ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବ : ଦ୍ୱିତୀୟ ଦିବସରେ ନାମ ମଣ୍ଡପ ପ୍ରତିଷ୍ଠା
ବୌଦ୍ଧ, (ଦିଲ୍ଲିପ କୁମାର ସରାପ) : ବୌଦ୍ଧ ଜିଲ୍ଲାର ପାଇକବାହାଲ ଗ୍ରାମରେ ଚାରି ଦିନ ବ୍ୟାପୀ ହେଉଥିବା ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ଦିନରେ ଆଜି ନାମ ମଣ୍ଡପ ପ୍ରତିଷ୍ଠା କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ତୁଲସୀ ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ!-->…
Read More...
Read More...