Browsing Tag

bonogmunda news

ବେଳପଡ଼ା ପଞ୍ଚାୟତରେ ମନରେଗା ଦୁର୍ନୀତିକୁ ଖଣ୍ଡନ କଲେ ଶ୍ରମିକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତରେ ମନରେଗାରେ ଲୋକେ ଦୁର୍ନୀତି ଅଭିଯୋଗ କରିଥିବା ବେଳେ ଦୁର୍ନୀତି ହୋଇନାହିଁ ବୋଲି ପଞ୍ଚାୟତର ଶ୍ରମିକ ମାନେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଦ୍ୱାରସ୍ଥ ହୋଇଥିଲେ । ବେଳପଡ଼ା
Read More...

ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ସଚେତନତା ମୂଳକ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ଗ୍ରାମପଞ୍ଚାୟତ ସ୍ତରୀୟ ପାରସ୍ପରିକ ବାର୍ତ୍ତାଲାପ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଠେମରା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିବାଜୀ ଇସଲୱାରଙ୍କ ଅକ୍ଷତାରେ ଅନୁଷ୍ଠିତ
Read More...

ସ୍ୱଚ୍ଛତା ଦିବସ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ୱଚ୍ଛତା ଦିବସ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚୁଲିଫୁଙ୍କା ପଞ୍ଚାୟତର ସରପଞ୍ଚ ଯମୁନା
Read More...

କପିଲାଭଟାରେ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ହେବାକୁ ଥିବା ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୈଠକରେ ଆବାହାକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ହୋଇଥିଲା । ଆସନ୍ତା ଅକ୍ଟୋବର
Read More...

ଐତିହାସିକ ଯୋଗିନୀ ପୀଠକୁ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା : ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲ କୁ ପରିଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା । ୬୪ଯୋଗିନୀ ମନ୍ଦିର
Read More...

ଦାଦନଗଡରେ ପ୍ରବାସୀ ଶ୍ରମିକର କରୁଣ କାହାଣୀ : ଦେଢ଼ବର୍ଷ ପରେ ଘରକୁ ପହଞ୍ଚିଲା ନିଖୋଜ ଯୁବତୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କେନ୍ଦ୍ର ଓ ରାଜ୍ୟ ସରକାର ଦିନକୁ ଦିନ ବିଭିନ୍ନ ଯୋଜନା ଆଣୁଛନ୍ତି ଗରିବ ଖଟିଖିଆ ପରିବାରମାନଙ୍କ ପାଇଁ । ମଣିଷର ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ତରରେ କିଛି ନା କିଛି ଯୋଜନା ରହିଛି । ତଥାପି କାହିଁକି କେଜାଣି ବଲାଙ୍ଗିର
Read More...

ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ : ତଲେ ପଡିଯାଇ ଉଡ଼ିଗଲା ସ୍ୱାମୀଙ୍କ ପ୍ରାଣବାୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମୃତ୍ୟୁ ବି ଏମିତି ଆସେ । ତଳେ ପଡି ଚାଲିଗଲା ପ୍ରାଣବାୟୁ । ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ନିଜ ସ୍ତ୍ରୀ, ଝିଅ ସହ ଟଙ୍କା ଉଠାଣ ପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଆସିଥିବା ସ୍ୱାମୀଙ୍କ ଜୀବନ ଚାଲିଯିବା ଭଳି ଏକ ଅଭାବନୀୟ ଘଟଣା
Read More...

ପୁଞ୍ଜିପଥର ଡଙ୍ଗରବୁଢା ମନ୍ଦିରରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଲେ ଦୁବୃର୍ତ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ୪୨ ନଂ ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ପୁଞ୍ଜିପଥର ଡଙ୍ଗରବୁଢା ମନ୍ଦିରରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଲେ ଦୁବୃର୍ତ୍ତ । କଣ୍ଟାବାଞ୍ଜି ଥାନାରେ ମନ୍ଦିର ପରିଚାଳନା କମିଟି
Read More...

କପସିଲାଠାରେ କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ

ବଡଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କପସିଲା କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ ବଡଙ୍ଗୋମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କପସିଲା ସିଆରସିସି ସୁଧାଂଶୁ ପୁଟା ତାଲିମ କାର୍ଯ୍ୟକ୍ରମ ପରିଚାଳନା ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ
Read More...

ଦନ୍ଦରା ଗାଁ ଚାଷୀ ଆତ୍ମହତ୍ୟା ଘଟଣା : ପରିବାର ନିକଟରେ ପହଞ୍ଚିଲେ ବିଜେଡି ନେତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ ଅଧିନସ୍ଥ ଦନ୍ଦରା ଗାଁର ଚାଷୀ ରାଜକୁମାର ପାତ୍ର ନିଜ ଚାଷ ଜମିର ବିଷ ପିଇ ଆତ୍ମହତ୍ୟା କରିଥଲେ ।। ରାଜକୁମାର ନିଜ ଜମିରେ ଚାଷ କରିବା ସହ ଅନ୍ୟ
Read More...