Browsing Tag

bramhapur news

ବିଶ୍ୱନାଥ ସାହୁଙ୍କ ଜନ୍ମ ଶତବାର୍ଷିକୀ ସ୍ମାରକୀ ବକ୍ତୃତା ଦେଶରେ କୃଷକମାନେ ବାସ୍ତବ ମେରୁଦଣ୍ଡ : ପି. ସାଇନାଥ

ବ୍ରହ୍ମପୁର : ଦେଶରେ କୃଷକମାନେ ଆଜି ସର୍ବାଧିକ ବିପନ୍ନ ଅବସ୍ଥାରେ ରହିଛନ୍ତି । କୃଷକମାନେ ଅନ୍ନଦାତା ହୋଇଥିବାବେଳେ ସେମାନଙ୍କ ପ୍ରତି ସର୍ବାଧିକ ଅସମାନତା ବ୍ୟବହାର କରାଯାଉଛି ବୋଲି ଭାରତର ପ୍ରସିଦ୍ଧ ସାମ୍ବାଦିକ ତଥା କୃଷି ବିଶେଷଜ୍ଞ ପି.ସାଇନାଥ ମତପ୍ରକାଶ କରିଛନ୍ତି । ସେ ଆହୁରି
Read More...

ଗଞ୍ଜାମରେ ଝାଡ଼ାବାନ୍ତିରେ ୫ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଝାଡ଼ାବାନ୍ତିରେ ଦେଢ଼ ବର୍ଷର ଜଣେ କୁନି ଝିଅ ମୃତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବେ ଦିଗପହଣ୍ଡି ଉସ୍ତପଲ୍ଲୀ ଗ୍ରାମର ଏକ
Read More...

ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସମର୍ପିତ ସାମ୍ୟବାଦୀ ବିଶ୍ୱନାଥ ସାହୁ

ଭଗବାନ ସାହୁ ଆଜକୁ ଶହେ ବର୍ଷ ତଳେ ଉଣେଇଶହ ପଚିଶ ମସିହା ଜୁଲାଇ ମାସ ବାର ତାରିଖ ଦିନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନଗର ଉପକଣ୍ଠ ବଡ଼କୁଶସ୍ଥଳୀ ଗ୍ରାମରେ ପିତା ଗୋପିନାଥ ସାହୁ ଓ ମାତା ଇନ୍ଦୁମତିଙ୍କ ଗର୍ଭରୁ ବିଶ୍ୱନାଥ ସାହୁଙ୍କ ଜନ୍ମ । ଗାଁରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ
Read More...

ସ୍ମରଣୀୟ ସାଥୀ ବିଶ୍ୱନାଥ ସାହୁ

ରବି ରଥ ଓଡ଼ିଶାରେ ବାମପନ୍ଥୀ ଆଦର୍ଶକୁ ନେଇ ଜୀବନ ସାରା ସାଧାରଣ ଜନତାଙ୍କ ସୁଖ ଦୁଃଖର ସାଥି ସାଜିଥିଲେ ଲଢ଼ୁଆ ନେତା ବିଶ୍ୱନାଥ ସାହୁ । ଛାତ୍ର ଆନ୍ଦୋଳନ ଠାରୁ ଆରମ୍ଭ କରି କୃଷକ ଓ ଶ୍ରମିକ ଆନ୍ଦୋଳନର ସେ ଥିଲେ ସୂତ୍ରଧର । ବିଶେଷକରି କୃଷକ ଓ ଶ୍ରମିକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ
Read More...

ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଠାରୁ ୩ ଲକ୍ଷ ଟଙ୍କା ଜବତ କରି ଭିଜିଲାନ୍ସ ଅଧିକରୁ ଅଧିକ ତଦନ୍ତ ଅଦ୍ୟାବଧି ଜାରି ରଖିଛି । ଗତକାଲି ଠାରୁ ଏବେ ସୁଦ୍ଧା ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କୁ ଜେରା କରିବା ସହ ଭିଜିଲାନ୍ସ
Read More...

