ମହିଳା ଶକ୍ତି ସଂଗଠନ ତରଫରୁ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ବେଲପଡା, (କରୁଣାକର ବୁଡ଼େକ) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୂମାଭଟା ପଞ୍ଚାୟତର ବିଭିନ୍ନ ଗାଁରେ ମହିଳା ଶକ୍ତି ସଂଗଠନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବେଲପଡା ବ୍ଲକ ଦାୟିତ୍ୱରେ ଥିବା ଯୋଗୀନ୍ଦ୍ର ବୁଡ଼େକ ଓ ଖଗେଶ୍ୱର ବୁଡ଼େକଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ!-->…
Read More...
Read More...