Browsing Tag

bramhapur news

ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ନିମନ୍ତେ ବିନା ଔଷଧରେ ଆରୋଗ୍ୟ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ୍ ପରିସରରେ ରୋଟାରୀୟାନ୍ ତଥା ରୋଟାରୀ ସଭାପତି ନିରଞ୍ଜନ ପାତ୍ରଙ୍କ ତତ୍ତ୍ଵାବଧାନରେ ଗତ ରବିବାର ଏକଦିନିକିଆ ବିନା ଔଷଧରେ ଆରୋଗ୍ୟ ଶିବିରର ଆୟୋଜିତ ହୋଇଯାଇଛି । ପ୍ରକାଶ ଥାଉକି, ମାନବ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ
Read More...

ଧର୍ମପରାୟଣ ସ୍ୱର୍ଗତ ବନମାଳି ରେଡ୍ଡୀଙ୍କ ଦ୍ୱାଦଶାହ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଦେବୀନଗର ମଧ୍ୟମ ଲାଇନ୍‌ରେ ରହୁଥିବା ଜଣେ ଧର୍ମପରାୟଣ ବ୍ୟକ୍ତି, ଭକ୍ତିବାଦ ସତ୍‌ସଙ୍ଗ୍‌ ଭଜନ କଳାକାର, ଅବସରପ୍ରାପ୍ତ ପୋଲିସ ବିଭାଗର ଡ୍ରିଲ୍-ଇନସ୍ପେକ୍ଟର ତଥା ବିଶିଷ୍ଟ ସମାଜସେବୀ ଏସ୍‌. ବନମାଳି ରେଡ୍ଡୀଙ୍କ ଇତି ମଧ୍ୟରେ ପରଲୋକ
Read More...

ଆଧ୍ୟାତ୍ମିକ ଭକ୍ତି ଭାବଧାରାରେ ମନ୍ତ୍ରୀଡି ସ୍ଥିତ ପାଲୁର୍ ହିଲ୍ ମୁଖରୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସିଦ୍ଧ ଭୈରବୀ ପୀଠ ମନ୍ତ୍ରୀଡି ପଞ୍ଚାୟତ ଅଧୀନସ୍ଥ ପାଲୁର୍ ହିଲ୍ ଗ୍ରାମରେ ବିଶାଳ ଆଧ୍ୟାତ୍ମିକ ସମାବେଶ, ଦୀର୍ଘତ୍ତମ ଶ୍ରୀ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଅବସରରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ବିଧିବଦ୍ଧ ଭାବେ ପାଳନ
Read More...

ଜାତୀୟ ବୁନସେନ୍ ବର୍ନର୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଚ୍ଚ ୩୧ରେ ଜାତୀୟ ବୁନସେନ୍ ବର୍ନର୍ ଦିବସ ପାଳନ ହୁଏ । ଏହି ଦିନଟି ବୁନସେନ୍ ବର୍ନର୍‌ର ଚମତ୍କାର ଉଦ୍ଭାବନକୁ ସ୍ମରଣ କରିବା ପାଇଁ ଉତ୍ସର୍ଗୀକୃତ ଅଟେ, ଯାହା ବୈଜ୍ଞାନିକ ଏବଂ ଛାତ୍ରମାନଙ୍କୁ ସେମାନଙ୍କ ପରୀକ୍ଷଣରେ ସାହାଯ୍ୟ କରିଆସୁଛି । ସେହି
Read More...

ଗଞ୍ଜାମ ଜିଲ୍ଲାର ବାଙ୍କେଶ୍ୱରୀଙ୍କ ପୀଠରେ ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ସେବା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ଡ଼ୁମ୍ବୁଳା ଗ୍ରାମରେ ସୁପ୍ରସିଦ୍ଧ ମା' ସିଦ୍ଧ ବାଙ୍କେଶ୍ୱରୀ ଦେବୀଙ୍କର ପୀଠ ପରିସରରେ ଭାରତ ସ୍କାଉଟ, ଗାଇଡ଼ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ସେବା ଶିବିର କାର୍ଯ୍ୟ ସମ୍ପାଦିତ ହୋଇଥିଲା ।
Read More...

ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ଆବଶ୍ୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ବିଧିବଦ୍ଧ ହେବା ଆବଶ୍ୟକ । ଏହାକୁ କାର୍ଯ୍ୟକାରୀ କରାଗଲେ ଓଡ଼ିଶାରେ ଏକ ଉନ୍ନୀତ ଓ ଉଚିତ୍ ଗଣତନ୍ତ୍ର ଶାସନ ଫେରିଆସିବ । ଯାହାଫଳରେ ଲୋକମାନେ ଉଚିତ୍‌ ନ୍ୟାୟ ପାଇପାରିବେ । ଗଣତନ୍ତ୍ରର ପ୍ରକୃତ ସ୍ୱାଦ
Read More...

ବୈଚିତ୍ରମୟ ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ପରମ୍ପରା ଅତ୍ୟନ୍ତ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ଦୋଳପର୍ବ ଓଡ଼ିଶା ପ୍ରସିଦ୍ଧ ତଥା ରାଜ୍ୟର ଶ୍ରେଷ୍ଠ ବୋଲି ଜନମାନସରେ ମାନ୍ୟତା ଲାଭ କରିଛି । ଯାତ୍ରା କମିଟି ଦ୍ଵାରା ପରିଚାଳିତ ହୋଇଆସିଥିବା ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ଦୋଳ ମେଲଣ ଯାତ୍ରା ପାରମ୍ପରିକ
Read More...

ବୈଚିତ୍ରମୟୀ ଅପୂର୍ବ ସମ୍ଭାର ଐତିହାସିକ ଗଞ୍ଜାମ ସହରର ଦୋଳପର୍ବର ପରମ୍ପରା ଏକ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ଦୋଳପର୍ବ ଓଡ଼ିଶା ପ୍ରସିଦ୍ଧ ତଥା ରାଜ୍ୟର ଶ୍ରେଷ୍ଠ ପ୍ରଥମତମ ବୋଲି ଜନମାନସରେ ମାନ୍ୟତା ଲାଭ କରିଛି । ଯାତ୍ରା କମିଟୀ ଦ୍ଵାରା ପରିଚାଳିତ ହୋଇଆସିଥିବା ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ଦୋଳ ମେଲଣ ଯାତ୍ରା ପାରମ୍ପରୀକ
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗ ଏକ ଅଗଣତାନ୍ତ୍ରିକ : ଆପ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗ ଆରୋପ ଲଗାଇବା ଏକ ଅଗଣତାନ୍ତ୍ରିକ ବୋଲି ଆପ୍ ଦୃଢ଼ ପ୍ରତିବାଦ କରିଛି । ଏହାକୁ ସାରା ଭାରତରେ ବିଭିନ୍ନ ମହଲରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ପ୍ରତିବାଦ ସଭା କରିବ ବୋଲି
Read More...

ଗଜାନନ ତ୍ରିପାଠୀଙ୍କୁ ମିଳିଲା ସମ୍ମାନ ଜନକ ଡ଼କ୍ଟରେଟ୍‌ ଉପାଧି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ଅବା ଏକାଧାରରେ ଲେଖକ କବି, ସାମ୍ବାଦିକ ତଥା ପରିବେଶବିତ୍ ପ୍ରକୃତି ମଣିଷ, ଆଇନଜୀବୀ ଏବଂ ସମାଜସେବୀ, ପ୍ରାକୃତିକ ଚିକିତ୍ସା ସହାୟକ କବିରାଜ ବୈଦ୍ୟଶ୍ରୀ ଗଜାନନ ତ୍ରିପାଠୀଙ୍କୁ ସମ୍ମାନ ଜନକ ଡ଼କ୍ଟରେଟ୍‌ ଉପାଧି ଲାଭ
Read More...