ରାଜାଘର ଜଗନ୍ନାଥ ମନ୍ଦିର ପକ୍ଷରୁ ଶ୍ରୀ ଜୀଉଙ୍କ ସୁନାବେଶ ଶୃଙ୍ଖଳିତ ଭାବେ ସମାହିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ବିଦ୍ଭବତା ସାଂଗକୁ ଆନନ୍ଦ ଉଲ୍ଲାସ, ଉତ୍ସାହ ଭରା ମଧ୍ୟରେ ଭକ୍ତି ଭାବରେ ପବିତ୍ର ହରି ଶୟନ ଏକାଦଶୀ ଅବସରରେ ଛତ୍ରପୁର ସହରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଶ୍ରୀ ଜୀଉଙ୍କ
Read More...

ସାଂସ୍କୃତିକ ବିଦ୍ଭବତା ମଧ୍ୟରେ ଛତ୍ରପୁର ସହରରେ ବାହୁଡ଼ା ଯାତ୍ରା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ବିଦ୍ଭବତା ସାଂଗକୁ ଆନନ୍ଦ ଉଲ୍ଲାସ ଉତ୍ସାହ ଭରା ମଧ୍ୟରେ ଛତ୍ରପୁର ସହରରେ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ଭାବେ ଶନିବାର ସମାହିତ ହୋଇଯାଇଛି । ରବିବାର ହରିଶୟନ (ବଡ) ଏକାଦଶୀ ତିଥିରେ ଭୋର୍ ପ୍ରାତଃ ୫ଘଣ୍ଟା ସମୟରୁ ରାଜାଘର ଶ୍ରୀ ଶ୍ରୀ
Read More...

ଶ୍ରୀ ଜଗନ୍ନାଥଙ୍କ କଲକୀ ଅବତାର ଦେଖି ଭକ୍ତଜନ ଆତ୍ମ-ବିଭୋର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ତିନୋଟି ଶ୍ରୀ ଜଗନ୍ନାଥ ମନ୍ଦିରର ଆଡ଼ପ ଘରେ ଦୈନିକ ବେଶ ଧାରଣ ନୀତି ଅବା ଦଶ ଅବତାର ବେଶ ଲାଗି ହୋଇଥାଏ । ସାନ୍ଧ୍ୟ କାର୍ଯ୍ୟକ୍ରମ ଦୈନିକ ବେଶ ନୀତି ଦେଖିବାକୁ ଭକ୍ତଙ୍କ ସମାଗମ ହୋଇଥାଏ । ଛତ୍ରପୁର
Read More...

ବିଦ୍ୟୁତ ସଜାଡୁଥିବା ବେଳେ ଅଘଟଣ : ଖୁଣ୍ଟରୁ ପଡି ବିଦ୍ୟୁତ କର୍ମଚାରୀ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ ତାର ସଜାଡୁ ଥିବା ବେଳେ, ଖୁଣ୍ଟରୁ ପଡି ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ହୋଇ ପଡ଼ିଥିଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଖଣ୍ଡିଦେଉଳି ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା, ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା
Read More...

ଭାରପ୍ରାପ୍ତ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଗଜପତି ଜିଲ୍ଲାକୁ ବଦଳି ହୋଇଥିବା ରାଜେଶ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଗୃହ ବିଭାଗର ନିର୍ଦ୍ଦେଶରେ କ୍ୟାଡ଼ର ଏପିପି ଭାବେ ଛତ୍ରପୁର ଏସଡ଼ିଜେଏମ କୋର୍ଟରେ କାର୍ଯ୍ୟରତ ଥିବା ରାଜେଶ କୁମାର ମିଶ୍ରଙ୍କର ଇତି ମଧ୍ୟରେ ପଦୋନ୍ନତି ହୋଇଛି । ଏହି ଖବର ଛତ୍ରପୁରରେ ଏକ ଖୁସିର ବାତାବରଣ
Read More...