୋତା ସମ୍ମିଳନୀ ଶତାବ୍ଦୀଭବନଠାରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ହୃଷିକେଶ ପାଣି, ସମ୍ମାନିତ ଅତିଥି ଯୁଗଲ କିଶୋର ପଣ୍ଡା, ତପନ ଦତ୍ତ, କିଶୋର ମହାନ୍ତି, ପ୍ରସନ୍ନ
Read More...

କଟକ ପାନ୍ଥ ନିବାସରେ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ପରିଚିତ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟ ଇତି ମଧ୍ୟରେ ତାର ୧୨ବର୍ଷର ଯାତ୍ରା ସଫଳତାର ସହ ପୂଣ୍ଣ କରିଛି । ଅନାଥ ଆଶ୍ରମ, ବୃଦ୍ଧାଶ୍ରମମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ବଦାନ୍ୟ ବନ୍ଧୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ
Read More...

ମହାଶିବ ରାତ୍ରି ଉପଲକ୍ଷେ କୁମ୍ଭାରସାହିରେ ତିଆରି ହେଉଛି ୧୨ କ୍ୱିଣ୍ଟାଲ୍‌ ଘିଅ ରହୁଥିବା ଦୀପ

କଟକ : ଆସନ୍ତା ଫେବୃଆରୀ ୧୮ ତାରିଖରେ ମହାଶିବ ରାତ୍ରି । ବିଭିନ୍ନ ଶିବ ମନ୍ଦିର ଦୀପ ଜାଳି ଜାଗର ପାଳିବେ ଶ୍ରଦ୍ଧାଳୁ । ଜାଗର ପାଇଁ ବିଡ଼ାନାସୀ କୁମ୍ଭାରସାହିର କାରିଗର ସୁରେନ୍ଦ୍ର ବେହେରା ସ୍ୱତନ୍ତ୍ର ଭାବେ ତିଆରି କରୁଛନ୍ତି ୧୨ କ୍ୱିଣ୍ଟାଲ ଘିଅ ରହିପାରୁଥିବା ଏକ ଦୀପ । ଯାହାକୁ ଦେଖିବା
Read More...

ଆସନ୍ତା ୨୦ରୁ ନବମ ଏସ୍‌ଏ-୨ ପରୀକ୍ଷା, ସୂଚନା ୱେବ୍‌ସାଇଟ୍‌ରେ ଉପଲବ୍ଧ କଲା ବୋର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ(ଏସ୍‌ଏ)-୨ ପରୀକ୍ଷା ଆସନ୍ତା ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏସ୍‌ଏ-୧ ପରୀକ୍ଷା ପରି ଏସ୍‌ଏ-୨ ପରୀକ୍ଷା ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ଦେବେ । ପରୀକ୍ଷା ପରିଚାଳନା,
Read More...

ଫେବୃଆରୀ ୨୭ରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ (ଷ୍ଟେଜ୍‌) ୧ ଓ ୨ ପରୀକ୍ଷା ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ପାଇଁ ଆବେଦନ କରିଥିବା
Read More...

ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ

କଟକ : ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍‌ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ୟ୍ୟ ଆରମ୍ଭ କରିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦ୍‌ଘାଟନ
Read More...

ଆଜିଠୁ ମାଟ୍ରିକ୍‌ ଏସ୍‌ଏ-୨ ଫର୍ମ ପୂରଣ

କଟକ : ଶୁକ୍ରବାରଠୁ ଆରମ୍ଭ ହେବ ମାଟ୍ରିକ୍‌ ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷା ଲାଗି ଫର୍ମ ପୂରଣ । ମାଟ୍ରିକ୍‌ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନଙ୍କ ଫର୍ମ ପୂରଣ ଲାଗି ଫେବ୍ରୁଆରୀ ୩ରୁ ଆସନ୍ତା ୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି । ଫର୍ମ ପୂରଣ ଲାଗି
Read More...

ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ହାଇକୋର୍ଟ ନିକଟ ଏସ୍‌ବିଆଇ ପଛପଟେ ଥିବା ଅବକାରୀ କାର୍ଯ୍ୟାଳୟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କାର୍ଯ୍ୟାଳୟରେ ଫସି ରହିଥିବା ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ନିଆଁ ଲାଗିବାର କାରଣ
Read More...