Browsing Tag

bargarh news

ବରଗଡ ବ୍ଲକସ୍ତରୀୟ ଉଚ୍ଚାକାଂକ୍ଷୀ ଛାତ୍ରଛାତ୍ରୀଙ୍କ କର୍ମଶାଳା

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜର୍ଜ ଉଚ୍ଚ ବିଦ୍ୟାଳୟଠାରେ ଉଚ୍ଚାକାଂକ୍ଷୀ ଛାତ୍ରଛାତ୍ରୀଙ୍କର ଏକ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ବ୍ଲକରେ ୧୦ଟି ସ୍କୁଲର ୧୦ ଜଣ ପ୍ରଧାନ ଶିକ୍ଷକ, ୪୦ଜଣ ମେଣ୍ଟର ଓ ୪୦ ଜଣ କେପ୍‌ଟେନ୍‌ ସର୍ବମୋଟ ୯୦ ଜଣ
Read More...

କୁନି ଛାତ୍ର ଆଦିତ୍ୟ ରାଜ ମୃତ୍ୟୁର ତଦନ୍ତ ଦାବୀରେ ବରଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଫାଷ୍ଟ ଷ୍ଟେପ୍‌ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ର ଆଦିତ୍ୟ ରାଜ ମୃତ୍ୟୁର ତଦନ୍ତ ଦାବୀ ଓ ତାଂକୁ ନ୍ୟାୟ ପ୍ରଦାନ ଦାବୀରେ ବରଗଡ଼ ସଚେତନ ନାଗରିକମାନଙ୍କ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଫଳରେ ବରଗଡ଼ ସଦର ମହକୁମା ସ୍ଥିତ ସମସ୍ତ
Read More...

୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା : ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ । ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବରଗଡ଼ ବିକାଶ ଫାଷ୍ଟ ଷ୍ଟେପ୍‌ର ଛାତ୍ର ଆଦିତ୍ୟରାଜ୍‌ଙ୍କ ମୃତ୍ୟୁକୁ ନେଇ ସକାଳ ୬ଟା ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରିବାକୁ ଆହ୍ୱାନ । ଖବର
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ ତହସିଲ କିରାଣୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ତହସିଲ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ବଲରାମ କଲାରି ଆଜି ଜନୈକ ବ୍ୟକ୍ତିଙ୍କ ମ୍ୟୁଟେସନ କାମ କରିଦେବା ବାବାଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନସ୍ ହାତରେ ଧରାପଡିଥିଲେ । ବରିଷ୍ଠ ସହାୟକ ଉକ୍ତ କାମ ପାଇଁ
Read More...

ନିଜ ଜିଦ୍‌ରେ ଅଟଳ : ଯାତ୍ରୀ ହନ୍ତସନ୍ତ

ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ : ନୂଆ ବସ୍‌ଷ୍ଟାଣ୍ଡରେ ବସ ରଖ, ଅନ୍ୟତ୍ର ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଦୁଇଦିନ ଧରି ବରଗଡ଼ ଘରୋଇ ବସ୍ ମାଲିକ ସଂଘ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ନୂଆଁ ବସ୍‌ଷ୍ଟାଣ୍ଡକୁ ବସ୍‌ ସ୍ଥାନାନ୍ତର କରିବା ବିବାଦରେ
Read More...

ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଗତକାଲି ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ୨୦୪୭ ବିଜୁଳି ମହୋତ୍ସବ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ
Read More...

ଘର ସମ୍ମୁଖରୁ ବାଇକ ଚୋରି ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମରେ ଘର ସମ୍ମୁଖରୁ ଦିନ ଦୁଇ ପହରରେ ଏକ ବାଇକ ଚୋରି ହୋଇଯାଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଟର ସାଇକେଲଟି ସୁକାନ୍ତ ବିଶ୍ୱାଳଙ୍କ ନାମରେ ରହିଥିବା ବେଳେ ତାର ନମ୍ବର ଓଡି୧୭ଏନ୍‌୬୪୪୮ ବ୍ଲୁ କୋର ରଙ୍ଗର
Read More...

ସାମ୍ବାଦିକ ସଂଘ ତରଫରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ସଂଗ୍ରାମୀ ସ୍ମୃତି ବନ ପ୍ରତିଷ୍ଠା

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ବରଗଡ଼ ସାମ୍ବାଦିକ ସଂଘ ତରଫରୁ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ୧୫୩ ଜଣ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗ୍ରାମୀ ସ୍ମୃତି ବନ ପ୍ରତିଷ୍ଠା କରାଯାଇଛି ।
Read More...

ବିଷାକ୍ତ ସାପ କାମୁଡ଼ିବାରୁ ମା ଓ ପୁଅ ମୃତ

ବରଗଡ଼, (ନିରୋଜ କୁମାର ପାଣୀ) : ସାପ କାମୁଡାରେ ମା ଓ ପୁଅ ମୃତ । ମୃତକ ମାନେ ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି ନିବାସୀ କ୍ଷିରୋଦ୍ର ପଧାନଙ୍କ ପତ୍ନୀ ସୁନିତା ପଧାନ (୩୬) ଏବଂ ସାତ ବର୍ଷର ପୁତ୍ର ପିଉସ ପଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ
Read More...

ଭିକ୍ଷା ବୃତ୍ତିରୁ ନିବୃତ ରହି ସ୍ୱାବଲମ୍ବୀ ହେବାର ନିଆରା ବାର୍ତ୍ତା ଦେଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭିକ୍ଷା ବୃତ୍ତି କରି ଜୀବନ କାଟୁଥିବା ଅସହାୟ ବିକଳାଙ୍ଗ ବୃଦ୍ଧଙ୍କୁ ସ୍ୱାବଲମ୍ବୀ କରିବାର ପ୍ରୟାସ କଲା ସ୍ୱେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ପରିବାର । ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଚଣ୍ଡୀପାଲି ଗ୍ରାମର ଜଣେ ବିକଳାଙ୍ଗ ବୃଦ୍ଧ ପେଟପାଟଣା ପାଇଁ ବହୁ
Read More...