Browsing Tag

bramhapur news

ସାହେବଜେନାପଲ୍ଲୀ ଗ୍ରାମରେ ହନୁମାନ ଜୟନ୍ତୀ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ସାହେବଜେନାପଲ୍ଲୀ ଗ୍ରାମରେ ବର୍ଣ୍ଣାଢ଼୍ୟ ସମାରୋହରେ ହନୁମାନ ଜୟନ୍ତୀ ସମ୍ପନ୍ନ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ପାରମ୍ପରିକ ବିଧିବିଧାନ କ୍ରମେ ଗ୍ରାମର ଯୁବଗୋଷ୍ଠୀଙ୍କ ପୂର୍ଣ୍ଣ ସହଯୋଗରେ ଅନୁଷ୍ଠିତ ଏହି ସମ୍ଭାରରେ
Read More...

ଛତ୍ରପୁର ସହର ସୀତାରାମପଲ୍ଲୀରେ ହନୁମାନ ଜୟନ୍ତୀ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ସୀତାରାମପଲ୍ଲୀରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ବର୍ଣ୍ଣାଢ଼୍ୟ ସମାରୋହରେ ହନୁମାନ ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ପାରମ୍ପରିକ ବିଧିବିଧାନ ସହକାରେ ଯୁବଗୋଷ୍ଠୀଙ୍କ ପୂର୍ଣ୍ଣ ସହଯୋଗରେ ହନୁମାନଜୀଙ୍କ
Read More...

ଉଦ୍‌ଯାପିତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡବିଧାନ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମେରୁ ସଂକ୍ରାନ୍ତିରେ ଶେଷ ଦଣ୍ଡବିଧାନ ପ୍ରଦର୍ଶନ ହୋଇଯାଇଛି । ଯାହାକି ପାଟ-ଭୋକ୍ତାଙ୍କ ମେରୁ ବନ୍ଧନରୁ ଶେଷ ହୋଇଛି । ଉଦ୍‌ଯାପିତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ଦଣ୍ଡବିଧାନ ଯାତ୍ରା । ମେରୁ ବନ୍ଧନରେ
Read More...

ଶ୍ରୀ ଶ୍ରୀ ରାଧେଶ୍ୟାମ ଫାଉଣ୍ଡେସନ୍‌ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି, ଜଳ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ୍‌ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ସଭାପତି ତଥା ୧୦ନଂ ୱାର୍ଡ
Read More...

ଛତ୍ରପୁର ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ପବିତ୍ର ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା
Read More...

ଓଡ଼ିଆ ଭାଷା-ସାହିତ୍ୟ ଓ ସାଂସ୍କୃତିର ଜାଗ୍ରତ ପ୍ରହରୀ ‘ନବୀନ’ : ଗିରିଧର ଗମାଙ୍ଗ

'ନବୀନ'ର ୨୫ତମ ବିଷୁବ ମିଳନ ଓ ରଜତ ଜୟନ୍ତୀ ସମାରୋହ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ସ୍ୱାଧୀନତା ସଂଗ୍ରାମରେ ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର 'ନବୀନ'ର ଅବଦାନ ଅବିସ୍ମରଣୀୟ । ବିଶେଷକରି ଓଡ଼ିଆ ଭାଷା-ସାହିତ୍ୟ ଓ ସାଂସ୍କୃତିର ସୁରକ୍ଷା ଦିଗରେ
Read More...

ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସେମିଫାଇନାଲରେ ଖଲ୍ଲିକୋଟ କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରଠାରେ ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ପ୍ରଥମ ସେମିଫାଇନାଲରେ ଖଲ୍ଲିକୋଟ କ୍ରିକେଟ କ୍ଲବ ବିଜୟୀ । ବିନାୟକ ଆଚାର୍ଯ୍ୟ କଲେଜ ପଡିଆଠାରେ ଜୁନିୟର କ୍ରିକେଟ କ୍ଲବ ପକ୍ଷରୁ ପଞ୍ଚମ ଜିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ
Read More...

ବିପଦପୂର୍ଣ୍ଣ ଛତ୍ରପୁର ବାଇପାସ କଲେଜ ଛକ : ଅନେକଙ୍କ ଜୀବନ ଯାଉଛି, ପ୍ରଶାସନର ନିଘାନାହିଁ, ସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟର ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥ ଏବେ ସମ୍ପୂର୍ଣ୍ଣ ବିପଦଗାମୀ ହୋଇରହିଥିବେ ନେଇ ଅଭିଯୋଗ ହେଉଛି । ଛତ୍ରପୁର ବାଇପାସ ଭାବେ ପରିଚିତ ଅଗସ୍ତି-ନୂଆଗାଁ ଛକ, ତାମ୍ପରା-ବୋଟ କ୍ଲବ ଛକ, ପାଲିଆ-ଛତ୍ରପୁର ଛକ, କଲେଜ ଛକ,
Read More...

ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ରବି ନାରାୟଣ ବେହେରାଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ଗଞ୍ଜାମ ଜିଲ୍ଲାର ଲୋକ ସଂସ୍କୃତି ଓ ପରମ୍ପରାକୁ ଅଧିକ ଉଜୀବିତ କରାଯିବା ନେଇ ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କୁ ଜିଲ୍ଲା ସଂସ୍କୃତି
Read More...

ବ୍ରହ୍ମପୁର ବଡ଼ମେଡ଼ିକାଲରେ ବର୍ଣ୍ଣ-ୟୁନିଟ ନଥିବା କାରଣରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଏହି ଅଦ୍ଭାବନୀୟ ଘଟଣାରେ ବ୍ରହ୍ମପୁର ବିଧାୟକଙ୍କ ଦୁଃଖ ପ୍ରକାଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ଟ-ସର୍କିଟ ଯୋଗୁଁ ବ୍ରହ୍ମପୁର ସହର ଲୋଚ୍ଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ଗୋଟିଏ ଘରେ ଗତକାଲି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଏହି ଅଦ୍ଭାବନୀୟ
Read More...