ଧନୁଯାତ୍ରାର ଶିଶୁ କଳାକାର ଶ୍ରେୟାଂଶଙ୍କ ଅକାଳ ବିୟୋଗ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାର ଶିଶୁ କଳାକାର ଶ୍ରେୟାଂଶ ପୂଜାରୀ(୧୨)ଙ୍କ ଆଜି ଅକାଳ ବିୟୋଗ ହୋଇଥିବା ଜଣାପଡିଛି । ଆଜି ସେ ଘରେ ଖେଳୁଥିବା ସମୟରେ ହଠାତ୍ ଚେତା ହରାଇ ତଳେ ପଡି ଯାଇଥିଲେ । ପରିବାର ଲୋକେ ସଂଗେ ସଂଗେ ବରଗଡ଼ ଡାକ୍ତରଖାନାକୁ!-->…
Read More...
Read More...