ଅଚିହ୍ନା ପୁରୁଷ ମୃତଦେହ ଉଦ୍ଧାର
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ା ଥାନା ଅନ୍ତର୍ଗତ ଖଲିଆପାଲି ଗାଁ ନିକଟରେ ଏକ ଅଚିହ୍ନା ପୁରୁଷ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତେବେ ମୃତ ବ୍ୟକ୍ତିଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସଂପୃକ୍ତ ମୃତ ବ୍ୟକ୍ତିଙ୍କ ସଂପର୍କରେ କୌଣସି ସୂଚନା ମିଳିଲେ ଜଣାଇବା!-->…
Read More...
Read More...