ଛାତ୍ରମାନଙ୍କୁ ନେଇ ଏଚ୍ଆଇଭି ସମ୍ୱନ୍ଧରେ ମାରାଥନ କାର୍ଯ୍ୟକ୍ରମର ଆୟୋଜନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରବିବାର ଛାତ୍ରମାନଙ୍କୁ ନେଇ ଏକ ମାରାଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ୧୫୦ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ ଓ ପ୍ଲାକାର୍ଡ଼ ଧରି ଏଚ୍ଆଇଭି ସମ୍ୱନ୍ଧରେ ସଚେତନତା ବାର୍ତ୍ତା ଦେଇଥିଲେ ।!-->…
Read More...
Read More...