Browsing Tag

bongomunda news

କରୋନାରେ ବିଜ୍ଞାନ ଶିକ୍ଷକ ପବିତ୍ର ମେହେରଙ୍କ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବେଳପଡା ଗାଁ ନିବାସୀ ପବିତ୍ର ମେହେରଙ୍କ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବଲାଙ୍ଗିର କୋଭିଡ ହସପିଟାଲ ରେ ଭର୍ତ୍ତି ହୋଇଥିଲେ ।
Read More...

ବଙ୍ଗୋମୁଣ୍ଡାରେ ୧୦୦ ଜଣ ଦିନ ମଜୁରିଆ ଓ ରିକ୍ସା ଚାଳକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସାରା ଓଡିଶାରେ ଏବେ କରୋନା ପାଇଁ ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରାକାର । ଲକଡାଉନ ଯୋଗୁଁ ବିଶେଷ କରି ଦିନ ମଜୁରିଆ, ରିକ୍ସା ଚାଳକ ଓ ସାଇକେଲ ମେକାନିକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାମ ଧନ୍ଦା ଅଭାବ ସହ କାମ ନ
Read More...

ଦୁଇ ସଦସ୍ୟଙ୍କ ଅକାଳ ମୃତ୍ୟୁକୁ ନେଇ ଝରିଆଲ ମହୋତ୍ସବ କମିଟୀର ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ମାଟିର ଐତିହ୍ୟ ସମ୍ପନ୍ନ ରାଣିପୁର ଝରିଆଲର ଇତିହାସ ଓ ଯୋଗିନୀ ପୀଠର ମହନିୟତାକୁ ବଂଚାଇ ରଖିବାକୁ ତଥା ବିଶ୍ୱ ଦରବାରରେ ରାଣୀପୁର ଝରିଆଲକୁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରାଇବା ଆଶାରେ ଏକ ପଦକ୍ଷେପ ସ୍ୱରୂପ ଝରିଆଲ ମହୋତ୍ସବର ଆୟୋଜନ
Read More...

ବାଇକ ଦୁର୍ଘଟଣାରେ କଲେଜ କର୍ମଚାରୀ ମୃତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀ ବାଇକ ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ସୂଚନା ମତେ, ବଙ୍ଗୋମୁଣ୍ଡା ସଦରର ଭୁବନେଶ୍ୱର
Read More...

ଯୁବ ସାମ୍ବାଦିକଙ୍କ ଭାତୃ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ସଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ଭାତୃ ସୁରେନ୍ଦ୍ର ହଂସ(୩୩)ଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲରେ ଚିକିତ୍ସିତ
Read More...

ବଙ୍ଗୋମୁଣ୍ଡାରେ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଆମ୍ବେଦକର ଛକ୍‌ ଠାରେ ଗତକାଲିି ବଙ୍ଗୋମୁଣ୍ଡା ବାବାସାହେବ ସଂଗଠନ ତରଫରୁ ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

ଗ୍ରାମବାସୀଙ୍କ ପକ୍ଷରୁ କୁଣ୍ଡାବୁଟୁଲା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟୁଲା ଛେଲିଆ ସାହୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ସାରଦା ପ୍ରସାଦ ଦାସଙ୍କୁ କୁଣ୍ଡାବୁଟୁଲା ଗ୍ରାମବାସୀଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି କୁଣ୍ଡାବୁଟୁଲା ଗ୍ରାମର ପ୍ରତେକ ଘରକୁ
Read More...

ସାଗୁନଭାଡିରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସମ୍ମିଳନୀ : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଯାଦବମାନେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଂଚାୟତ ସାଗୁନଭାଡି ଗ୍ରାମର ଆମ୍ବତୋଟା ଠାରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଚଣ୍ଡୀ ସମଲେଇଙ୍କୁ ପୂଜାର୍ଚ୍ଚନା କରାଯିବା ପରେ
Read More...

ସିନ୍ଧେକେଲାରେ କେଶହରୀୟା ହିନ୍ଦୁ ବାହିନୀର ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଶିବ ମନ୍ଦିର ପ୍ରାଙ୍ଗଣରେ କେଶରୀୟା ହିନ୍ଦୁ ବାହିନୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେଶରୀୟା ହିନ୍ଦୁ ବାହିନୀର ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ନୌରାଜ ରଣାଙ୍କ ସଭାପତିତ୍ୱରେ
Read More...

ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ମହଖଣ୍ଡକୁ ପରାସ୍ତ କରି ସିକୁଆଁ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିିତ ଆନୁକୂଲ୍ୟରେ ଚାଲିଥିବା ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଯାପିତ
Read More...