ଉଚ୍ଚତର ଗବେଷଣା ମାଧ୍ୟମରେ କୃଷ୍ଣଚନ୍ଦ୍ରଙ୍କ କାବ୍ୟକୃତିର ମୂଲ୍ୟାୟନ କରାଯିବ : କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ
ବ୍ରହ୍ମପୁର, (କେପିଏନ୍ଏସ୍) : ଓଡ଼ିଶାର ସ୍ୱନାମଧନ୍ୟ ଆଶୁକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ପ୍ରଣମ୍ୟ ପୁରୁଷ । ପାଞ୍ଚ ଦଶନ୍ଧିରୁ ଅଧିକ କାଳ ଧରି ସେ ନିରବଚ୍ଛିନ୍ନ ଭାବେ ସାରସ୍ୱତ ସାଧନାରେ ପ୍ରବୃତ୍ତ ରହି ଆସିଛନ୍ତି । ସହସ୍ରାଧିକ କବିତା ସୃଷ୍ଟି କରି ଓଡ଼ିଆ!-->…
Read More...
Read More...