Browsing Tag

bhadrak news

ଦେଶୀ ମଦ ସହ ବୋଲେରୋ ଜବତ : ମଦ ବେପାରୀ ଗିରଫ

ଭଦ୍ରକ : ଦେଶୀ ମଦ ବୋଝେଇ ବୋଲେରୋ ଜବତ ହେବା ସହ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଏଭଳି ଘଟଣା ନଜରକୁ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବାରିକପୁର ବଜାର ଅଞ୍ଚଳରୁ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସୁଶ୍ରୀ ସଂଗୀତା
Read More...

ବେଦମାତା ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠ ସୋମବାର ଚଳଚଞ୍ଚଳ ହୋଇଉଠିଛି । ପବିତ୍ର ଦୀପାବଳୀଠାରୁ ୭ ଦିନ ମା'ଙ୍କ ସପ୍ତମାତୃକା ବେଶ ହୋଇଥାଏ । ସୋମବାର ପ୍ରଥମ ଦିନରେ ସେବାୟତମାନେ ମା'ଙ୍କୁ ବେଦମାତା ବେଶରେ ପୂଜାର୍ଚ୍ଚନା
Read More...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ରହିଛି । ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଶୁକ୍ରବାର ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ଚାନ୍ଦବାଲି
Read More...

ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ : ଶାଶୁକୁ ୩ ବର୍ଷ ଜେଲ

ଭଦ୍ରକ : ଯୌତୁକ ପାଇଁ ପତ୍ନୀକୁ ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ । ପତ୍ନୀହନ୍ତା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ । ୨୦୧୫ରେ ସାବରଙ୍ଗ ଥାନା ଜିତନଗାରେ ପତ୍ନୀଙ୍କୁ ପୋଡ଼ି ମାରିଥିଲେ ପୂର୍ଣ୍ଣଚନ୍ଦ୍ର । ଘଟଣାରେ ସମ୍ପୃକ୍ତ ଶାଶୁଙ୍କୁ ମଧ୍ୟ ୩ ବର୍ଷ
Read More...

ଗଣେଶ ପୂଜା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ୧୪୪ ଧାରା ଜାରି

ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ସୋହଡା ଗ୍ରାମ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ବାଜପେୟୀ କ୍ଲବ ନିକଟରେ ଗଣେଶ ପୂଜା ପାଇଁ ମଣ୍ଡପ ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହିତ କିଛି ଯୁବକ ଆହତ ହୋଇଛନ୍ତି । ଏନେଇ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାଇକେଲ୍ ଆରୋହୀ ମୃତ, ବାଇକ୍ ଚାଳକ ଗୁରୁତର

ଭଦ୍ରକ : ୧୬ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଦୃତ ଗତିରେ ଆସୁଥିବା ହାଇୱାଟି ପ୍ରଥମେ ସାଇକେଲ ଆରୋହୀକୁ ପଛପଟୁ ଧକ୍କା ଦେଇଥିଲା ଓ ପରେ ଜଣେ ବାଇକ୍
Read More...

ଓଲଟିଲା ଟମାଟୋ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର୍‌

ଭଦ୍ରକ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଟମାଟୋ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ ଓଲଟି ପଡିଥିବା ବେଳେ ଡ୍ରାଇଭର ଓ ହେଲ୍‌ପର୍‌ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରି ପୋଖରୀ ଥାନା ପାଳଦା ନିକଟରେ ଏକ ଟମାଟୋ
Read More...

କୁମ୍ଭୀର ଆକ୍ରମଣରେ ଯୁବକ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତ ଅଞ୍ଚଳରେ କୁମ୍ଭୀର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ବରଣାକୁଳ ଗାଁର ବୁଦ୍ଧିରାମ ମଳିକ ତାଙ୍କର ଜଣେ ସାଙ୍ଗଙ୍କ ସହ ହୀରାଘାଇ ନିକଟକୁ ନଦୀରେ ମାଛ ଧରିବା ପାଇଁ ଯାଇଥିଲେ । ଏହା ସହ ସେଠାରେ
Read More...

ସଡକ ଦୁର୍ଘଟଣା, ଗୋରୁ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ପିଟିଲା କାର୍‌

ଭଦ୍ରକ : ଗୋରୁ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ପିଟିଲା କାର୍‌ । ଏହି ସଡକ ଦୁର୍ଘଟଣା ଘଟିଛି ବାସୁଦେବପୁର ପୁରୁଣା ଷ୍ଟେଟ୍ ବ୍ୟାଙ୍କ ନିକଟରେ । ଦୁର୍ଘଟଣା ପରେ ଗୋରୁ ଗାଡ଼ି ଡ୍ରାଇଭର ଛାଡ଼ି ଚମ୍ପଟ୍ ମାରିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରୁ ୪ ଜଣ ବଜରଙ୍ଗ ଦଳର ସଦସ୍ୟ ଅଳ୍ପକେ
Read More...

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

ଭଦ୍ରକ : ବିଜେଗଙ୍ଗାଧରପୁର ଗାଁ ତାରିଣୀ ଛକଠାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଯୁବକ ଜଣକ ଏକ ବିବାହ ଭୋଜିରେ ଯୋଗ ଦେଇଥିଲେ । ହେଲେ ସେଠାରେ ବଚସା ହେବା ସହ ଗଣ୍ଡଗୋଳ ହୋଇଥିଲା । ପରେ ଭୋଜି ସାରି ରାତିରେ ଯୁବକ ଜଣକ ଫେରିବା
Read More...