Browsing Tag

boudh news

ପାରିବାରିକ ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ ଭାଇ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶୁଣ୍ଡିପଦର ଗ୍ରାମ ପଞ୍ଚାୟତ ମନୋହରପୁର ଗ୍ରାମରେ ପାରିବାରିକ ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଗତକାଲି ରାତିରେ ଘଟି ଯାଇଛି । ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା
Read More...

କଣ୍ଟାମାଳ ବନାଞ୍ଚଳରେ ବିପୁଳ ପରିମାଣର କାଠ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ବନ ବିଭାଗର ୭୨ ଜଣିଆ ଏକ ସ୍ୱତନ୍ତ୍ର ଟିମ କଣ୍ଟାମାଳ ବନାଞ୍ଚଳର ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହିତ ବିପୁଳ ପରିମାଣର ଅର୍ଦ୍ଧନିର୍ମିତ ଆସବାବପତ୍ର ବନ ବିଭାଗ ଜବତ କରିଛି । ବୌଦ୍ଧ
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବିୟୋଗ

ବୌଦ୍ଧ, (ମମତା ମହାକୁର) : ଜିଲ୍ଲାର କଣ୍ଟାମାଲ ବ୍ଲକର ମିଳିତ ଗ୍ରାପ ହାଇସ୍କୁଲ ପଲସାଗରାର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରହରାଜଙ୍କ ଗତକାଲି ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସେ ଜଣେ ନିଷ୍ଠାବାନ ଶିକ୍ଷକ ଭାବରେ
Read More...

ଅମାନିଆଙ୍କ ଠାରୁ ୨୮ହଜାର ତଣ୍ଡ ଅସୁଲି

ବୌଦ୍ଧ, (ବଂଶୀଧର ମାଝୀ) : ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଅନୁପାଳନକୁ ଯାଞ୍ଚ କରାଯାଇ ୧୭ଜଣ ଅମାନିଆଁଙ୍କ ଠାରୁ ୨୮ହଜାର ଟଙ୍କା ତଣ୍ଡ ଅସୁଲି ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ମତେ ରବିବାର ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କ
Read More...

ଦୀର୍ଘଦିନ ହେଲା ଅଚଳ ହୋଇ ପଡିରହିଛି ନଳକୂପ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରାମର ଅମାତ ସାହିର ନଳକୂପ ଦୀର୍ଘ ୧୦ ଦିନ ହେବ ଅଚଳ ଅବସ୍ଥାରେ ପଡିରହିଛି, ଯାହାଫଳରେ ଗୋଟାଏ ନଳକୂପରେ ନିର୍ଭର ପଡାଲୋକ ବର୍ତ୍ତମାନ ପାଣି ବୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ
Read More...

ପୁଣ୍ୟଶ୍ଲୋକ ପଟ୍ଟନାୟକଙ୍କ ପରଲୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ସମନ୍ୱୟ ଜଳ ବିଭିଜିକା ପକଳ୍ପର ପ୍ରକଳ୍ପ ସଂଯୋଜକ ପୁଣ୍ୟଶ୍ଲୋକ ପଟ୍ଟନାୟକଙ୍କ ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେବ କୋଭିଡ଼ରେ ଆକ୍ରାନ୍ତ ଥିଲେ । ସେ ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ପିଡ଼ି ଭାବେ
Read More...

ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଗୁଗୁଲ ମିଟ ମାଧ୍ୟମରେ ଜିଲା ସଭାପତି ରତ୍ନାକର ବେହେରାଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆ 'ଓଡିଶା ଭାସ୍କର'ର ଜିଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ
Read More...

ଏବେ କୋରନା ଗାଁ ମୁହାଁ, ସ୍ଥିତି ଅସମ୍ଭାଳ : ଗାଁ ଗାଁରେ ଜ୍ଵର ଆରମ୍ଭ

ବୌଦ୍ଧ, (ମମତା ମହାକୁର) : ଆଜି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୮୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ
Read More...

ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ସକାଳ ୯ ଟା ବେଳକୁ ଆରମ୍ଭ ହୋଇଯାଇଛି । ଦୁଇଦିନ ତଳେ ବର୍ଷା ଓ ପବନ ହୋଇଥିବା ବେଳେ ଆଜି ପୁଣି ଆରମ୍ଭ ହୋଇଥିବା ଯୋଗୁଁ ଅନେକ ଚାଷୀ ଡାଲୁଆ ଧାନକୁ ନେଇ ଚିନ୍ତାରେ ଅଛନ୍ତି । ଆମ୍ବ ବଗିଚା
Read More...

କଣ୍ଟାମାଲ ଅଞ୍ଚଳରେ କାଳ ବୈଶାଖୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ବର୍ଷା ହୋଇଛି । ୩୦ ରୁ ୪୦ କିମି ବେଗରେ ପବନ ବୋହିବାରୁ କେତେ ଚାଷୀଙ୍କ ଡାଲୁଆ ଧାନ କିଛି ପରିମାଣରେ ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷରେ ଆମ୍ବ, ପନିପରିବା ମଧ୍ୟ ଖୁବ ନଷ୍ଟ ହୋଇଯାଇଥିବା ଖବର ମିଳିଛି ।
Read More...