Browsing Tag

bramhapur news

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ଏଡ଼୍‌ସ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯୁବ ରେଡ଼କ୍ରସ, ରେଡ ରିବନ କ୍ଲବ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ତଥା ଅନ୍ତର୍ଜାତୀୟ ଅନୁଷ୍ଠାନ, ଅରୁଣା, ବ୍ରହ୍ମପୁର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରରେ, ଅନ୍ତଃ ମହାବିଦ୍ୟାଳୟ ବିଶ୍ୱ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି ।
Read More...

ସୋସାଇଟି ଫର୍‌ ନେଚର ଏଜୁକେସନ ଆଣ୍ଡ ହେଲଥ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସରେ ସଚେତନ ହେଲେ ମହିଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍‌ ନେଚର ଏଜୁକେସନ ଆଣ୍ଡ ହେଲଥ (ସ୍ନେହ) ଓ ମର୍କ୍ୟୁରି ଫୋଇନିକ୍ସ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାଲିଆ ସାହି ଭୁବନେଶ୍ୱରଠାରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏଥିରେ ମଣିପାଲ
Read More...

ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଞ୍ଚଳ କରାଯିବାକୁ ସିପିଆଇର ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକ ଅଞ୍ଚଳରେ ମାଦକ ଦ୍ରବ୍ୟ ଓ ମଦ ବିକ୍ରି ବ୍ୟାପକ ହେଉଥିବା ଅଭିଯୋଗ ହେଉଛି । ଏନେଇ ସିପିଆଇ ନେତା ଗଣ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜିଲ୍ଲାର ରମ୍ଭା ଖଲ୍ଲିକୋଟ ଅଞ୍ଚଳରେ ଜନଗହଳି ଓ ମାର୍କେଟ୍ ଗହଳ ଚହଳ ସ୍ଥାନ,
Read More...

ଚକ୍ଷୁଦାନ କରି ଅମର ରହିଲେ ଜମ୍ମୁଲା ମୋହନ ରାଓ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ବଡ ବଜାର ନିବାସୀ ଜମ୍ମୁଲା ମୋହନ ରାଓଙ୍କର ୮୨ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ଦିବଙ୍ଗତ ମୋହନଙ୍କର ୨ ପୁତ୍ର ଜେ. ରବି କୁମାର, ଜେ. ଗଣେଶ ଓ ଜଣେ ଝିଅ ଅଛନ୍ତି । ଫ୍ରେଣ୍ଡସ
Read More...

ରୂପାନ୍ତରୀଣ ହେବ, ବ୍ରିଟୀଶ୍ – ଶାସନ ଅମଳର ଛତ୍ରପୁର ମୁଖ୍ୟ ରେଳଷ୍ଟେସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରିଟୀଶ୍ - ଶାସନ ଅମଳର ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମୁଖ୍ୟ ରେଳଷ୍ଟେସନର ଉନ୍ନତି ଦିଗରେ ଉନ୍ନୟନ କମିଟୀର ଏକ ଜରୁରୀ କାଳୀନ ବୈଠକ ଶୁକ୍ରବାର ଷ୍ଟେସନ୍ ମ୍ୟାନେଜରଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ମୋହନ୍ ଚନ୍ଦ୍ର
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ପକ୍ଷରୁ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗ ଆନୁକୂଲ୍ୟରେ ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଫଟୋଗ୍ରାଫି କୌଶଳକୁ ବିଷୟବସ୍ତୁ ରଖି ଟିମ୍ ନିକୋନ୍ କମ୍ପାନୀ ତରଫରୁ ଆସିଥିବା ବିଶେଷଜ୍ଞ
Read More...

ବିପୁଳ ପରିମାଣର ରୂପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା କାର୍‌ ଭିତରୁ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚୋରା ଚାଲାଣ ବେଳେ ବିପୁଳ ପରିମାଣର ରୂପା ଇଟା ସହ ନଗଦ ଟଙ୍କା ଜବତ କଲା ପୋଲିସ । ବ୍ରହ୍ମପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ପୋଲିସ ପ୍ରଶାସନ ବାଟରେ ମାଡି ବସିଲା । ବ୍ରହ୍ମପୁର ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ,
Read More...

ଆଇ.ଆର.ଇ.ଏଲ. ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ.(ଇଣ୍ଡିଆ) ସୌଜନ୍ୟରେ ଖଣି ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଆଇ.ଆର.ଇ.ଏଲ.(ଇଣ୍ଡିଆ) ଏବଂ ଓସ୍କୋମ୍ ମୁଖ୍ୟ ତଥା ଜେନେରାଲ ମ୍ୟାନେଜର ସି.ଭି.ଆର. ମୂର୍ତ୍ତୀ ଏହି କାର୍ଯ୍ୟକ୍ରମରେ
Read More...

ଆଇ.ଆର.ଇ.ଏଲ୍. ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଟକ “ଭାଗ୍ୟରେ ଲେଖିଛି କପାଳ ଲିଖନ”…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ.(ଇଣ୍ଡିଆ) ସୌଜନ୍ୟରେ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଟକ "ଭାଗ୍ୟରେ ଲେଖିଛି କପାଳ ଲିଖନ" ମଞ୍ଚସ୍ଥ ହୋଇଯାଇଛି । ଆଇ.ଆର.ଇ.ଏଲ. ପ୍ରତିଷ୍ଠାନର ଆବାସିକ କଲୋନୀ ଅନ୍ତର୍ଗତ କମ୍ୟୁନିଟି
Read More...

ଛତ୍ରପୁର ରୋୟାଲ୍ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବରେ ଦୁଲୁକିଲା ମଞ୍ଚ

ଓଲିଉଡ଼ କୋରିଓଗ୍ରାଫୋର ଅମିତ ନାୟକଙ୍କ ଚିରିଙ୍ଗ ଚିରିଙ୍ଗ ଏବଂ ଧୁଳିଆ ଜନ୍ଦା ଗୀତରେ ଦୁଲୁକିଲା ମଞ୍ଚ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନ ରୋୟାଲ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ରିକାପଲ୍ଲୀ ନିକଟସ୍ଥ ପୁରୁଣା
Read More...