Browsing Tag

bhogarai news

ଜିଜ୍ଞାସା ଶିକ୍ଷାନୁଷ୍ଠାନରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ୍ ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ଜିଜ୍ଞାସା ଶିକ୍ଷାନୁଷ୍ଠାନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଅଧ୍ୟକ୍ଷ ଶିବନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାରବାଟିଆ ଜନାର୍ଦ୍ଦନ
Read More...

ଖଡ଼ିବାଡ଼ିରେ ନିଆଁ ଲାଗି ଜଳିଗଲା ଶହେ ଏକରରୁ ଅଧିକ ଫସଲ : ଲକ୍ଷାଧିକ ଟଙ୍କାର କ୍ଷତି

ଭୋଗରାଇ : ଭୋଗରାଇ ବ୍ଲକ ଚକପାରୁଳିଆ ବିଲରେ ଖଡ଼ିବାଡ଼ିରେ ନିଆଁ ଲାଗି ଶହେ ଏକରରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅଦୁସାରେ ଭୋଗରାଇ ବ୍ଲକ ଚକପାରୁଳିଆ ବିଲରେ ଖଡ଼ିବାଡ଼ିରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁର
Read More...

ପଣ୍ଡିତ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମରେ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା ଶିକ୍ଷକ ହିମାଂଶୁ ଚନ୍ଦଙ୍କ ସଭାପତିତ୍ୱରେ ସୋମବାର ସକାଳ ୧୦ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି
Read More...

ତରୁଣକାନ୍ତି ପାତ୍ର ହେଲେ ନୟାପାଲି ଗ୍ରାମର ନୂତନ ସଭାପତି

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମର ସଭାପତି ଭାବେ ଉଦୀୟମାନ ଯୁବକ ତଥା ସମାଜସେବୀ ତରୁଣକାନ୍ତି ପାତ୍ରକୁ ଗ୍ରାମବାସୀମାନେ ମନୋନୟନ କରିଛନ୍ତି । ବିଗତ ଦୁଇ ବର୍ଷ ଧରି ଅସ୍ଥାୟୀ ଭାବରେ
Read More...

ବିପୁଳ ପରିମାଣର ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ଭୋଗରାଇ : ବାଲେଶ୍ଵର ଜିଲ୍ଲା କମର୍ଦା ବଜାରରୁ ୨୬୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ଏହା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସୂଚନାନୁଯାୟୀ ଗତକାଲି କମର୍ଦା ଅଞ୍ଚଳରେ
Read More...

ଜାଲରେ ପଡ଼ିଲା ୧ କୁଇଣ୍ଟାଲ ୭୦ କିଲୋ ଓଜନର ସାର୍କ

ଭୋଗରାଇ : ପଶ୍ଚିମବଙ୍ଗ କାନ୍ଥିମହକୁମା ପେଟୁଆଘାଟସ୍ଥିତ ସମୁଦ୍ରରୁ ଏକ ଟ୍ରଲର ଦୁଇଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ୧ କୁଇଣ୍ଟାଲ ୭୦ କିଲୋ ଓଜନ ଓ ୯ ଫୁଟ ଲମ୍ବ ୪ଫୁଟ ଓସାରର ଏକ ସାର୍କ ମାଛ ଲାଗିଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସ୍ୟଜୀବୀ ସମବାୟ ସମିତି
Read More...

ହରିଣକୁଲି ସରସ୍ୱତୀ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତର ହରିଣକୁଲି ସାର୍ବଜନୀନ ସରସ୍ବତୀ ପୂଜା କମିଟିର ସରସ୍ବତୀ ପୂଜା ଉପଲକ୍ଷେ ଓ ସ୍ବର୍ଗତ ମଧୁସୂଦନ ଓ ନାରାୟଣ ଗିରିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ଓ ଆମଓଡ଼ିଶା ମିଳିତ ସହଯୋଗରେ
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ସରସ୍ୱତୀ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବିଦ୍ୟା ଦାୟିନୀ ମାଆ ସରସ୍ୱତୀଙ୍କର ପୂଜା କରୋନା କଟକଣା ମଧ୍ୟରେ ପାଳନ କରାଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ଜୟଦେବ ଦାସ
Read More...

ନହରା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜାଦି କା ଅମୃତ ମହୋତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନହରା ଗ୍ରାମପଞ୍ଚାୟତ ଅଧିନସ୍ଥ ନହରା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବକୁ ନହରା ସରପଞ୍ଚ ଗୋପାଲ ଚନ୍ଦ୍ରମୁଖୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଦହମୁଣ୍ଡା
Read More...

ଖରିଦପିପଳ ଗ୍ରାମ ପଞ୍ଚାୟତରେ ପୁଷ୍ଟି ମହୋତ୍ସବ

ଭୋଗରାଇ, (ଶିବନାରାୟଣ ପାତ୍ର) : ଓଡ଼ିଶା ଜୀବିକା ମିସନ ଓ ମିଶନ ଶକ୍ତି ବିଭାଗ ତରଫରୁ ଖରିଦପିପଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୁଷ୍ଟି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ତଥା ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର ସଂସଦର
Read More...