ପାଣି ନେଇ ଯାଉଥିବା ବେଳେ ସାପ କାମୁଡ଼ାରେ ଚାଲିଗଲା କାଉଡିଆଙ୍କ ଜୀବନ
ଭଦ୍ରକ, (କମଳ ଲୋଚନ ପଣ୍ଡା) : ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ମହାଦେବଙ୍କ ପାଖକୁ ପାଣି ଭାର ନେଇ ଯାଇଥାନ୍ତି କାଉଡ଼ିଆ ଭକ୍ତ ମାନେ । ସେହିପରି ଭଦ୍ରକ ଜିଲ୍ଲାର ତୃତୀୟ ସୋମବାର ପାଳିରେ ପାଟୁଲି ଅଂଚଳର ୩ ଜଣ କାଉଡ଼ିଆ ଭକ୍ତ ବେତାଳୀ ଗାଁ ଗାନ୍ଧୀଘାଟରୁ ପାଣି ନେଇ ବାବା ଆଖଣ୍ଡଳମଣିଙ୍କ!-->…
Read More...
Read More...