ବୌଦ୍ଧ ମହାନଦୀ ବ୍ରିଜ ଛକରେ ଜଳିଗଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ୯ ତୀର୍ଥଯାତ୍ରୀ
ବୌଦ୍ଧ : ପୁରୀରୁ ମହାରାଷ୍ଟ୍ରକୁ ଫେରୁଥିବା ଏକ ବୋଲେରୋ ଗାଡି ବୌଦ୍ଧ ମହାନଦୀ ବ୍ରିଜ ଛକଠାରେ ହଠାତ୍ ଜଳି ଯିବା ଯୋଗୁଁ ଗାଡିରେ ଥିବା ୯ ଜଣ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ, ମହାରାଷ୍ଟ୍ରର ୯ ଜଣ ତୀର୍ଥଯାତ୍ରୀ ପୁରୀରୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି!-->…
Read More...
Read More...