Browsing Tag

bramhapur news

କୃଷି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ କୃଷି ଜିଲ୍ଲା ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରୁ ଏକ କୃଷି ରଥ ଗୁରୁବାର ଗ୍ରାମ୍ୟ ପରିଭ୍ରମଣରେ ବାହାରିଛି । କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ଜୁନୋମୟୀ ମହାନ୍ତି ସବୁଜ ପତାକା ଦେଖାଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।
Read More...

୫ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ଦ୍ୱିତୀୟ ଥର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଜାନୁୟାରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବା ଉଦ୍ଦେଶ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ
Read More...

ପୁରୁଣାପାଟଣା ଗ୍ରାମର ହୋମଗାର୍ଡ ଦିବାକର ଗୌଡ଼ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା ଗ୍ରାମର ଗୋବିନ୍ଦ ଗୌଡ଼ଙ୍କ ପୁତ୍ର ଦିବାକର ଗୌଡ଼ (ହୋମଗାର୍ଡ) ବିଦ୍ୟୁତ୍ ଆଘାତରେ ଗତକାଲି ରାତିରେ ମୃତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ଖବର ପାଇ ଛତ୍ରପୁର ଉପଖଣ୍ଡ ଚକିତ୍ସାଳୟରେ ଛତ୍ରପୁର ବିଧାୟକ କୃଷ୍ଣ
Read More...

ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦ କୂଳେ ବିଧାୟକଙ୍କ ଦ୍ଵାରା ସାମ୍ୱାଦିକ ମେଳି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଧୁର ଜଳ ହ୍ରଦ "ତାମ୍ପରା" ଏବେ ସମସ୍ତଙ୍କର ଆକର୍ଷଣୀୟ ସୁନ୍ଦର ସବିଜିମାର ବାଲୁକା ହ୍ରଦ ଅଟେ । ଏହା ଭାରତର ପର୍ଯ୍ୟଟନ ସ୍ଥଳୀ ଭାବରେ ଏକ ସ୍ୱତନ୍ତ୍ର ମାନ୍ୟତା ପାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ଦୁଇ କିମି ଦୂରରେ
Read More...

ବରିଷ୍ଠ ନାଗରିକ ମଞ୍ଚର ଗରିବ ସଭ୍ୟମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚର ଭାତକୁମରଡା ନିକଟସ୍ଥ ବାଇଧର ମନ୍ଦିର ପରିସରରେ ବାର୍ଷିକ ବଣ ଭୋଜି ଆୟୋଜନ ପରିପ୍ରେକ୍ଷୀରେ ବ୍ରହ୍ମପୁରର ଅବସରପ୍ରାପ୍ତ ସୈନ୍ୟ ବାହିନୀର ବ୍ରିଗେଡ଼ିଏର ଡାକ୍ତର ଅରୁଣ
Read More...

ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୫-୨୬ ଛତ୍ରପୁର ଷ୍ଟାଡିୟମରେ ଜାନୁଆରୀ ୫ ତାରିଖ ଓ ୬ ତାରିଖରେ ବେଶ୍ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇଦିନ ବ୍ୟାପୀ ଚାଲିଥିବା ଏହି କ୍ରୀଡ଼ା
Read More...

ବ୍ରହ୍ମପୁର ଜଳସେଚନ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜଳ ସମ୍ପଦ ବିଭାଗ ଓଡ଼ିଶା ସୌଜନ୍ୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ରଘୁନାଥପୁର ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର ସ୍ଥିତ କରୁଣା (ଆଇ.ବି.) ବଙ୍ଗଳା ଠାରେ ବ୍ରହ୍ମପୁର ଜଳସେଚନ ବିଭାଜନ ଆନୁକୂଲ୍ୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
Read More...

ଉନ୍ନୟନ ମୂଳକ କାର୍ଯ୍ୟରେ ଗୋପାଳପୁର ଏନ.ଏ.ସି.ରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜକୁ ତିନି ବର୍ଷ ହେଲା ହୋଇଆସିଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ଅର୍ଥ ଆତ୍ମସାତ ସାଂଗକୁ ବ୍ୟାପକ ଦୁର୍ନୀତି, କାର୍ଯ୍ୟରେ ଅନିୟମିତତା ହୋଇଥିବା ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି । ଆମ୍ ଆଦମୀ
Read More...

ବ୍ରହ୍ମପୁରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ୧୧.୦୦ ଘଣ୍ଟା ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଭା.ପ୍ର.ସେ ଅଧ୍ୟକ୍ଷତାରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର
Read More...

ରମ୍ଭା କପ ସିଜନ -୪ : ଫାଇନାଲରେ ରମ୍ଭା କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭା ହାଇସ୍କୁଲ ମିନି ଷ୍ଟାଡିୟମରେ ରମ୍ଭା କପ୍ ସିଜନ-୪ ପକ୍ଷରୁ ସଂଗଠିତ ଅନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୩ତମ ଦିନରେ ଆଇ.ସି.ସି. ଇଛାପୁରମ୍ ସହ ରମ୍ଭା କ୍ରିକେଟ କ୍ଲବ ମଧ୍ୟରେ ଖେଳ ରବିବାର ଅନୁଷ୍ଠିତ ହୋଇଯାଇଛି । ରବିବାର ସନ୍ଧ୍ୟାରେ
Read More...