Browsing Tag

boudh news

ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସିମିଳିପଦର ଗ୍ରା.ପ. ପତ୍ରପାଲିର ସାଂସ୍କୃତିକ ଅନୁଷ୍ଠାନ ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅବସରରେ ବହୁଚର୍ଚିତ ନାଟକ ସଂଧ୍ୟାତାରା ଅନୁଷ୍ଠିତ ଗତକାଲି ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ପ୍ରଧାନ
Read More...

କାର ଓ ବାଇକ ମୁହାଁମୁହିଁ ଧକ୍କା : ବାଇକ ଆରୋହି ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : କିଆକଟା ମହାନଦୀ ସେତୁ ଉପରେ କାର ଓ ବାଇକ ମୁହାଁମୁହିଁ ଧକ୍କାହୋଇ ବାଇକ ଆରୋହି ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଶୀତ ଦିନେ ବାହାର ରାଜ୍ୟରୁ କମ୍ବଳ ବିକ୍ରି କରିବାକୁ ଆସିଥିବା ସାଇଦୁଲ ଇସଲାମ ନାମକ ଜଣେ ବ୍ୟବସାୟୀ କିଆକଟା ପଟେ
Read More...

ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ବିଭାଗର ସମୀକ୍ଷା ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଘଟଣାମୂଳକ ପଏଣ୍ଟ ଉପରେ ପ୍ରତ୍ୟେକ ବିଭାଗର ଡେପୁଟି କଲେକ୍ଟର,
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ ସଭା

ବୌଦ୍ଧ, (ବଂଶୀଧର ମାଝୀ) : ବଲାଙ୍ଗିର ଜିଲାର ଜଣାଶୁଣା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ, ସଂଗଠକ ଓ ନାଟ୍ୟକାର ସତ୍ୟନାରାୟଣ ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ବେଳେ ବୌଦ୍ଧଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ଷ୍ଟାଡିୟମ ପରିସରସ୍ଥିତ ଜିଲା କ୍ରୀଡା ସଂସଦ
Read More...

ଜିଲ୍ଲା ପରିବହନ ବିଭାଗର ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୀରନରସିଂହପୁର ଉଚ୍ଚ ବିଦ୍ୟାଳୟରେ ରକ୍ଷକ ପ୍ରକଳ୍ପର ପ୍ରଥମ ପ୍ରତିକ୍ରିୟାଶୀଳ ବ୍ୟକ୍ତି ବିଶେଷଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାରେ ଆହତ ହେବାର ପ୍ରଥମ ଘଣ୍ଟା
Read More...

ବୌଦ୍ଧ ଜିଲ୍ଲା ପରିଷଦ ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଜିଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ସାଂସଦ ପ୍ରତିନିଧି
Read More...

ଜିଲା ଯୋଜନା ବୋର୍ଡ ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ପଞ୍ଚାୟତ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲା ଯୋଜନା ବୋର୍ଡ ବୈଠକ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୧-୨୨ ପାଇଁ ଯୋଜନା ବୋର୍ଡ ବୈଠକର ଆଭିମୁଖ୍ୟ ଉପରେ
Read More...

ହରଭଙ୍ଗା ଜେଏମ୍‌ଏଫ୍‌ସି କୋର୍ଟ ନୂତନ କୋଠା ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଜେଏମ୍‌ଏଫ୍‌ସି କୋର୍ଟ ନୂତନ କୋଠା ଘର ସୋମବାର ଆଭାସି ମାଧ୍ୟମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ ମୁରଲୀଧର, ବିଚାରପତି ସାବିତ୍ରୀ ରଥୋଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ହରଭଙ୍ଗାରେ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ
Read More...

ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଗ୍ୟାସ ପିଲିଙ୍ଗ ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁଲାଗି ୨ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବସଷ୍ଟାଣ୍ଡ ନିକଟରେ ଥିବା ଭୁବନେଶ୍ୱରୀ ଏଣ୍ଟରପ୍ରାଇଜର୍ସ ନାମକ ଏକ ଗ୍ୟାସ ଫିଲିଙ୍ଗ ଦୋକାନରେ ଗୋଟିଏ ଖାଲି ଗ୍ୟାସ ଟାଙ୍କିରେ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ହଠାତ ଅଗ୍ନିକାଣ୍ଡ ଘଟି ଦୋକାନ ମାଲିକଙ୍କ ସମେତ ଅନ୍ୟଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ ।
Read More...

ବୌଦ୍ଧ ଜିଲ୍ଲା ବଲାସିଙ୍ଗାଠାରେ ବିଜେଡି ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ସୋନପୁର ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଦୁଇ ବିଜେଡି ମନ୍ତ୍ରୀଙ୍କୁ ଜିଲ୍ଲାର ବଲାସିଙ୍ଗାଠାରେ କଳା ପତାକା ପ୍ରଦର୍ଶନ ସହ ଅଣ୍ତା ମାଡ କରାଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ
Read More...