ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସର କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ମିଳିବ
ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାର ଗତ ଅକ୍ଟୋବର ୨୫ ତାରିଖ ଦିନ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅଂଶଧନ ବିକ୍ରୀ ରାଜିନାମା କରିଥିଲେ ମଧ୍ୟ କର୍ମଚାରୀମାନଙ୍କ ସ୍ୱାର୍ଥକୁ ସରକାର ସୁରକ୍ଷା ଦେବେ । ନୀତିଗତ ନିଷ୍ପତ୍ତିକ୍ରମେ ଅଂଶଧନ ବିକ୍ରୀ ପରେ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର!-->…
Read More...
Read More...