କୃଷକ ଉତ୍ପାଦକ କମ୍ପାନୀ କୃଷକମାନଙ୍କୁ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ
ଭବାନୀପାଟଣା, (କେପିଏନ୍ଏସ୍) : କୃଷକମାନେ ଅଣ ଧାନ ଚାଷ ମାଧ୍ୟମରେ ନିଜ ରୋଜଗାରକୁ ବୃଦ୍ଧି କରିପାରିବେ । ଗୋଟିଏ ଅଞ୍ଚଳରେ ବଜାର ଚାହିଦା ଥିବା ଉତ୍ପାଦ ଗୁଡ଼ିକର ବହୁଳ ଭାବେ ଚାଷ କଲେ ଉତ୍ପାଦର ସହଜ ବଜାରୀକରଣ କରିହେବ । ଚାଷୀମାନଙ୍କ ଆଧୁନିକ ଜ୍ଞାନ କୌଶଳ ପ୍ରଦାନ କଲେ ଉତ୍ପାଦନ ବୃଦ୍ଧି!-->…
Read More...
Read More...