Browsing Tag

bongomunda news

ମୁଣ୍ଡପଦର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ସ୍ଥାୟୀ ମ୍ୟାନେଜର ଓ ଚାଷୀଙ୍କ ବୀମା ଦାବୀରେ ଧାରଣା ଦେଲେ ଚାଷୀ

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ମୁଣ୍ଡପଦର ଗ୍ରାମରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ସ୍ଥାୟୀ ବ୍ୟାଙ୍କ ମ୍ୟାନେଜର ଓ ଚାଷୀ ମାନଙ୍କ ବୀମା କରିବା ଦାବୀରେ ଆଜି ଚାଷୀ ମାନେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ବିଭାଗୀୟ ଅଧିକାରୀଙ୍କ
Read More...

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଚମାର ମେହେର ଉଚ୍ଚ ବିଦ୍ୟାଳୟ ଠାରେ ୨୦୨୦ ମସିହାର ବ୍ଲକସ୍ତରୀୟ ବିଜ୍ଞାନ ମେଳାର ଭର୍ଚ୍ଚୁଆଲ ସିଲେକ୍ସନ କରାଯାଇଛି । ଉକ୍ତ ବିଜ୍ଞାନ ମେଲାରେ ପ୍ରାୟ ୨୫ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିବା
Read More...

କଣ୍ଟାବାଞ୍ଜି ବିଧାୟକଙ୍କ କପିଲାଭଟା ପଂଚାୟତ ଗସ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଗସ୍ତ କରି ଲୋକ ମାନଙ୍କ ବିଭିନ୍ନ ସମସ୍ୟାକୁ ବୁଝିଛନ୍ତି । ପ୍ରଥମେ ବରତୁଣ୍ଡା, ସନ୍ଧିସର, ଅଶୁର୍ଲା, କପିଲାଭଟା ଗାଁ କୁ ପହଂଚି ଗାଁଗୁଡିକରେ
Read More...

ଉତ୍କଳ ସେବକ ସମାଜ ପକ୍ଷରୁ ଏଡସ୍‌ ରୋଗୀଙ୍କୁ ଟୀକାକରଣ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ବରକାନୀ ଗ୍ରାମରେ ଓଡିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ଉତ୍କଳ ସେବକ ସମାଜ ଦ୍ୱାରା ପରିଚାଳିତ ଲିଙ୍କ ୱାର୍କର ସ୍କିମ ପ୍ରକଳ୍ପ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
Read More...

ଆମ ଗାଁ ସଂସ୍କୃତି ଶିକ୍ଷା ସଦନ ଶିକ୍ଷାକେନ୍ଦ୍ର ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତର ସାହାଯୋଟ ଗ୍ରାମର କଳାପ୍ରେମୀ ପାତଲପଡା ଏବଂ ସାଗୁନଭାଡି ଗ୍ରାମର ମିଳିତ ଉଦ୍ୟମ ଓ ପ୍ରଚେଷ୍ଟାରେ ଆମ ଗାଁ ସଂସ୍କୃତି ଶିକ୍ଷା ସଦନ ନାମରେ ଏକ ଶିକ୍ଷା ସଦନ ନାମରେ ଏକ ଶିକ୍ଷାକେନ୍ଦ୍ର
Read More...

କଣ୍ଟାବାଞ୍ଜିରେ ହେବାକୁ ଥିବା ମିନି ଷ୍ଟାଡିୟମକୁ ଭିଡିଓ କନଫରେନ୍ସରେ ଶିଲାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କଣ୍ଟାବାଞ୍ଜିରେ ହେବାକୁ ଥିବା ମିନିିି ଷ୍ଟାଡିୟମକୁ ଶିଲାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମଧ୍ୟାହ୍ନ ପ୍ରାୟ ୧୧.୪୫ରେ ଭିଡିଓ କନଫରେନ୍ସ
Read More...

କୋଶଲୀ କବି ଚତୁର୍ଭୂଜ ସାଆନ୍ତଙ୍କ ବିୟୋଗରେ ଶୋକସଭା

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ସାହିତ୍ୟ କଳା ପରିଷଦ ପକ୍ଷରୁ କୋଶଲୀ କବି ତଥା ଭାଷା ରକ୍ଷକ ଚତୁର୍ଭୂଜ ସାଆନ୍ତଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ମେଳାପି, କୋଶଲୀ ଭାଷାର ରକ୍ଷକ, ଅନେକ କବିତା ଭଳି ଅନେକ ପୁସ୍ତକ
Read More...

ସିନ୍ଧେକେଲାରେ ଦିନ ମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚଳିତ କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦେଖି ସାରା ଓଡିଶାରେ ଏବେ କରୋନା ପାଇଁ ଲକଡାଉନ । ଲକଡାଉନ୍‌ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି । ବିଶେଷ କରି ଅସହାୟ ଦିନ ମଜୁରିଆମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାମଧନ୍ଦା ବନ୍ଦ ରହିଥିବାରୁ
Read More...

କରୋନାରେ ବିଜ୍ଞାନ ଶିକ୍ଷକ ପବିତ୍ର ମେହେରଙ୍କ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବେଳପଡା ଗାଁ ନିବାସୀ ପବିତ୍ର ମେହେରଙ୍କ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବଲାଙ୍ଗିର କୋଭିଡ ହସପିଟାଲ ରେ ଭର୍ତ୍ତି ହୋଇଥିଲେ ।
Read More...

ବଙ୍ଗୋମୁଣ୍ଡାରେ ୧୦୦ ଜଣ ଦିନ ମଜୁରିଆ ଓ ରିକ୍ସା ଚାଳକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସାରା ଓଡିଶାରେ ଏବେ କରୋନା ପାଇଁ ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରାକାର । ଲକଡାଉନ ଯୋଗୁଁ ବିଶେଷ କରି ଦିନ ମଜୁରିଆ, ରିକ୍ସା ଚାଳକ ଓ ସାଇକେଲ ମେକାନିକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାମ ଧନ୍ଦା ଅଭାବ ସହ କାମ ନ
Read More...