Browsing Tag

boudh news

କଣ୍ଟାମାଲ ଅଞ୍ଚଳରେ କାଳ ବୈଶାଖୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ବର୍ଷା ହୋଇଛି । ୩୦ ରୁ ୪୦ କିମି ବେଗରେ ପବନ ବୋହିବାରୁ କେତେ ଚାଷୀଙ୍କ ଡାଲୁଆ ଧାନ କିଛି ପରିମାଣରେ ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷରେ ଆମ୍ବ, ପନିପରିବା ମଧ୍ୟ ଖୁବ ନଷ୍ଟ ହୋଇଯାଇଥିବା ଖବର ମିଳିଛି ।
Read More...

ମନମୁଣ୍ଡା ଡାକ୍ତରଖାନାରେ ସାମାଜିକ ଦୂରତାକୁ ଫୁ

ବୌଦ୍ଧ, (ମମତା ମହାକୁର) : କିଛିଦିନ ହେଲା ବୌଦ୍ଧ ଜିଲ୍ଲାରେ ଟୀକା ଅଭାବରୁ ଟୀକାକରଣ ବନ୍ଦ ଥିବାବେଳେ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି । ଜିଲ୍ଲାର ଟୀକାକରଣ କେନ୍ଦ୍ର ଗୁଡିକରେ ଆଜି ଲୋକଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି । ଲୋକେ ଟୀକା ନେବାପାଇଁ ଆକୁଳହୋଇ କୋଭିଡ୍‌ ନିୟମ ମଧ୍ୟ
Read More...

ଆଜି ବୌଦ୍ଧରେ ସାମ୍ବାଦିକଙ୍କୁ ଟୀକା

ବୌଦ୍ଧ, (ମମତା ମହାକୁର) : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଜି ବୌଦ୍ଧ ଜିଲାରେ ସ୍ୱତନ୍ତ୍ର ଭାବେ ଟୀକାକରଣ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଚାଲିଛି । ବର୍ତ୍ତମାନ କିଛିଦିନ ହେଲା ଟୀକା ଅଭାବ ଥିବା ଅଭିଯୋଗ ହେଉଥିବା ବେଳେ ଆଜି ପୁଣି ଆରମ୍ଭ ହୋଇଛି । ସାମ୍ବାଦିକମାନଙ୍କୁ ଟୀକା
Read More...

ପୁଅ ସହ ମିଶି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ମହଙ୍ଗା ପଡିଲା : ପାଲଝାର୍‌ ଫାର୍ମ କୃଷି…

ବୌଦ୍ଧ, (ବଂଶୀଧର ମାଝୀ) : ପୁଅ ସହିତ ମିଶି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଜୈନିକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ମହଙ୍ଗା ପଡିଲା । ଏହି ବହୁ ଚର୍ଚ୍ଚିତ ଘଟଣା ପାଇଁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାଲଝାର କୃଷି ଫାର୍ମର କୃଷି ଅଧିଦର୍ଶକ ବାନାମ୍ବର ସାହୁଙ୍କୁ ସେଠାରୁ ବିଦାକରି
Read More...

ବୁର୍ଲା କୋଭିଡ ହସ୍ପିଟାଲରେ ବୌଦ୍ଧ ଜେଲ ଅନ୍ତବାସୀଙ୍କ ମୃତ୍ୟୁ : ଚିକିତ୍ସାରେ ଅବହେଳା ଅଭିଯୋଗ କରି ବୌଦ୍ଧ ଜେଲରେ…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ଲାଣ୍ଡିବନ୍ଧଠାରେ ଥିବା ସ୍ୱତନ୍ତ୍ର ଉପକାରାଗାରର କରୋନା ସଂକ୍ରମିତ ବିଚାରାଧିନ ବନ୍ଦୀ ଚିକିତ୍ସା ଧିନ ଅବସ୍ଥାରେ ବୁର୍ଲା କୋଭିଡ ଚିକିତ୍ସାଳୟରେ ବୁଧବାର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ଚିକିତ୍ସା ଅବହେଳାରୁ
Read More...

ବୌଦ୍ଧରେ ଗୁଟଖା, ପାନ ମସଲାର ବ୍ୟାପକ କଳା ବଜାର

ବୌଦ୍ଧ, (ମମତା ମହାକୁର) : କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ମଇ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହାର ସୁଯୋଗ ନେଇ ବୌଦ୍ଧ ସହର ସମେତ ବାଉଁଶୁଣୀ, ପୁରୁଣା କଟକ, ମନମୁଣ୍ଡା ଓ କଣ୍ଟାମାଳ ଅଞ୍ଚଳରେ ଗୁଟଖା ବ୍ୟବସାୟୀ
Read More...

ବୌଦ୍ଧ ଜିଲ୍ଲାର ପାଲଝାର : କୃଷିଫାର୍ମ ଦୁର୍ନୀତିର ତଦନ୍ତ ପାଇଁ ଜିଲ୍ଲା ବିଜେପିର ଦାବୀପତ୍ର

ବୌଦ୍ଧ, (ମମତା ମହାକୁର) : କୃଷିବିଭାଗ ପରିଚାଳିତ ପାଲଝାର କୃଷିଫାର୍ମର ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତି ସମ୍ପର୍କୀତ ଖବର ମାନେ ପ୍ରକାଶ ପାଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳେ ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ କରଡାକୋଠା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ମାଲବାହୀ ଟ୍ରକ ରାସ୍ତାରେ ଓଲଟି ପଡିଥିଲା । ହେଲେ ସୌଭାଗ୍ୟ ବଶତଃ ଟ୍ରକର ଡ୍ରାଇଭର ଓ ଖଲାସୀ ଅଳ୍ପକେ
Read More...

ବାଉଁଶୁଣିରେ ଡାକ୍ତର ମରୁଡି : ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ୍‌ ମହାମାରୀ ଭଳି ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ
Read More...

ଅବସରପ୍ରାପ୍ତ ପ୍ରଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବୌଦ୍ଧ, (ବଂଶୀଧର ମାଝୀ) : ସୋମବାର ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣେନ୍ଦୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି
Read More...