ସର୍ବଭାରତୀୟ ଜେଇ ମେନ୍ ପରୀକ୍ଷାରେ ଛତ୍ରପୁରର ବିଷ୍ଣୁ ପ୍ରସାଦ ଶତପଥୀଙ୍କ କୃତ୍ତିତ୍ଵ ହାସଲ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବ ଭାରତୀୟସ୍ତରରେ ଜେଇ ମେନ୍ ପରୀକ୍ଷା ଫଳାଫଳରେ ଛତ୍ରପୁର ସହରର ବିଷ୍ଣୁ ପ୍ରସାଦ ଶତପଥୀଙ୍କ ଶତପ୍ରତିଶତ କୃତ୍ତିତ୍ଵ ହାସଲ ହୋଇଥିବା ନେଇ ଉକ୍ତ କୃତୀ ଛାତ୍ରଙ୍କ ପରିବାର ମହଲରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶ ଯୋଗ୍ୟ ଯେ' ସର୍ବଭାରତୀୟ!-->…
Read More...
Read More...