Browsing Tag

bargarh news

ବୈଦିକ ନୀତିରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବରପାଲିର ମହାନ ପୌରାଣିକ ୧୪୮ତମ ଶୀତଳଷଷ୍ଠୀର ଦେବଦମ୍ପତିଙ୍କ ବିବାହ ବୈଦିକ ରୀତିରେ ସମ୍ପନ୍ନ ହୋଇଯାଇଛି । ଆଜି ହିମାଦ୍ରି ନଗରରେ ବାବା କପିଳେଶ୍ୱର ମାତା ପାର୍ବତୀଙ୍କ ସହ ଦର୍ଶନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଭକ୍ତ ଯୋଗଦାନ
Read More...

ଅପରାହ୍ନର ରାଜ୍ୟସ୍ତରୀୟ ସାରସ୍ୱତ ଉତ୍ସବରେ ବରଗଡ଼ର ପ୍ରତିଭା ସମ୍ବର୍ଦ୍ଧିତ

ବରଗଡ଼, ( ନିରୋଜ କୁମାର ପାଣୀ) : ବାଲେଶ୍ୱରଠାରେ ଅପରାହ୍ନ ସମ୍ବାଦପତ୍ରର ୨ ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ସାରସ୍ୱତ ମହୋତ୍ସବ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ଉତଘାଟୀତ ହୋଇ ସମ୍ବାଦପତ୍ରର ସମ୍ପାଦକ ବଂଶୀଧର ଜେନା ଓ ପ୍ରକାଶିକା ଲକ୍ଷ୍ମୀ ପ୍ରିୟା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

ବରଗଡ଼ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମୀକ୍ଷା ବୈଠକ

ଧାନ ସଂଗ୍ରହ ପ୍ରକ୍ରିୟାର ସୁପରିଚାଳନା ତଥା ଚାଷୀଙ୍କ କ୍ଷୟକ୍ଷତିର ସଠିକ ଆକଳନ କରିବାକୁ ଦେଲେ ନିର୍ଦ୍ଦେଶକୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗମନାଗମନ ଏବଂ ପର୍ଯ୍ୟଟନର ବିକାଶ ପାଇଁ ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ସମନ୍ଵୟ ଜରୁରୀ : ମାନ୍ୟବର ମନ୍ତ୍ରୀ ବରଗଡ,
Read More...

ବଜ୍ରପାତ ନେଲା ୨ ମହିଳାଙ୍କ ଜୀବନ

ବରଗଡ଼ : ବଜ୍ରପାତରେ ଚାଲିଗଲା ୨ ଜଣ ମହିଳାଙ୍କ ଜୀବନ । ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଟୋପ୍ ଓ ଖଇରପାଲି ଗାଁର ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାମାନେ ହେଲେ ଖଇର ପାଲି ଗାଁର ଶାନ୍ତି ଛତ୍ରିଆ ଓ ଟୋପ ଗାଁର ଜଣୋଦା ମଲତକ । ଖଇର ପାଲି ଗାଁର ଶାନ୍ତି ଛତ୍ରିଆ ଜାଳେଣି ସଂଗ୍ରହ
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ମିଳିତ ମାର୍କେଟ ମଞ୍ଚର ଚାଷୀମାନେ ବୁଧବାର ଦିବା ୧୧ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ରେଶମ, ସିହେନପାଲି, ପଧାନପାଲି, ସାଲେପାଲି, ଅରେଇଗୁଡ଼ି, ଗୁଦରାମୁଣ୍ଡା, ଇଛାପଦାରର ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମାର୍କେଟୟାଡ଼ ଠାରେ ପଡ଼ିଥିଲେ
Read More...

ସାବିତ୍ରୀ ବ୍ରତ ମହା‍ଆଡମ୍ବର ସହକାରେ ପାଳିତ

ବରଗଡ଼, (ମୁନ୍ନା ସାହୁ) : ସାବିତ୍ରୀ ବ୍ରତ ନାରୀମାନଙ୍କର ଏକ ଶ୍ରେଷ୍ଠ, ପବିତ୍ର ଓ ପ୍ରିୟବ୍ରତ । ଜ୍ୟଷ୍ଠ ଆମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ । ନିଜ ପତିଙ୍କଠାରୁ ଅନୁମତି ନେଇ ଜ୍ୟେଷ୍ଠ ମାସ କୃଷ୍ଣ ତ୍ରୟୋଦଶୀ ଠାରୁ ତିନିଦିନ ବ୍ୟାପି ଉକ୍ତ ବ୍ରତ ପାଳନର ବିଧି ରହିଛି । ଏହା
Read More...

ବୃନ୍ଦାବନ ସାହୁଙ୍କ ବିୟୋଗରେ ଶୋକ ସଭା : ଦ୍ୱାଦଶାହରେ ଏକ ପଦି କବିତା ସଂକଳନ ପ୍ରକାଶ କରିବ ପରବାସୀ କୁଟୁମ୍

ବରଗଡ,(କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ହଳଦୀପାଲି ଗ୍ରାମର ଜଣାଶୁଣା ସାହିତ୍ୟିକ ବୃନ୍ଦାବନ ସାହୁଙ୍କ ବିୟୋଗରେ ପରବାସୀ କୁଟୁମ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ସଭାପତି କପିଳେଶ୍ୱର ଖମାରି, ସମ୍ପାଦକ ସଚ୍ଚିଦାନନ୍ଦ ପଧାନ, ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ମିଶ୍ର,
Read More...

ନିଃସ୍ୱାର୍ଥ ସେବା ପାଇଁ ଅହଲ୍ୟା ବଗର୍ତିଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଆୱାର୍ଡ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ବାଦୀକଟା ଗ୍ରାମର ଅହଲ୍ୟା ବଗର୍ତ୍ତୀ ସେବା ଓ ଖେଳ ପାଇଁ ସମ୍ମାନ ଜନକ ଡକ୍ଟରେଟ ଆୱାଡ୍ ପାଇଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପଞ୍ଜିକୃତ "ୱାର୍ଲଡଚାରିଟି ୱାଲଫେୟାର ଫାଉଣ୍ଡେସନ"ନୁଆଦିଲ୍ଲୀ ପକ୍ଷରୁ ଏହି ଆୱାର୍ଡ ତାଙ୍କୁ ପ୍ରଦାନ
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ସତଲମାର ଚାଷୀ

ବରଗଡ, (ମୁନ୍ନା ସାହୁ) : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ସତଲମାର ଚାଷୀ । ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଚାଷୀମାନେ ଧାରଣାରେ ବସିଛନ୍ତି । ସତଲମା ଧାନମଣ୍ଡିରେ ଦଲାଲ ମାନଙ୍କ ଦୌରାତ୍ମ ଯୋଗୁଁ ପ୍ରକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ରହୁଛନ୍ତି । ମଣ୍ଡିରେ ଛତିଶଗଡର
Read More...

ମଣ୍ଡିରେ ଅବ୍ୟବସ୍ଥା : ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ଚାଷୀ

ବରଗଡ, (ମୁନ୍ନା ସାହୁ) : ମଣ୍ଡିରେ ଅବ୍ୟବସ୍ଥା ସହ ଦଲାଲରାଜ । ଏନେଇ ବରଗଡ଼ ଯୋଗାଣ ଅଧିକାରୀଙ୍କୁ ଭେଟି ଏହାର ସମାଧାନ ପାଇଁ ଦାବି କଲେ ବରଗଡ଼ର ଚାଷୀ ସୁରେଶ ନିକାଣ୍ଟି । ଗୁରୁବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବରଗଡ଼ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ
Read More...