Browsing Tag

bramhapur news

ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧିକୁ ହିନ୍ଦ୍‌ ମଜଦୁର ସଭାର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିକଟରେ ରାଜ୍ୟ ସରକାର ଆଉଟସୋର୍ସିଂ ଭାବେ ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି ଘୋଷଣାକୁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ପକ୍ଷରୁ ସ୍ୱାଗତ କରାଯାଇଛି । ଏନେଇ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନର ମୁଖ୍ୟ ଛାତ୍ର ନେତା ଡ଼ା. ସତ୍ୟବ୍ରତ ମହାପାତ୍ରଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ସଫଳତା ହାସଲ କରିଥିବା ପ୍ରାକ୍ତନ ଛାତ୍ର ନେତା, ବରିଷ୍ଠ ଶଲ୍ୟ ଚିକିତ୍ସକ ତଥା ଓମ୍‌ ସାର ପୂର୍ବତନ ସଭାପତି ଡ଼ା. ସତ୍ୟବ୍ରତ ମହାପାତ୍ରଙ୍କ
Read More...

ନୂତନ ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼. ଅଜୟ କୁମାର ତ୍ରିପାଠୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହାକୁ ନେଇ ନୂତନ ଅଧ୍ୟକ୍ଷଙ୍କୁ ଏହି କଲେଜର ପୁରାତନ ଛାତ୍ର ସଂସଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୁରାତନ
Read More...

ଟାଟା ଚା’ କମ୍ପାନୀ ସମ୍ମୁଖରେ ଏ.ପି.ପି.ଏଲ୍. କର୍ମଚାରୀ ୟୁନିୟନ ପକ୍ଷରୁ ୪ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର୍ ସଂଘ ସହ ଅନୁବନ୍ଧିିତ ଏ.ପି.ପି.ଏଲ୍ କର୍ମଚାରୀ ୟୁନିୟନ ତରଫରୁ ୪ଦଫା ଦାବି ନେଇ ଗୁରୁବାର ଟାଟା ଚା' ପ୍ଲାଣ୍ଟ ଆଗରେ ଆନ୍ଦୋଳନ କରି ଟାଟା-ପ୍ଲାଣ୍ଟ କର୍ମଚାରୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଞ୍ଜାମ ଜିଲ୍ଲା
Read More...

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌ : ୧ ଆହତ, ୨ ମୃତ

ବ୍ରହ୍ମପୁର : ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କାଳିଞ୍ଜିପଲ୍ଲୀ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଖବର ଅନୁଯାୟୀ ବରଯାତ୍ରୀ ଯାଇ ବାଇକ୍‌ରେ ତିନି ଜଣ ଫେରୁଥିଲେ । ହେଲେ
Read More...

ଉତ୍ତରପ୍ରଦେଶର ୧୦ମ ଶ୍ରେଣୀ ଛାତ୍ର ସୁମେଶ ପୋଲିସ ଗୁଳିରେ ନିହତ ଘଟଣାର ପ୍ରତିବାଦରେ ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉତ୍ତର ପ୍ରଦେଶର ଜଣେ ଦଳିତବର୍ଗର ନାବାଳକ ଅବା ୧୦ମ ଶ୍ରେଣୀ ଛାତ୍ର ସୁମେଶଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିବା ଅତ୍ୟନ୍ତ ଦୁଃଖ ଓ ପରିତାପ ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଯାହାକି ଶୁଣିଲେ ଅନେକ ଦୁଃଖରେ ଭାଙ୍ଗି ପଡ଼ନ୍ତି । ଏହା ଯେ'
Read More...

ମଲ୍ଲାଡଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲ୍ଲାଡଠାରେ ପ୍ରତିଷ୍ଠିତ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଶାନ୍ତି ଅନନ୍ଦାଶ୍ରମ ଶାଖାର ୪୪ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । କରମଳା ଶାନ୍ତି ଆନନ୍ଦାଶ୍ରମର
Read More...

ରାମଚଣ୍ଡୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରୁ ମାତ୍ର ୮ କିମି ଦୂର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମରେ ବିଜେମାନ କରିଥିବା ଯାହାକି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ମା’ରାମଚଣ୍ଡୀ ମହୋତ୍ସବ-୨୦୨୪ର ପ୍ରଥମ ସନ୍ଧ୍ୟାରେ ବାଘ ନାଚ : ଦୁଲକୀ ଉଠିଲା ମଞ୍ଚ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ନିକଟସ୍ଥ ମା'ରାମଚଣ୍ଡୀ ମନ୍ଦିର ନବକଳେବରର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ରଜନୀରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତରେ ପରିବେଶ ମନ୍ତ୍ରମୁଗ୍ଧ ହୋଇଉଠିଥିଲା । ତାହାଠାରୁ ଅଧିକ ଦୁଇ
Read More...