Browsing Tag

burla news

ଏକ ଟଙ୍କିଆ କ୍ଲିନିକରେ ବିଶ୍ୱଖବର ୟୁଟୁବ ଚ୍ୟାନେଲ ଉଦ୍‌ଘାଟିତ

ବୁର୍ଲା, (ନିରୋଜ କୁମାର ପାଣୀ) : ଦେଶ ବିଦେଶରେ ପ୍ରଶଂସା ପାଇଥିବା ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ଏକ ଟଙ୍କିଆ କ୍ଲିନିକରେ ମଙ୍ଗଳବାର ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ 'ବିଶ୍ୱଖବର' ନାମରେ ଏକ ୟୁଟୁବ
Read More...

ଆସିଲା ମୃତ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ

ବୁର୍ଲା : ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁର କାରଣ ଖୋଜା ସରୁନି । ତେବେ ମୃତ ଚିନ୍ମୟୀଙ୍କ ଭିସେରା ରିପୋର୍ଟ ଆସିଛି । ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ ପି ବି. ଗଙ୍ଗାଧର । ସେ
Read More...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ମାମଲା : ସରିଲା ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌

ଭୁବନେଶ୍ୱର/ବୁର୍ଲା/ବଲାଙ୍ଗିର : ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତକୁ ଜୋରଦାର କରିଛି । ଘଟଣାର ୬ ଦିନ ପରେ ବି ରହସ୍ୟ ଉନ୍ମୋଚନ ହୋଇପାରିନି । ପୁଲିସ ସବୁଆଡ଼ୁ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଏକାଧିକ ଟିମ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ
Read More...

ରେମେଡ ଛକ ନିକଟରେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍

ବୁର୍ଲା : ସମ୍ବଲପୁର ରେମେଡ ଛକ ନିକଟରେ ଟ୍ରକ ଚାପାରେ ମହିଳାଙ୍କ ମୃତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରହୁଥିବା ଅଏଁଳା କର(୫୦) । ଅଏଁଳା ଅବିବାହିତ ଥିବା ବେଳେ ସେ ତାଙ୍କ ସମ୍ପର୍କୀୟମାନଙ୍କ ସହିତ ରହୁଥିଲେ । ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ।
Read More...

ଜାଗୃତି ମହିଳା ମଣ୍ଡଳ ପକ୍ଷରୁ “ଜାଗୃତି” ପତ୍ରିକା ପ୍ରକାଶିତ

ବୁର୍ଲା : ଏମ୍‌ସିଏଲ୍‌ ସହିତ ତାଳରେ ତାଳ ମିଶାଇ ଜାଗୃତି ମହିଳା ମଣ୍ଡଳ କ୍ରମାଗତ ଭାବରେ "ବସୁଧୈବ କୁଟୁମ୍ବକମ୍"ର ପ୍ରେରଣା ସହିତ ନିଜ ନାମରେ ସମାଜରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । "ଜାଗୃତି" ପତ୍ରିକାର ପ୍ରକାଶନ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ । ଏହି ପତ୍ରିକା ଜାଗୃତି
Read More...

ବୁର୍ଲା ଠାରେ ଯୁବକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ, ଘଟଣାସ୍ଥଳରେ ପହଂଚି ତଦନ୍ତ କଲେ ଏସ୍‌ଡିପିଓ ଓ ସାଇଣ୍ଟିଫିକ୍‌…

ବୁର୍ଲା, (କେପିଏନ୍‌ଏସ୍‌) : ବୁର୍ଲା ଠାରେ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି ଏସ୍‌ଡିପିଓ ଓ ସାଇଣ୍ଟିଫିକ୍‌ ଟିମ୍‌ । ତେବେ ଏହି ଘଟଣାଟି ପୂର୍ବ ଶତୃତାକୁ ନେଇ ଘଟିଥିବା ଜଣାପଡିଛି ।
Read More...

ବୁର୍ଲା ପେଟ୍ରୋଲ ପମ୍ପ ଛକରେ ଯୁବକଙ୍କୁ ହତ୍ୟା ପରେ ଫିଙ୍ଗି ଦେବା ଘଟଣା, ମୁଖ୍ୟ ଅଭିଯୁକ୍ତ ସହ ୩ ଅଟକ

ବୁର୍ଲା, (କେପିଏନ୍‌ଏସ୍‌) : ବୁର୍ଲା ପେଟ୍ରୋଲ ପମ୍ପ ଛକରେ ଜଣେ ଯୁବକଙ୍କୁ ହତ୍ୟା ପରେ ଫିଙ୍ଗି ଦେବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଅଟକ ରଖି ଘଟଣା ସଂପର୍କରେ ଅଧିକ ପଚରା ଉଚୁରା ଜାରି ରଖିଥିବା ନେଇ ବୁର୍ଲା ଥାନାଧିକାରୀ ସୂଚନା ଦେଇଛନ୍ତି ।
Read More...

ଭୀମସାରରେ ସ୍ନାତକୋତ୍ତର ଛାତ୍ରଙ୍କ ଗବେଷଣା କାର୍ଯ୍ୟକ୍ରମ

ବୁର୍ଲା : ବୁର୍ଲା ଭୀମସାରରେ ସ୍ନାତକୋତ୍ତର ଛାତ୍ରମାନଙ୍କ ପାଇଁ ଗବେଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଯାଇଛି । କାର୍ଯ୍ୟକ୍ରମକୁ ଗତ ୧୨ ତାରିଖରେ ଭୀମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ଏବଂ ଭୀମସାର ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ଦୋରା ଉଦ୍‌ଘାଟିତ କରିଥିଲେ ।
Read More...

ଦୁର୍ଘଟଣାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବୁର୍ଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜର ଛାତ୍ର ତଥା ସୁବର୍ଣ୍ଣପୁର ଜିଲ୍ଲା ତରଭା ନିକଟ ଚାରଭଟାର ସୁବଳ ସିଂହ କୁଅଁରଙ୍କ ପୁଅ ରୁଦ୍ରପ୍ରତାପ ସିଂହ କୁଅଁରଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରବିବାର ବଲାଙ୍ଗିର ସହର ନିକଟରେ ଏକ ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ
Read More...

ବୁର୍ଲା ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ବୁର୍ଲା : ବୁର୍ଲା ଜଙ୍ଗଲରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳୁ କିଛି ଲୋକେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା
Read More...