Browsing Tag

bhogarai news

ଜିଲ୍ଲାର ୫ଟି ଶ୍ରେଷ୍ଠ ୫-ଟି ସ୍କୁଲ ମଧ୍ୟରେ ଜୟରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ

ଭୋଗରାଇ : ବାଲେଶ୍ଵର ଜିଲ୍ଲାର ୫ଟି ଶ୍ରେଷ୍ଠ '୫-ଟି ସ୍କୁଲ' ମଧ୍ୟରେ ଭୋଗରାଇ ବ୍ଲକର ଜୟରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ ହୋଇଛି । ବାଲେଶ୍ଵରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲା ମହୋତ୍ସବ 'କୋଶମ୍ବ', 'ପଲ୍ଲିଶ୍ରୀ' ମେଳାରେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ
Read More...

ମକର ସଂକ୍ରାନ୍ତିରେ ନୟାପାଲିରେ ସାପ୍ତାହିକ ହାଟ ଉଦ୍‌ଘାଟିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଖରିଦପିପଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମର ଗତ ଶନିବାର ଅପରାହ୍ନରେ ସାପ୍ତାହିକ ହାଟ ମୁଖ୍ୟ ଅତିଥି ବ୍ଲକ୍ ଉପାଧ୍ୟକ୍ଷା ମିନାରାଣୀ ସାସମଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାପାଲି ଗ୍ରାମର ସଭାପତି ତରୁଣ
Read More...

ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ କଣ୍ଟେନର : ୨୦ରୁ ଅଧିକ ଗୋରୁ ମୃତ

ଭୋଗରାଇ : ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ୫୭ ନମ୍ଵର ରାଜ୍ୟ ରାଜପଥ ମହାନ୍ତି ଛକ ନିକଟରେ ଗୋରୁ ଗାଡି ଦୁର୍ଘଟଣା ଘଟିଛି । ଏହି ଗୋରୁ ବୋଝେଇ କେଣ୍ଟନରରେ ୨୦୦ ରୁ ଅଧିକ ଗୋରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ ଭାରସାମ୍ୟ ହରାଇ ଗୋରୁ ଗାଡିଟି ଦୁର୍ଘଟଣା ହୋଇଛି ।
Read More...

ସୁବର୍ଣ୍ଣରେଖା ମୁହାଣ, ମୁରଲୀଚଢା ଓ କୀର୍ତ୍ତନିଆରେ‌ ଶେଷ ହେଲା ପକ୍ଷୀ ଗଣନା : ୨୩ ପ୍ରଜାତିର ମୋଟ ୮୨୨୬ ପକ୍ଷୀ

ଭୋଗରାଇ : ବାଲେଶ୍ଵର ଜିଲ୍ଲାର ଉପାନ୍ତ ଭୋଗରାଇ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ମୁହାଣ ସମେତ ଏହା ସଂଲଗ୍ନ ମୁରଲୀଚଢ଼ା ଓ କୀର୍ତ୍ତନିଆରେ ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି । ବିଭିନ୍ନ ୨୩ ପ୍ରଜାତିର ୮୨୨୬ ଗୋଟି ପକ୍ଷୀ ଦେଖିବାକୁ ମିଳିଛି ବୋଲି ବନ୍ୟପ୍ରାଣୀ ବନାଞ୍ଚଳ
Read More...

ମହିଳା ଉଚ୍ଚ ମାଧ୍ୟମିକ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଭୋଗରାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷା କଳ୍ପନାରାଣୀ ଭଞ୍ଜ କ୍ରୀଡା ପତାକା ଉତ୍ତୋଳନ କରି ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଚାରି ଦିନ ଧରି ଅନୁଷ୍ଠିତ ଏହି କ୍ରୀଡା
Read More...

ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ୱତନ୍ତ୍ର ଶିବିର

ଭୋଗରାଇ : ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସଂସ୍କୃତ ମହାବିଦ୍ୟାଳୟ ଭାବେ ପରିଚିତ ଭୋଗରାଇ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ)ର ଶୀତକାଳୀନ ସ୍ୱତନ୍ତ୍ର ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସତୀଶ ଚନ୍ଦ୍ର ପଣ୍ଡାଙ୍କ
Read More...

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଦୀନବନ୍ଧୁ ଭଞ୍ଜଙ୍କ ସ୍ମୃତିଚାରଣ ସଭା

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ମହେଶପୁର ଗ୍ରାମ ବାସିନ୍ଦା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ସଂସ୍କୃତ ଶିକ୍ଷକ ସ୍ଵର୍ଗତ ଦୀନବନ୍ଧୁ ଭଞ୍ଜଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ବିଶିଷ୍ଟ ସାରସ୍ୱତ ସାଧକ ଥିଲେ । ସମାଜସେବୀ ପ୍ରଦୀପ କୁମାର
Read More...

ଦକ୍ଷିଣ ଭୋଗରାଇ ଶାଖା ପକ୍ଷରୁ ଦୁଇ ଦିନିଆ ୩୯ତମ ଶିଶୁ ଉତ୍ସବ ଅନୁଷ୍ଠିତ

ଭୋଗରାଇ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଦକ୍ଷିଣ ଭୋଗରାଇ ଶାଖା ପକ୍ଷରୁ ଦୁଇ ଦିନିଆ ୩୯ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଭୋଗରାଇ ହେରମ୍ବଚନ୍ଦ୍ର ସରକାରୀ ହାଇସ୍କୁଲ ପରିସରରେ ଆୟୋଜିତ ଏହି ଦୁଇ ଦିନିଆ ଶିଶୁ ଉତ୍ସବରେ
Read More...

ରଘୁନାଥ ନୋଡାଲ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ

ଭୋଗରାଇ : ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ସରସ୍ଵତୀପୁର ନୋଡାଲ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣାଂଶୁ ଶେଖର ମାଝୀ ଅଧ୍ୟକ୍ଷତା କରିଥିଲେ । ଭୋଗରାଇ ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି ମୁଖ୍ୟ ଅତିଥି
Read More...

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଉତ୍ତର ଭୋଗରାଇ ଶାଖା ପକ୍ଷରୁ ୨୯ତମ ‘ଶିଶୁ ଉତ୍ସବ’

ଭୋଗରାଇ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଉତ୍ତର ଭୋଗରାଇ ଶାଖା ପକ୍ଷରୁ ୨୯ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଗୁଣସାର୍ଥା ପଞ୍ଚାୟତ ଅନ୍ତର୍ଗତ ଦୁବସାହି ଗୟାପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ
Read More...