Browsing Tag

bramhapur news

ଖବରକାଗଜ “ସକାଳ”ର ତୃତୀୟ ବର୍ଷରେ ପଦାର୍ପଣ : ବ୍ରହ୍ମପୁର ଅଫିସ ତରଫରୁ ବିଶିଷ୍ଟ ବ୍ୟକ୍ତିଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖବରକାଗଜ 'ସକାଳ' ସଫତଳାର ସହ ତୃତୀୟ ବର୍ଷରେ ପଦାର୍ପଣ କରିଛି । ଏ ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ ସକାଳ ଓ ନନ୍ଦିଘୋଷ ଟିଭି ଗୃପ ପକ୍ଷରୁ ଡ଼ିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼୍‌ସ ଦିବସ ଭାବେ ପାଳନ ପରିପ୍ରେକ୍ଷୀରେ ପ୍ରଭାତ ଫେରି ସ୍ୱରୂପ ଏକ
Read More...

ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟକୁ ପିଜି ଡ଼ିଗ୍ରୀ ଶ୍ରେଣୀ ଖୋଲିବାକୁ ଅନୁମୋଦନ ସରକାରଙ୍କ ଏକ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଭାବେ ବହୁବର୍ଷ ପୂର୍ବରୁ ମାନ୍ୟତା ମିଳିଥିବା ବେଳେ ଏଠାରେ ସ୍ନାତକୋତ୍ତର ଓଡ଼ିଆ ଓ ଇତିହାସ ବିଭାଗ ୧୯୯୩-୯୪ ଶିକ୍ଷାବର୍ଷରେ
Read More...

ଓସ୍କୋମ ହେଡ ଏ.ଜେ.ଜନାର୍ଥନାନ୍ ଏବଂ ଡ଼ା. ଏ.ପାଲଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ମାଟିଖାଲ ନିକଟରେ ଥିବା ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୃତ୍ତିକା ଆଇଆରଇଏଲ୍(ଇଣ୍ଡିଆ) ଲିଃ.ର ମୁଖ୍ୟ ପରିଚାଳକ ତଥା ଓସ୍କୋମ ହେଡ ଏ.ଜେ.ଜନାର୍ଥନାନ୍ ଏବଂ ଉକ୍ତ ପ୍ରତିଷ୍ଠାନରେ ନିୟୋଜିତ ଡାକ୍ତର ଏ.ପାଲଙ୍କ
Read More...

ହିଞ୍ଜିଳିକାଟୁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ସମାବେଶରେ ଗଞ୍ଜାମ ଜିଲ୍ଲାପାଳଙ୍କ ଋଣ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଗଢିଉଠିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଆୟୋଜନ ହୋଇଯାଇଛି ଏକ ବିଶାଳ ମିଶନ ଶକ୍ତି ବ୍ଲକସ୍ତରୀୟ ଋଣ ମେଳା । ଯାହାକି ଗଞ୍ଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ
Read More...

ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଲୋକକୁ କାବୁ କଲେ ଉପସ୍ଥିତ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର କୋର୍ଟର ବିଚାରାଧୀନ ପରିସରରେ ବିଚାରଣାର ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ କରି ଗିରଫ ହୋଇଥିବା ଜଣାପଡିଛି । ଶୁଣାଣି ଚାଲିଥିବା ବେଳେ ସୋମବାର ଏସ୍‌ଡ଼ିଜେଏମ୍‌ ପ୍ରଜ୍ଞା ପରମିତା ପତିହାରୀଙ୍କୁ ଛୁରୀ
Read More...

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ମାଗଣା ଦିନିକିଆ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ଅବସ୍ଥାପିତ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ସଂଗଠନ ରୋଟାରୀ କ୍ଲବ ଛତ୍ରପୁର ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ରୋଟାରୀ କ୍ଲବ ସଭାପତି ରୋଟାରୀୟାନ
Read More...

ବ୍ରହ୍ମପୁର ଗୁରୁକୂଳ ଇଣ୍ଟରନ୍ୟାସନଲ ସ୍କୁଲ କମ୍ କଲେଜରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଓ ଶାରୀରିକ ନିର୍ଯାତନା…

ରାଜ୍ୟପାଳଙ୍କୁ ଭେଟିବ ବୋଲି ବିଜେପି ପ୍ରତିନିଧିଦଳଙ୍କ ଚେତାବନୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗୁରୁକୂଳ ଇଣ୍ଟରନ୍ୟାସନଲ ସ୍କୁଲ କମ୍ କଲେଜରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଓ ଶାରୀରିକ ନିର୍ଯାତନା ଅଭିଯୋଗ ହୋଇଛି । ଗୁରୁକୂଳ ଇଣ୍ଟରନ୍ୟାସନଲ ସ୍କୁଲ ଓ କଲେଜର
Read More...

ଗଙ୍ଗାପୁର ହାଇସ୍କୁଲରେ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ହାଇସ୍କୁଲ ତରଫରୁ ସ୍କୁଲ ପରିସରରେ ଆନୁଷ୍ଠାନିକ ଭାବେ ବଡ଼ ଦାସୁଡୁ ଆର. ସତ୍ୟମ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷକ ପରମାନନ୍ଦ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଦାସୁଡୁଙ୍କ
Read More...

ପଦ୍ମପୁର ଉପନିର୍ବାଚନ ପ୍ରଚାର ମଇଦାନରେ ଗଞ୍ଜାମ ଜିଲ୍ଲାର ତିନି ଜଣ ବିଧାୟକ ନିୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଦ୍ମପୁର ଉପନିର୍ବାଚନ ନେଇ ଉକ୍ତ ନିର୍ବାଚନମଣ୍ଡଳୀରେ ଆସନ୍ତା ଡିସେମ୍ବର ମାସ ୫ ତାରିଖ ଦିନ ହେବାକୁ ଥିବାବେଳେ ପ୍ରଚାର ଜୋର୍‌ସୋର୍‌ ଚାଲିଛି । ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ
Read More...

ଓଡିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ)ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି
Read More...