Browsing Tag

chhatrapur news

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ୧ ନମ୍ବର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଗୁୁରୁଦିବସ-୨୦୨୧ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ବିଘ୍ନେଶ୍ୱର ରଥ ଯୋଗ ଦେଇ ଗୁରୁ ଓ ଶିଷ୍ୟର
Read More...

ପବିତ୍ର ଗୁରୁଦିବସରେ କ୍ୟୁୟର୍ସ ସୌଜନ୍ୟରେ ବୃକ୍ଷ ରୋପଣ

ଛତ୍ରପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପବିତ୍ର ଗୁରଦିବସ ଅବସରରେ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ କ୍ୟୁୟର୍ସ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଅରୁଣ ଶତପଥୀଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ୟାଙ୍କ୍ କଲୋନୀ ତାମ୍ପରା ହ୍ରଦ ହୁଡ଼ା ଉପରେ ଓ କେନାଳ
Read More...

ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟ ପକ୍ଷରୁ ପବିତ୍ର ଗୁରୁ ଦିବସ-୨୦୨୧ ପାଳିତ ହୋଇଯାଇଛି । ଗୁରୁ ପୂଜନ, ମାର୍ଗଦର୍ଶନ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ସ୍ମୃତିଚାରଣସଭା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ଆଧୂନିକ
Read More...

ଟ୍ରକ ଧକ୍କାରେ ଶିଶୁ ସମେତ ତିନି ଆହାତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାଲିଆ ଛତ୍ରପୁର ଛକ ନିକଟସ୍ଥ ଜାତୀୟ ରାଜପଥରେ ଏକ ଟ୍ରକ ସ୍କୁଟିକୁ ଧକ୍କା ଦେବା ଫଳରେ ଶିଶୁ ସମେତ ତିନିଜଣ ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ବଡ ଆର୍ଯ୍ୟପଲ୍ଲୀ ଗ୍ରାମର କେ. ଦିବ୍ୟା (୩୦), ପି. ଧରଣୀ (୨୮), ୧ ବର୍ଷର ଶିଶୁ ତାନବିକ୍‌ ବୋଲି
Read More...

ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରେଡ୍‌କ୍ରସ ଶାଖା ସୌଜନ୍ୟରେ ଛତ୍ରପୁର ସ୍ଥିତ ପଣ୍ଡିତନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ କରୋନା ସଚେତନତା ସଭା ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନାରୁ ରକ୍ଷା ପାଇବାକୁ ହେଲେ ମାସ୍କ
Read More...

ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଶନିବାର ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ପ୍ରତାପପୁର ସ୍ଥିତ ଆର.ଟି. ବିଦ୍ୟାପୀଠରେ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ
Read More...

ପାନୀୟଜଳ ଟ୍ୟାଙ୍କରେ ନର୍ଦ୍ଧମାଜଳ ପ୍ରବାହିତ ହେଉଥିବା ଅଭିଯୋଗ ଆଣିଲେ ଶାନ୍ତିନଗରବାସୀ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଶାନ୍ତିନଗର ଅଞ୍ଚଳରେ ଏକ ପାଣିଟାଙ୍କି ରହିଛି । ସାହେବଜେନାପଲ୍ଲୀ ଗ୍ରାମକୁ ଯାଇଥିବା ରାସ୍ତାପାର୍ଶ୍ଵରେ ଏକ ଭୂମିସଂଲଗ୍ନ ଏହି ପାଣିଟାଙ୍କି ବହୁ ବର୍ଷହେଲା ନିର୍ମାଣ ହୋଇଛି
Read More...

ଛତ୍ରପୁର ଏନ୍‌ଏସି ମ୍ୟୁନିସିପାଲିଟିରେ ପରିଣତ ହେବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅବା ଏନ୍‌ଏସିକୁ ମ୍ୟୁନିସିପାଲିଟିରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଦସ୍ତାବିଜ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ଠିକ୍‌ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଠିକ ନିର୍ଣ୍ଣୟ ନିଆଯିବ
Read More...

ଛତ୍ରପୁରଠାରେ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ କ୍ରୀଡା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମଠାରେ ଆଞ୍ଚଳିକ ହକି ସଂଘ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟୋକିଓ ଅଲମ୍ପିକ୍‌ରେ ଅଂଶ ଗ୍ରହଣ କରି ବ୍ରୋଞ୍ଜ୍ ପଦକ ହାସଲ
Read More...

ଟ୍ରେନରୁ ପଡ଼ି ଜଣେ ଯୁବକ ଗୁରୁତର ଆହାତ

ଛତ୍ରପୁର ରେଳଷ୍ଟେସନ ରେ ଘଟିଛି ଏହି ଅଘଟଣ ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳଷ୍ଟେସନ ନିକଟରେ ଗତକାଲି(ରବିବାର) ଏକ ଅଘଟଣ ଘଟିଛି, ଖବର ନେବାରୁ ଜଣାଯାଇଛି, ଯେ, ଜଣେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ସେ ଟ୍ରେନ ଲାଇନ୍ କଡେ ପଡି ଗୁରୁତର
Read More...