Browsing Tag

chhatrapur news

ଖୁବଶୀଘ୍ର ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିବାକୁ ନାଗରିକ କମିଟିର ଦାବୀ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଅଣ୍ଟା ଭଡିଲା ନାଗରିକ କମିଟି । ଏନେଇ ଶନିବାର ସ୍ଥାନୀୟ ପିଏନ୍‌ୟୁଏ କଲେଜ ପରିସରରେ ଅନୁଷ୍ଠିତ ଏକ ଆଲୋଚନା ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଆଲୋଚନା କରାଯାଇଥିବା ସହରର ବିଭିନ୍ନ ସମସ୍ୟାର
Read More...

ୟୁଜର୍ସ ଫି ବୃଦ୍ଧି ପ୍ରତିବାଦରେ ପ୍ରଶାସନକୁ ଦାବୀପତ୍ର : ପିଡି ଓ ଇଓଙ୍କୁ ଭେଟିଲେ ଛତ୍ରପୁର ବ୍ୟବସାୟୀ ମହାସଂଘର…

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଲକ୍‌ଡାଉନ ଓ ସଟ୍‌ଡାଉନ ଯୋଗୁଁ ସମସ୍ତ ପ୍ରକାର ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । ଆଉ ଏହାର ସିଧାସଳଖ ପ୍ରଭାବ ପଡିଥିଲା ଛୋଟ ବଡ ବ୍ୟବସାୟୀ ମାନଙ୍କ ଉପରେ । ଏହାର ଦୁଃଖ
Read More...

ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୭ତମ ଜୟନ୍ତୀ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଣ୍ଡିତ ନୀଲକଣ୍ଠ ଦାଶଙ୍କ ୧୩୭ ତମ ଜୟନ୍ତୀ ସମାରୋହ ଛତ୍ରପୁରର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୋଭିଡ୍–୧୯ ନିୟମ ପାଳନ କରିବା ପୂର୍ବକ ସାମାଜିକ ଦୂରତାକୁ ବଜାୟ ରଖି ନିରାଡ଼ମ୍ବରରେ
Read More...

ଛତ୍ରପୁରର ଦୁଇ ବରେଣ୍ୟ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମାଟିରେ ଲୀଳା ଖେଳସାରି ସମସ୍ତଙ୍କ ଗହଣରେ ଛାଡି ଚାଲିଯାଇଥିବା ଦୁଇ ସ୍ୱର୍ଗତ ଆତ୍ମାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଖଣ୍ଡଦେଉଳି କଲେଜ ଅଧ୍ୟକ୍ଷ ଡ଼ଃ. ଦୁର୍ଯ୍ୟୋଧନ ସେଠୀ ଏବଂ ଗଞ୍ଜାମ ଜିଲ୍ଲା ଖାଉଟୀ ସୁରକ୍ଷା ଅଦାଲତର
Read More...

ସଂସ୍କୃତି ଭବନରେ ଗ୍ରନ୍ଥାଗାରିକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ ଅଧିନସ୍ଥ ଜିଲ୍ଲା ପାଠାଗାରରେ ଅବସ୍ଥାପିତ ଗ୍ରନ୍ଥାଗାରିକ ଅମୀୟ କୁମାର ଧଳ ଓ ଉପେନ୍ଦ୍ର ଭଞ୍ଜ ପାଠାଗାରର ପରିଚାଳକ ରବୀନ୍ଦ୍ର ମହାରଣାଙ୍କ ପଦୋନ୍ନତି ହୋଇଥିବା ସାଂଗକୁ ଏ ନେଇ ଇତି ମଧ୍ୟରେ ଉଭୟଙ୍କ ବଦଳି ମଧ୍ୟ
Read More...

ଛତ୍ରପୁର ସହରର ବିବିଧ ବିକାଶ ଓ ପ୍ରଗତି ନେଇ ବୈଠକ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବିବିଧ ବିକାଶ ଓ ପ୍ରଗତି ନେଇ ଛତ୍ରପୁର ନାଗରିକ କମିଟୀର ଆଗତ କ୍ରମେ ଏକ ବୈଠକ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ସହରର ବରିଷ୍ଠ
Read More...

ରୋଟାରୀ କ୍ଲବର ସ୍ଥାପନା ଓ ଚାର୍ଟର ଦିବସ ସମାରୋହ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ସ୍ଥାପନା ଓ ଚାର୍ଟର ଦିବସ ସମାରୋହ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୯୮୬ ମସିହାରେ ଛତ୍ରପୁର ରୋଟାରୀ କ୍ଲବର ସ୍ଥାପନା ସଦସ୍ୟ
Read More...

ଛତ୍ରପୁରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ ପରିବାରର ସ୍ମୃତି ସମ୍ମାନ ରକ୍ଷା ହୋଇ ଆସିଥିବା ଛତ୍ରପୁରର ତାଡେପଲ୍ଲୀ ସାହିସ୍ଥ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପାରମ୍ପରୀକ ସୁନାବେଶ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି । ଭକ୍ତଜନ ଦର୍ଶନକରି ବିଭୂକୃପା ଲାଭ କରିଛନ୍ତି । ଗତକାଲି
Read More...

ଛତ୍ରପୁର ବ୍ଲକ୍‌ର ବିଭିନ୍ନ ନୂତନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମପଞ୍ଚାୟତର ପ୍ରାୟ ୧୭ ଗୋଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର
Read More...

ଛତ୍ରପୁର ବ୍ଲକ ଜିପିଇଓଙ୍କ ପରଲୋକ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର କାର୍ଯ୍ୟରତ ଜିପିଇଓ ସହଦେବ ମହାରଣାଙ୍କ ପରଲୋକ ହୋଇଥିବା ଜଣାପଡିଛି । ସେ ଗତ କିଛି ଦିନ ତଳେ କରୋନାରୁ ସୁସ୍ଥ ହୋଇ କାର୍ଯ୍ୟ କରୁଥିବା ବେଳେ ଆଜି ଖଜୁରିଆ ଗ୍ରାମସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା
Read More...