Browsing Tag

bramhapur news

ଭୁବନେଶ୍ୱର କିଟ୍ ୟୁନିଭରସିଟି ପକ୍ଷରୁ ଛତ୍ରପୁରରେ ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାହାଯ୍ୟକାରୀଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ କିଟ୍ ଓ କିଟ୍ ୟୁନିଭରସିଟିର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଆର୍ଟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମର ୧୦ ବର୍ଷ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍‌ଘାଟନୀ ଭର୍ଚୁଆଲ୍‌ ମିଟ୍

• ଛତ୍ରପୁର ରେଳ ଷ୍ଟେସନଠାରେ ସ୍ୱତନ୍ତ୍ର ସଭାର ଆୟୋଜନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଆନୁଷ୍ଠାନିକ ଉଦ୍‌ଘାଟନୀ ଏବଂ ବିଭିନ୍ନ ରେଳବାଇ ଉନ୍ନୟନ କାର୍ଯ୍ୟକ୍ରମର ଶିଳାନ୍ୟାସ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ସମାହିତ
Read More...

ମାଟ୍ରିକ ପରୀକ୍ଷାରେ ଅନୁଶ୍ରୀ ସାହୁ ଛତ୍ରପୁର ଟପ୍ପର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ସ୍ଥିତ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଅନୁଶ୍ରୀ ସାହୁ ମାଟ୍ରିକ (ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ) ପରୀକ୍ଷାରେ ସର୍ବମୋଟ ୫୫୩ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି । ଛାତ୍ରୀ ଅନୁଶ୍ରୀ
Read More...

ପ୍ରାଣୀଧନର ସୁରକ୍ଷା, ସେମାନଙ୍କର ଲାଳନ ପାଳନରେ ଯଥେଷ୍ଟ ଯତ୍ନଶୀଳ ହେବା ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଣୀଧନର ସୁରକ୍ଷା ତଥା ସେମାନଙ୍କର ଲାଳନ ପାଳନରେ ଯଥେଷ୍ଟ ଯତ୍ନଶୀଳ ହେବା ଜରୁରୀ ବୋଲି ବିଶିଷ୍ଟ ସଚେତନଶୀଳ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଜୀବେ ନିଷ୍ଠୁରତା ନିରୋଧ ଆଇନ କର୍ମଶାଳା । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଡିଆର୍‌ଡିଏ ଜଉଗଡ
Read More...

ସାନ ଆର୍ଯ୍ୟପଲ୍ଲୀ ଐତିହାସିକ ଠାକୁରାଣୀଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ-ଆର୍ଯ୍ୟପଲ୍ଲୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅପରାହ୍ନରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏହି ଐତିହାସିକ ଯାତ୍ରା ଦୀର୍ଘ ର୍ବର୍ଷ ପରେ
Read More...

ଛତ୍ରପୁର ରେଳ ଷ୍ଟେସନ ନିକଟରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ରେଳ ଷ୍ଟେସନରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁଦେହ ମିଳିଛି । ଏକ ଗାମୁଛାରେ ତାଙ୍କର ବେକ ଝୁଲି ରହିଛି । କିନ୍ତୁ ତାଙ୍କର ଦୁଇଟି ଗୋଡ଼ ତଳେ ଲାଗି ରହିଛି । ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ପ୍ରଶ୍ନବାଚୀ
Read More...

ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଛତ୍ରପୁରର ପୁଅ ଓଡ଼ିଶା ଟପର୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କାରମେଲ୍ କନଭେଣ୍ଟ ସିନିୟର ସେକେଣ୍ଡେରୀ ସ୍କୁଲ୍ କୃତ୍ତିତ୍ୱ ହାସଲ କରିଛି । ଏହି ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ର ବିଷ୍ଣୁ ପ୍ରସାଦ ଶତପଥୀ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୪% ମାର୍କ ରଖି
Read More...

ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖାର ୨୭ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ଏହାର ୨୭ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ପୂର୍ଣ୍ଣ ଛତ୍ରପୁର ସହରରେ ବ୍ରହ୍ମାକୁମାରୀ
Read More...

ବିଜୁ ଛାତ୍ରଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର : ୭୪ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିନକୁ ଦିନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଉଛି । ରକ୍ତର ଅଭାବ ହେତୁ ଜଣେ ନିରୀହ ଜୀବନ ଯେପରି ନଯାଉ ଏହାକୁ ଦୃଷ୍ଟିରେ ରଖି ଓଡିଶା ମୋ' ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ରଜନତା ଦଳ ଗଂଜାମ ଜିଲ୍ଲା ପକ୍ଷରୁ ଛତ୍ରପୁର ସ୍ଥିତ
Read More...

ସିନେମା ଓ ଧାରାବାହିକରେ ଛତ୍ରପୁରର ପୁଅ ତ୍ରିପତି ସାହୁ ଏବେ ଅଗ୍ରଗତିରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ବଡପୁଟି ଗ୍ରାମ ନିବାସୀ ସ୍ୱର୍ଗତ ଡମ୍ବରୁ ଧର ସାହୁ ଓ ଶକନ୍ତୁଳା ସାହୁଙ୍କ ଜ୍ୟେଷ୍ଠ ପୁତ୍ର ତ୍ରିପତି ସାହୁ ଓଲିଉଡ଼ରେ ପଛକୁ ପଛ ଅନେକ ସିନେମା ଓ ଧାରାବାହିକରେ ନିଜ ନିର୍ଦ୍ଦେଶନାର ଯାଦୁ ଦେଖାଇ ପରିଛନ୍ତି । 'ଦିଲ୍‌ରେ ଅଛି
Read More...