Browsing Tag

bargarh news

ବ୍ରହ୍ମବିହାର ରାମମନ୍ଦିରରୁ ଚୋରି, ଟେର ପାଉନି ପୋଲିସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ବ୍ରହ୍ମବିହାରସ୍ଥିତ ଶ୍ରୀରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ, ମହାପ୍ରଭୁଙ୍କ ଦରବାର, ପିତ୍ତଳ ନିର୍ମିତ ରାମ, ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ଆଦି ଚୋରି କରି ନେଇଛନ୍ତି ।
Read More...

ନୀଳଗିରିରେ ପୋଲିସର ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା : ବରଗଡ଼ରେ ଜାବର ତୀବ୍ର ପ୍ରତିବାଦ, ଜିଲ୍ଲା ସାରା…

କଳା ବ୍ୟାଚ ପରିଧାନ କରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପ୍ରତିବାଦ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନୀଳଗିରିରେ ପୋଲିସର ସାମ୍ବାଦିକଙ୍କ ପ୍ରତି ଅମାନବୀୟ ନିର୍ଯ୍ୟାତନା ପ୍ରତିବାଦରେ ଗତକାଲି ବରଗଡ ଜିଲ୍ଲାରେ
Read More...

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ରବି ଋତୁର ଧାନ ସଂଗ୍ରହ ପାଇଁ ପୂର୍ବ ଭଳି ପ୍ରାଥମିକ କୃଷି ସମବାୟ ସମିତି ଓ
Read More...

ବରଗଡ଼ ପୌର ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ରାଜେଶ କୁମାର ଅଗ୍ରୱାଲ ନିର୍ବାଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ରାଜେଶ କୁମାର ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । ବରଗଡ଼ ପୌରାଞ୍ଚଳର ୫ ନମ୍ବର ୱାର୍ଡର କାଉନସିଲର ଶ୍ରୀ ଅଗ୍ରୱାଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ତଥା
Read More...

ବରଗଡ଼ ଲୋକସଭା ଅଞ୍ଚଳ ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ରର ୩୬୮ କୋଟି ଟଙ୍କା ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ଅଞ୍ଚଳର ରାସ୍ତାଘାଟ ଓ ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ ସିଆର୍‌ଆଇଏଫ୍‌ ଫଣ୍ଡରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପତ୍ର
Read More...

ବରଗଡ଼ ଜିଲ୍ଲାପାଳଙ୍କ ଆଶ୍ରମ ସ୍କୁଲ୍ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବରଡୋଲ ସିମେଣ୍ଟ ନଗର ନିକଟସ୍ଥ ଆଶ୍ରମ ସ୍କୁଲ୍ ଏବଂ ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଆଶ୍ରମ ସ୍କୁଲ୍‌କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ । ସେଠାରେ ରୋଷେଇ ଘରର ସ୍ବାସ୍ଥ୍ୟକର ପରିବେଶର
Read More...

ବରଗଡ଼ ଭଟଲି ରାସ୍ତାରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ଜଣେ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼-ଭଟଲି ରାସ୍ତା ରେ ଆଜି ଏକ ପାଣି ଟାଙ୍କି ନେଇଯାଉଥିବା ଟ୍ରାକ୍ଟର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟ୍ରାକ୍ଟର ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି । ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ
Read More...

ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ନୂତନ ବରଗଡ ଜିଲ୍ଲା ଷ୍ଟାଡିୟମ୍ ନିର୍ମାଣ ଉପରେ ଆଲୋଚନାଆଜୀବନ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରୀପୁନାଥ ସେଠଙ୍କୁ ଶ୍ରଦ୍ଧାଞ୍ଜଳି ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ସାଧାରଣ ସମ୍ପାଦକ କିଶୋର କୁମାର
Read More...

ଟ୍ରକ୍ ଦୁର୍ଘଟଣା, ୨ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁମ୍ବାଇ କୋଲକାତା ଜାତୀୟ ରାଜପଥର ସୋହେଲା ନିକଟ ଗଡତିଆ ଟିକାଠାରେ ଏକ ଅଙ୍ଗୁର ବୋଝେଇ ଟ୍ରକ ଦୁର୍ଘଟଣା ଘଟି ଓଲଟି ପଡ଼ିଥିଲା । ଫଳରେ ସେଥିରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଟ୍ରାନ୍ସଫରମରକୁ ଧକ୍କା
Read More...

ମା’ ସମଲେଶ୍ଵରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁରଠାରେ ଯାଦବ ସମାଜ ପକ୍ଷରୁ ମା' ସମଲେଶ୍ଵରୀ ଦେବୀଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପବିତ୍ର ଚୈତ୍ର ନବରାତ୍ର ବାସନ୍ତୀ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେହ ହୋମ୍ ଯଜ୍ଞର ଆୟୋଜନ
Read More...