Browsing Tag

bramhapur news

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୧୨ ଆହତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବନଗରର
Read More...

ରାମଚଣ୍ଡୀଙ୍କ ସପ୍ତମହାଯଜ୍ଞ ଉଦ୍‌ଯାପିତ ଓ ଯମୁନା ସ୍ନାନ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ସପ୍ତମହାଯଜ୍ଞ ଉଦ୍‌ଯାପିତ ହୋଇ ସୋମବାର ସକାଳେ ଯମୁନା ସ୍ନାନ ସମାହିତ ହୋଇଯାଇଛି । ସୋମବାର ସକାଳେ ଦଧିହାଣ୍ଡି ଭଗ୍ନ, ସମସ୍ତ ଯଜ୍ଞ କୁଣ୍ଡରେ ଚାରମାଳ ଫିଟା, ବର୍ଣ୍ଣାଢ଼୍ୟ ପଟୁଆରରେ ଯମୁନା ସ୍ନାନ ସମ୍ପନ୍ନ ହୋଇଯାଇଛି
Read More...

ସଡ଼କ ଦୁର୍ଘଟଣାରେ ନବଦମ୍ପତିଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳ ଗୋଳନ୍ଥରା ଥାନା ନିକଟରେ ଗୋଟିଏ ଟ୍ରାକ୍ଟର ଧକ୍କାରେ ନବଦମ୍ପତିଙ୍କ ମୃତ୍ୟୁ ଭଳି ଏକ ଦୁଃଖଦାୟକ ଅଭାବନୀୟ ଘଟଣା ଗତକାଲି ଘଟିଯାଇଛି । ନବଦମ୍ପତିଙ୍କର ତିନିଦିନ ତଳେ ତେଲୁଗୁ ବୈଦିକ ରୀତିରେ
Read More...

ଦେବୀ ରାମଚଣ୍ଡୀଙ୍କ ନବକଳେବର ସମ୍ପନ୍ନ

ଶେଷ ଦିବସ ସନ୍ଧ୍ୟାରେ ରାମଚଣ୍ଡୀଙ୍କ ନଗର ପରିକ୍ରମା ବେଳେ ଦାସୁଡୁଙ୍କ କୋହଲା ନୃତ୍ୟ ଏକ ନିଆରା ଧର୍ମ ପରି ପ୍ରତୀୟମାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂଣ୍ୟତ୍ତୋୟା ଋଷିକୂଲ୍ୟା-ତଟବର୍ତ୍ତୀ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀଙ୍କ ନୂତନ ମନ୍ଦିର, ପ୍ରାସାଦ ଏବଂ
Read More...

ତୁର୍କୀ ଓ ସିରିୟା ଭୂମିକମ୍ପରେ ନିହତ ଓ ପ୍ରପୀଡ଼ିତଙ୍କ ନିମନ୍ତେ ବ୍ରହ୍ମପୁରରେ ଦୀପ ଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତୁର୍କୀ ଓ ସିରିୟାରେ ବିଶ୍ଵର ବଡଧରଣର ଭୂମିକମ୍ପ ହୋଇ ହଜାର ହଜାର ଲୋକ ନିହତ ହୋଇଥିଲେ ଏବଂ ଲକ୍ଷ ଲକ୍ଷ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ଏବଂ ଆହତଙ୍କ ଉଦ୍ଦେଶ୍ୟରେ ଶନିବାର ବ୍ରହ୍ମପୁର ମହାନଗର ସ୍ଥ ଗାନ୍ଧିଜୀଙ୍କ
Read More...

ଠକେଇ ମାମଲାରେ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରରେ ଫ୍ଲାଟ୍ ଦେବାକୁ କହି ୨ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ଡାକ୍‌କ୍ତର ଜଣକ ଡି. ଉତ୍ତମ କୁମାର(୪୫) ବୋଲି ଜଣାପଡିଛି । ସେ ଜଣେ
Read More...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଶନିବାର ରାତ୍ରିକାଳରେ ମନ୍ଦିରର ଦଧିନଉତିରେ ତ୍ରୀଶୁଳ ଓ ଧ୍ଵଜା ସ୍ଥାପନରବିବାର ପୂର୍ବାହ୍ନରେ ଯୋଗମାୟା ରାମଚଣ୍ଡୀଙ୍କ ସିଂହାସନ ଆରୋହଣ ହୋଇଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତ-ମହାଯଜ୍ଞ ଅବସରରେ ରାମଚଣ୍ଡୀମନ୍ଦିର ଦଧିନଉତିରେ ବସିଲା ତ୍ରୀଶୁଳ ଓ ଧ୍ଵଜାବତରଣ ଲାଗି ହୋଇଛି
Read More...

ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ମଲ୍ଲାଡ଼ ଆଶ୍ରମର ୪୩ତମ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲ୍ଲାଡ଼ ଗ୍ରାମ ଆଶ୍ରମର ୪୩ତମ ବାର୍ଷିକ ଉତ୍ସବ ବିବିଧ ସମାରୋହରେ ଆୟୋଜିତ ହୋଇଯାଇଛି । ତିନିଦିନ ଧରି ପାଳିତ ହେଉଥିବା ଠାକୁରଙ୍କ
Read More...

ଜାତୀୟ ନାଟ୍ୟ ପ୍ରତିଯୋଗିତା ନିମନ୍ତେ ବ୍ରହ୍ମପୁର କଳାକାରଙ୍କ ଝାଡଖଣ୍ଡ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଝାଡଖଣ୍ଡ ରାଜ୍ୟର ଗିରିଢ଼ିହ ଠାରେ କଳା ସଙ୍ଗମ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜାତୀୟସ୍ତରୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଶାଶ୍ଵତୀ ଅନୁଷ୍ଠାନ ବ୍ରହ୍ମପୁରର ୧୦ ଜଣ କଳାକାର ଯାତ୍ରା କରିଛନ୍ତି । ନାଟ୍ୟକାର ରବି ନାରାୟଣ
Read More...

ଗଞ୍ଜେଇ ଚାଲାଣ ସନ୍ଦେହରେ ଯାଞ୍ଚ କରିବାରୁ ବ୍ୟାଗରୁ ମିଳିଲା ବିପୁଳ ଟଙ୍କା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜେଇ ଚାଲାଣ ସନ୍ଦେହରେ ଯାଞ୍ଚ କରିବାରୁ ବ୍ୟାଗରୁ ମିଳିଲା ବିପୁଳ ଟଙ୍କା । ସୂଚନା ଅନୁସାରେ ବ୍ୟାଗରେ ଜଣେ ବ୍ୟକ୍ତି ଗଞ୍ଜେଇ ନେଇ ବସରେ ଯାଉଥିବା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା । ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ
Read More...