Browsing Tag

bramhapur news

ରଘୁନାଥ ଏସ୍‌ଏଚ୍‌ଜି ଗ୍ରୁପ ମହିଳା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତିକରଣ କରାଯିବା ତ ଦୂରର କଥା, ତା' ପ୍ରତିବଦଳରେ ଏସ୍‌ଏଚ୍‌ଜି ମହିଳାମାନେ ଅସଦାଚରଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଛତ୍ରପୁର ବ୍ଲକ୍ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ରଘୁନାଥ ମହିଳା ଏସ୍‌ଏଚ୍‌ଜି ଗ୍ରୁପ
Read More...

ଦିଲ୍ଲୀରେ ଅନୁଷ୍ଠିତ ରିଚ୍ ୟୁଥ ଟିବି ଚାମ୍ପିୟାନ କର୍ମଶାଳାରେ ଗଞ୍ଜାମରୁ ମୁନା ବେହେରାଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀରେ ଅନୁଷ୍ଠିତ ଜାତୀୟସ୍ତରୀୟ ରିଚ୍ ୟୁଥ ଟିବି ଚାମ୍ପିୟାନ କର୍ମଶାଳାରେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରର ଯୁବ ସ୍ୱେଚ୍ଛାସେବୀ ଟିବି ଚାମ୍ପିୟାନ ମୁନା ବେହେରା ଅଂଶଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମନୋନୀତ ହୋଇ
Read More...

ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ରବିବାର ସନ୍ଧ୍ୟାରେ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ଏମ୍. ଧନଞ୍ଜୟ ରେଡ୍ଡୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଜୟଶ୍ରୀ ମହାନ୍ତି
Read More...

ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ପ୍ରେସ ମିଟ୍‌ ଡାକି ଭାନୁମତୀ ରେଡ୍ଡୀ ଉପରିସ୍ଥ କୋର୍ଟର ଆଶ୍ରୟ ନେବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଚମାଖଣ୍ଡିଠାରେ ଲଗାତାର ଭାବେ ବିକ୍ଷୋଭ ପ୍ରଦର୍ଶନ ଜାରି ହୋଇ ଟାଟା ବିରୋଧୀ ଆନ୍ଦୋଳନ ଘଟିଥିବା ବେଳେ ଏକ ବୋମା ବିସ୍ପୋରଣ ହୋଇଥିଲା
Read More...

ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଗଂଜାମ ଜିଲ୍ଲା ସମ୍ମିଳନୀ ଏବଂ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଗଂଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟର ପରିସରରେ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ବର୍ଷିୟାନ ଶିକ୍ଷକ ନେତା ତଥା
Read More...

ବାଇକରେ ଲିଫ୍ଟ ମାଗି ସାରା ଭାରତ ଭ୍ରମଣ କରିଆସୁଛନ୍ତି ଯୁବକ

ଅଦ୍ୟାବଧି ୧୯ଟି ରାଜ୍ୟ ବୁଲି ସାରିଲେଣି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିହାର ପ୍ରଦେଶର ଦରଭଙ୍ଗା ଅଞ୍ଚଳର ୨୩ ବର୍ଷୀୟ ଜଣେ ଯୁବକ ରାଜନ ଝା । ତାଙ୍କ ପିତାଙ୍କ ନାମ ଶଙ୍କର ଝା ଓ ମାତାଙ୍କ ନାମ ଶୈଳୀ ଦେବୀ । ପିତା ନିଜ ଗାଁରେ କୃଷି କାମ କରି କୁଟୁମ୍ବ ଚଳାନ୍ତି । ରାଜନ ଝା
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା-୨୦୨୩ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଶିଶୁମାନଙ୍କୁ ନେଇ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ସରକାରୀ
Read More...

ଆମରଣ ଅନଶନ ଚାଲିଥିବା ବେଳେ ଦୁଇଜଣ ଅସୁସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆର୍ଜିପଲ୍ଲୀ ଗ୍ରାମର ବସ୍ତିବାସିନ୍ଦାଙ୍କୁ ଘର ପଟ୍ଟା ପ୍ରଦାନ ନେଇ ଭାରତୀୟ ବିକାଶ ପରିଷଦର ନେତ୍ତୃତ୍ୱରେ ଆମରଣ ଅନଶନ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଆସିଥିଲା । ଆମରଣ ଅନଶନର ଚାରିଦିନ ପହଞ୍ଚିବା ବେଳକୁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆଠାରେ ବର୍ଣ୍ଣାଢ଼୍ୟ ସମାରୋହର ପାଳନ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର
Read More...

ବାଲକୋନୀରେ ଖେଳୁଥିବା ବେଳେ ତଳକୁ ଖସିପଡି ବାଳକ ମୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଏମ୍‌ସି ୪ ନମ୍ବର ୱାର୍ଡ ଧୋବାବନ୍ଧ ହୁଡ଼ା ରାଜୀବ ଆବାସ କଲୋନୀର ତୃତୀୟ ମହଲାରୁ ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ କର୍ପୋରେଟର୍‌ଙ୍କ ସୂଚନା ଅନୁସାରେ ମୃତ ଶିଶୁ ହେଲେ ଅନିଲ୍‌ ପାଣିଗ୍ରାହୀଙ୍କ ଦେଢ଼ବର୍ଷର ପୁଅ ।
Read More...